ଭୁଲି ହେବନି ଦେଶ ବିଭାଜନ ବ୍ୟଥା…
ନୂଆଦିଲ୍ଲୀ,୧୪।୮: ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭାରତ-ପାକିସ୍ତାନ ବିଭାଜନ ବ୍ୟଥା ସମ୍ପର୍କରେ ବଖାଣିଛନ୍ତି। ସେ କହିଛନ୍ତି, ଦେଶର ବିଭାଜନର ଦୁଃଖଦ ସ୍ଥିତି କେବେ ବି ଭୁଲିପାରିବ ନାହିଁ।...
୩ ମାସ ପର୍ଯ୍ୟନ୍ତ କୌଣସି ମହିଳା ଗର୍ଭଧାରଣ ନ କରିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ, କାରଣ ଜାଣିଲେ…
ପୁଣେ,୧୪ା୮: ମହାରାଷ୍ଟ୍ରର ପୁଣେ ଜିଲାର ବେଲ୍ସର ଗାଁରେ କୌଣସି ମହିଳା ୩ ମାସ ପର୍ଯ୍ୟନ୍ତ ଗର୍ଭଧାରଣ ନ କରନ୍ତୁ ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। କାରଣ ବେଲ୍ସରରେ ଜିକା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର...
ତାଲିବାନ୍ର ଦୁଃସାହସ, ଭାରତକୁ ଦେଖାଇଲା ନାଲି ଆଖି…
ନୂଆଦିଲ୍ଲୀ,୧୪।୮: ଆଫଗାନିସ୍ତାନରେ ତାଲିବାନର ପ୍ରଭାବ ବୃଦ୍ଧି ପାଉଛି। ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଧାହାର ଏବେ ତାଲିବାନ କବ୍ଜାରେ ରହିଛି। କାବୁଲ ସୀମାବର୍ତ୍ତୀ ଲେଗାରର ପ୍ରାଦେଶିକ ରାଜଧାନୀ ଫୁଲ-ଇ-ଆଲାମରେ ତାଲିବାନ ସଦସ୍ୟ ପ୍ରବେଶ କରିଛନ୍ତି। ଏହାଯୋଗୁ ସଂଗଠନ ଆଧିପତ୍ୟ ବୃଦ୍ଧି...
ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଜଣଙ୍କୁ ଏନ୍କାଉଣ୍ଟର, ଅନ୍ୟ ଜଣେ ଗିରଫ…
ଶ୍ରୀନଗର,୧୪।୮: ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ କୁଲଗାମ୍ ଜିଲାରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ସେହିପରି କିସ୍ତଓ୍ବାର ଜିଲାରେ ଜଣେ ହିଜବୁଲ୍ ମୁଜାହିଦ୍ଦିନ୍...
ଦୈନିକ ସଂକ୍ରମଣ ୪୦ ହଜାର ତଳେ…
ନୂଆଦିଲ୍ଲୀ,୧୪।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିଛି। ଏହି ସମୟରେ...
ଟିକା ନେଇଥିବା ୨.୬ ଲକ୍ଷ ସଂକ୍ରମିତ
ନୂଆଦିଲ୍ଲୀ, ୧୪।୮: ଦେଶରେ ବର୍ତ୍ତମାନ ସୁଦ୍ଧା ୫୩.୧୪ କୋଟି ଭାକ୍ସିନ ଡୋଜ୍ ଦିଆଗଲାଣି। ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୨.୬ ଲକ୍ଷ ପୁନର୍ବାର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ଏହି ସଂଖ୍ୟା ମୋଟ ଟିକାକରଣର ୦.୦୫ ପ୍ରତିଶତରୁ କମ୍...
‘ମତ ଦେବାର ଅଧିକାରରୁ ମୋତେ ବଞ୍ଚିତ କରିଛି ଟୁଇଟର’
ନୂଆଦିଲ୍ଲୀ,୧୩ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ରାହୁଲ କହିଛନ୍ତି, ଟୁଇଟର ତାଙ୍କ ଆକାଉଣ୍ଟକୁ ବ୍ଳକ୍ କରି ଭାରତର ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛି। ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସଙ୍କୁ...
ପେନସନ ପାଇଁ ଫ୍ରିଜରେ ଲୁଚାଇ ରଖିଥିଲେ ଜେଜେ ବାପା’ଙ୍କ ମୃତଦେହ
ହାଇଦ୍ରାବାଦ,୧୩।୮: ଜେଜେ ବାପା’ଙ୍କ ପେନସନ ଟଙ୍କାରେ ଚାଲୁଥିଲା ଘର। କିନ୍ତୁ କୌଣସି କାରଣରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ସାମ୍ନାକୁ ଆସିଲେ ପେନସନ ଆଉ ମିଳିବ ନାହିଁ। ଏଥିଯୋଗୁ ଜେଜେ ବାପା’ଙ୍କ ମୃତଦେହକୁ ଏକ ଚାଦରରେ ଗୁଡ଼ାଇ ଲୁଚାଇ...
ନାଜାଲ ଭାକ୍ସିନର ଫାଇନାଲ ପରୀକ୍ଷାକୁ ମିଳିଲା ମଞ୍ଜୁରୀ
ହାଇଦ୍ରାବାଦ,୧୩।୮: ଭାରତ ବାୟୋଟେକ୍ ପ୍ରସ୍ତୁତ ପ୍ରଥମ ନାଜାଲ କୋଭିଡ୍ ଭାକ୍ସିନର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାକୁ ଶୁକ୍ରବାର ଅନୁମତି ମିଳିଛି। ପୂର୍ବରୁ ୧୮ରୁ ୬୦ ବର୍ଷ ବୟସ ବର୍ଗର ଲୋକଙ୍କଠାରେ ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ...
ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା: ଗିରଫର କିଛି ଘଣ୍ଟା ପରେ ମିଳିଲା ଜାମିନ
ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶର କାନପୁରର ରାସ୍ତା ଉପରେ ୪୫ ବର୍ଷୀୟ ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା ଦେବା ଓ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିବା ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବାର ୨୪ ଘଣ୍ଟା ନ ପୂରୁଣୁ ସେମାନଙ୍କୁ...
ଭୟ ସୃଷ୍ଟି କରୁଛି ତୃତୀୟ ଲହର: ୧୧ ଦିନରେ ୫୪୩ ଶିଶୁ କରୋନା ପଜିଟିଭ
ବେଙ୍ଗାଲୁରୁ,୧୩ ।୮: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଶିଶୁମାନେ କରୋନାରେ ଆକ୍ରାନ୍ତ ହେବା ଏବେ ଉଭୟ ଅଭିଭାବକ ଓ ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି । ୧ରୁ ୧୧ ଅଗଷ୍ଟ ମଧ୍ୟରେ ୦-୧୮ ବର୍ଷ ବୟସ ମଧ୍ୟରେ ପ୍ରାୟ ୫୪୩ ଶିଶୁ...
ଟୁଇଟର ଇଣ୍ଡିଆର ମୁଖ୍ୟ ମନିଷ ମାହେଶ୍ୱରୀଙ୍କ ବଦଳି
ନୂଆଦିଲ୍ଲୀ,୧୩ ।୮: ଟୁଇଟର ଇଣ୍ଡିଆର ମୁଖ୍ୟ ମନିଷ ମାହେଶ୍ୱରୀଙ୍କୁ ଭାରତରୁ ବଦଳି କରି ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ପୁଣିଥରେ ଆମେରିକା ଡାକିଛି । ତାଙ୍କ ବଦଳି ଏମିତି ସମୟରେ ହୋଇଛି ଯେତେବେଳେ କଂଗ୍ରେସ ଓ ଟୁଇଟର ମଧ୍ୟରେ ଟଣାଭିଡା ଚାଲିଛି...
Archives


