ଜାତୀୟ

ଏସ୍‌-୪୦୦ ଯୋଗାଣରେ ଅସୁବିଧା ହେବନାହିଁ

ନୂଆଦିଲ୍ଳୀ,୩।୩: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଲାଗି ଥିବା ଯୁଦ୍ଧ ଯୋଗୁ ରୁଷିଆ ପକ୍ଷରୁ ଭାରତକୁ ଏସ୍‌-୪୦୦ ମିଶାଇଲ ଯୋଗାଣ ବ୍ୟାହତ ହେବ ନାହିଁ ବୋଲି କହିଛନ୍ତି ରୁଷିଆ ରାଷ୍ଟ୍ରଦୂତ ଡେନିସ୍‌ ଏଲିପୋଭ। ଯୁଦ୍ଧ କାରଣରୁ ବହୁ ଦେଶ ରୁଷିଆ ଉପରେ…

ଉତ୍ତର ପ୍ରଦେଶ ବିଧାନସଭାର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ଲକ୍ଷ୍ନୌ,୩ ।୩: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳ ୭ଟାରୁ ଆରମ୍ଭ ହୋଇଛି । ଏଥର ୧୦ ଜିଲାର ୫୭ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ସକାଳ ୭ଟାରୁ ଏହା ଆରମ୍ଭ ହୋଇଥିବା…

ସୁପ୍ରିମକୋର୍ଟରେ ହେବ ଜରୁରୀ ଶୁଣାଣି

ନୂଆଦିଲ୍ଲୀ,୩।୩(ପି.ଟି.): ନିର୍ବାଚନ ବେଳେ ଭୋଟରମାନଙ୍କୁ ପ୍ରଲୋଭିତ କରିବା ଲାଗି ବିଭିନ୍ନ ଦଳ ପକ୍ଷରୁ ମାଗଣା ଉପହାର ପ୍ରତିଶ୍ରୁତି ଦିଆଯାଉଛି। ଉକ୍ତ ରାଜନୈତିକ ଦଳଗୁଡ଼ିକ ବିରୋଧରେ ଏତଲା ଦାଏର ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ଏହାର…

ହାତୀ କରିଡରରେ ଖଣି ଅନୁମତି ପୂର୍ବରୁ ବନ୍ୟପ୍ରାଣୀ ଯୋଜନା କାର୍ଯ୍ୟକାରୀ କର

ନୂଆଦିଲ୍ଲୀ,୩।୩(ପି.ଟି.): ସିମିଳିପାଳ-ହଦଗଡ଼-କୁଲଡିହା ହାତୀ କରିଡରର ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ଖଣି ଖନନ ଲାଗି ଅନୁମତି ଦେବା ପୂର୍ବରୁ ବିସ୍ତୃତ ବନ୍ୟପ୍ରାଣୀ ପରିଚାଳନା ଯୋଜନା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ବୁଧବାର ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ର ଧାରା…

ଅପରେଶନ ଗଙ୍ଗାରେ ଭାରତୀୟ ବାୟୁସେନାର ସି-୧୭ ବିମାନ, ସ୍ୱଦେଶ ଫେରିଲେ ୨୦୦ରୁ ଊର୍ଦ୍ଧ୍ୱ ଭାରତୀୟ

ନୂଆଦିଲ୍ଲୀ,୩ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ଦୁଇ ଦେଶର ସେନା ମୁହାଁମୁହିଁ ହେଉଥିବା ବେଳେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଅପରେଶନ ଗଙ୍ଗାକୁ ଲଗାତାର ଜାରି ରଖାଯାଇଛି…

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ: ୫୭ ଆସନ ପାଇଁ ଭୋଟଗ୍ରହଣ

ଲକ୍ଷ୍ନୌ,୩ ।୩: ଉତ୍ତର ପ୍ରଦେଶ ବିଧାନସଭାର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହେବାକୁ ଥିବା ବେଳେ ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଗ୍ୟ ପରୀକ୍ଷା ହେବ । ଏଥିପାଇଁ…

୧୦୨ ମ୍ୟୁନିସିପାଲିଟି ଆସନ ଦଖଲ କଲା ଟିଏମ୍‌ସି

କୋଲକାତା,୨।୩ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ବିପୁଳ ବିଜୟର ୧୦ ମାସ ପରେ ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନର ଫଳାଫଳ ବୁଧବାର ପ୍ରକାଶ ପାଇଛି। ସୂଚନାନୁଯାୟୀ, ରାଜ୍ୟର ୧୦୮ ମ୍ୟୁନିସିପାଲିଟି ମଧ୍ୟରୁ ଟିଏମ୍‌ସି ୧୦୨ଟି ନିଜ…

ୟୁକ୍ରେନ୍‌ରେ ଆଖି ବୁଜିଲେ ଆଉ ଜଣେ ଭାରତୀୟ ଛାତ୍ର

କ୍ୱିଭ,୨।୩: ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ର ବୁଧବାର ପ୍ରାଣ ହରାଇଛନ୍ତି। ତାଙ୍କର ମୃତ୍ୟୁ କୌଣସି ବୋମା କିମ୍ବା ମିସାଇଲ ମାଡ଼ରେ ହୋଇନାହିଁ, ବରଂ ସେ ହୃଦ୍‌ଘାତରେ ପ୍ରାଣ ହରାଇଥିବା ପ୍ରାଥମିକ ଭାବେ ସୂଚନାରୁ ଜଣାପଡ଼ିଛି। ପ୍ରାଣ ହରାଇଥିବା ଛାତ୍ର ହେଲେ…

ଭାରତପେ’ର ବଡ଼ କାର୍ଯ୍ୟାନୁଷ୍ଠାନ: ସବୁ ପଦରୁ ବିଦା ହେଲେ ଅଶନୀର ଗ୍ରୋଭର

ନୂଆଦିଲ୍ଲୀ,୨।୩: ଦୀର୍ଘଦିନ ଧରି ଭାରତପେ’ ଏବଂ ଏହାର ପୂର୍ବତନ ନିର୍ଦ୍ଦେଶକ ଅଶନୀର ଗ୍ରୋଭରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଗ୍ରୋଭର ଇସ୍ତଫା ଦେଇଥିବା ବେଳେ ବୁଧବାର କମ୍ପାନୀ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରୋଭରଙ୍କୁ ସବୁ…

କେନ୍ଦ୍ରମନ୍ତ୍ରୀଙ୍କୁ ଉତ୍ତର ଦେଲେ ୟୁକ୍ରେନରେ ପ୍ରାଣ ହରାଇଥିବା ଛାତ୍ରଙ୍କ ବାପା

ନୂଆଦିଲ୍ଲୀ,୨।୩: ଭାରତୀୟ ଛାତ୍ରୀଛାତ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷାରେ ଫେଲ୍‌ ହେବା ପରେ ପଢ଼ିବାକୁ ବିଦେଶ ଯାଆନ୍ତି। ଏଭଳି ମନ୍ତବ୍ୟ ଦେଇଥିବା କେନ୍ଦ୍ରମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କୁ ଉତ୍ତର ଦେଇଛନ୍ତି ୟୁକ୍ରେନର ଖାରକିଭରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନ ଶେଖରାପ୍ପା ଜ୍ଞାନଗୌଦରଙ୍କ ବାପା। “୨୧…

ବିଦେଶରେ ମେଡିକାଲ ପଢ଼ୁଥିବା ୯୦ପ୍ରତିଶତ ଛାତ୍ର ଭାରତରେ କ୍ୱାଲିଫାଏ କରିବାରେ ଅସମର୍ଥ: କେନ୍ଦ୍ରମନ୍ତ୍ରୀ

ବେଙ୍ଗାଲୁରୁ,୨।୩: ୟୁକ୍ରେନ ଓ ରୁଷିଆ ଯୁଦ୍ଧରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାର ଅପରେଶନ ଗଙ୍ଗା ଅନ୍ତର୍ଗତ ଅଭିଯାନକୁ ଜୋରଦାର କରିଛନ୍ତି। ୟୁକ୍ରେନରେ ଲଗାତର ଯୁଦ୍ଧ ଚାଲିଥିବା ବେଳେ ମଙ୍ଗଳବାର ଖାର୍କ୍ୱିଭ ସହରରେ ରୁଷିଆ ସୈନ୍ୟଙ୍କ ଗୁଳିରେ…

ପରଲୋକରେ ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ

ଇନ୍ଦୋର,୨।୩: ବେଶ୍‌ ଜଣାଶୁଣା ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ ଚୌକସିଙ୍କ ପରଲୋକ ଘଟିଛି। ମଧ୍ୟପ୍ରଦେଶର ଇନ୍ଦୋରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ସୂଚନା ମତାବକ ଗତ କିଛି ଦିନରୁ ସେ ଅସୁସ୍ଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri