ଜାତୀୟ

ପ୍ରିୟଙ୍କା ଗିରଫ, ଗେଷ୍ଟ ହାଉସ୍‌ ପାଲିଟିଛି ଅସ୍ଥାୟୀ ଜେଲ୍‌…

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ହିଂସା ଘଟଣାରେ କଂଗ୍ରେସ ରାଷ୍ଟ୍ରୀୟ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସୋମବାର ଭୋର୍‌ ୫ଟାରେ ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇଥିଲା। ତେବେ ତାଙ୍କୁ ଗିରଫ କରି ଲକ୍ଷ୍ମୀପୁର ନିକଟବର୍ତ୍ତୀ ହରଗାଓ୍ବଁଠାରେ ସୀତାପୁର...

ଚିରାଗଙ୍କୁ ହେଲିକପ୍ଟର-ପଶୁପତିଙ୍କୁ ସିଲାଇ ମେସିନ…

ନୂଆଦିଲ୍ଲୀ,୫।୧୦: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପରେ ପୁରୁଣା ନିର୍ବାଚନୀ ଚିହ୍ନ ଫ୍ରିଜ୍‌ କରାଯାଇ ନିର୍ବାଚନ ମିଶନଙ୍କ ପକ୍ଷରୁ ଚିରାଗ ପାସଓ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)କୁ ହେଲିକପ୍ଟର ଚିହ୍ନ ପ୍ରଦାନ କରାଯାଇଛି। ଫଳରେ ଏଲ୍‌ଜେପି ଦୁଇଭାଗ...

୭୫,୦୦୦ ହିତାଧିକାରୀଙ୍କୁ ଘର ଚାବି ଦେଲେ ପ୍ରଧାନମନ୍ତ୍ରୀ…

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏପରି ସ୍ଥଳେ ମିଶନ-୨୦୨୨ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ୭୫ ଜିଲାର ୭୫,୦୦୦ହିତାଧିକାରୀଙ୍କୁ ସେମାନଙ୍କ ପାଇଁ ନିର୍ମାଣ କରାଯାଇଥିବା ଘର ଚାବି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା...

ପାର୍ବଣ ଫିକା, ୬୧ ଗାଁରେ ଲକଡାଉନ୍‌…

ଅହମଦନଗର,୫।୧୦: ଆଗକୁ ପାର୍ବଣ। ଏହି ସମୟରେ ଭିଡ଼ର ଆଶଙ୍କା ରହିଛି। ଏପରିସ୍ଥଳେ ମହାରାଷ୍ଟ୍ରରେ ପୁଣେଠାରୁ ପ୍ରାୟ ୧୨୨ କିଲୋମିଟର ଦୂରରେ ଥିବା ଅହମଦନଗର ଜିଲାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜିଲାର...

ଡ୍ରଗ୍ସ୍‌ କାରବାର ୩ ବର୍ଷରେ ୪୫୫ ପ୍ରତିଶତ ବୃଦ୍ଧି, ବର୍ଷକୁ ୨ ଲକ୍ଷରୁ ଅଧିକ ମୃତ୍ୟୁ…

ନୂଆଦିଲ୍ଲୀ,୫।୧୦: ଡ୍ରଗ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏନ୍‌ସିବି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗତ ବର୍ଷ ବଲିଉଡରେ ଡ୍ରଗ୍ସ୍‌ ମାମଲା ଆସିବା ପରେ ଏନ୍‌ସିବି ଅନେକ ପ୍ୟାଡଲରଙ୍କୁ ଗିରଫ କରି କଡା ତଦନ୍ତ କରିଥିଲା। ଏଥି ସହିତ,...

ବିନା ଏଫ୍‌ଆଇଆର୍‌ରେ ୨୮ ଘଣ୍ଟା ଧରି କାହିଁକି ରଖାଯାଇଛି ଅଟକ ?

ନୂଆଦିଲ୍ଲୀ,୫।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ହିଂସା ଘଟଣାରେ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାରଙ୍କୁ ବିରୋଧୀ ଘେରିବା ଆରମ୍ଭ କରିଛନ୍ତି। କଂଗ୍ରେସ ରାଷ୍ଟ୍ରୀୟ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସୋମବାର ଭୋର ୫ଟା ଠାରୁ ଅଟକ ରଖାଯାଇଛି। ଇତିମଧ୍ୟରେ...

୬ ମାସ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୫।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ୬ ମାସ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ ରହିଛି। ଲଗାତାର ୪ ଦିନ ଧରି ଦୈନିକ ସଂକ୍ରମଣ କମିବାରେ ଲାଗିଛି। ୨୦୯ ଦିନ ପରେ ଦୈନିକ ସଂକ୍ରମଣ କମି ୧୮...

ମୃତ୍ୟୁ ପ୍ରମାଣପତ୍ରରେ କୋଭିଡ୍‌ ନ ଥିଲେ ଅଟକିବନି କ୍ଷତିପୂରଣ

ନୂଆଦିଲ୍ଲୀ, ୫।୧୦(ଆଇଏଏନ୍‌ଏସ୍‌): କେନ୍ଦ୍ର ଗାଇଡ୍‌ଲାଇନ ଅନୁଯାୟୀ କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଯୋଗାଇଦେବାକୁ ସୁପ୍ରିମକୋର୍ଟ ସୋମବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ୩୦ ଦିନ ମଧ୍ୟରେ ସହାୟତା ରାଶି ସେମାନଙ୍କ...

ଲକ୍ଷ୍ମୀପୁର ଖେରି ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ନୂଆଦିଲ୍ଲୀ,୫ ।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିରେ ରବିବାର ହୋଇଥିବା ହିଂସାରେ ମୃତ୍ୟୁ ହୋଇଥିବା ୮ ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଗୁଳିବାଜି ମୃତ୍ୟୁ ହୋଇଥିବା ଆଦୌ କୁହାଯାଇ ନାହିଁ । ପୋଷ୍ଟମର୍ଟମ ରିପୋର୍ଟରେ ଲାଠିରେ...

ମଲ୍ଟି ଏଜେନ୍ସି ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୫ା୧୦: ପାଣ୍ଡୋରା ପେପର୍ସ ଲିକ୍‌ରୁ ଅନେକ ଭାରତୀୟ ଟିକସ ଫାଙ୍କି ବିପୁଳ ସମ୍ପତ୍ତିର ଅଧିକାର ହୋଇଥିବା ଖବର ପ୍ରକାଶ ପାଇବା ପରେ ଏହାର ମଲ୍ଟି ଏଜେନ୍ସି ତଦନ୍ତ କରାଯିବ ବୋଲି କେନ୍ଦ୍ର ସରକାର ସୋମବାର ଘୋଷଣା କରିଛନ୍ତି। କେନ୍ଦ୍ରୀୟ...

କେନ୍ଦ୍ରମନ୍ତ୍ରୀଙ୍କ ପୁଅ ନଁ।ରେ ମାମଲା

ଲକ୍ଷ୍ନୌ, ୫।୧୦: ଉତ୍ତରପ୍ରଦେଶ ଲଖିମ୍‌ପୁର ଖେରି ଜିଲାର ଚିକୁନିଆ ଅଞ୍ଚଳରେ ରବିବାର ଚାଷୀ ଆନ୍ଦୋଳନ ସମୟରେ ୪ଚାଷୀଙ୍କ ସମେତ ୮ଜଣଙ୍କ ମୃତ୍ୟୁ ହେବା ଘଟଣା ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଯୋଗୀ ସରକାର ଏହି ଘଟଣାକୁ ଶାନ୍ତ...

ଉପବାସରେ ପ୍ରିୟଙ୍କା

ଲକ୍ଷ୍ନୌ,୫ ।୧୦: ଲକ୍ଷ୍ମୀପୁର ଖେରି ମାମଲାରେ କୃଷକ ଓ ପ୍ରଶାସନ ମଧ୍ୟରେ ସୋମବାର କଥାବାର୍ତ୍ତା ହୋଇଯାଇଛି । କେବଳ ଏତିକି ନୁହେଁ ଗିରଫ କରାଯାଇଥିବା ନେତାଙ୍କୁ ମଧ୍ୟ ପୋଲିସ ଛାଡି ଦେଇଛି । ହେଲେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri