ଜାତୀୟ

କେରଳରେ ବର୍ଷା ନେଲାଣି ୨୬ ଜୀବନ

ନୂଆଦିଲ୍ଲୀ, ୧୮।୧୦: କେରଳରେ ଶୁକ୍ରବାରଠାରୁ ପ୍ରବଳ ବର୍ଷା ଲାଗିରହିଥିବାବେଳେ ବନ୍ୟା ଓ ଭୂସ୍ଖଳନରେ ୩ ଶିଶୁଙ୍କ ସମେତ ୨୬ ଜଣଙ୍କ ଜୀବନ ଗଲାଣି। କେବଳ କୋଟ୍ଟାୟାମ ଜିଲାରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଇଡୁକିରେ ୯ ଏବଂ ଆଲାପୁଝା ଜିଲାରେ...

ଉତ୍ତରାଖଣ୍ଡରେ ଜାରି ହେଲା ରେଡ୍‌ ଆଲର୍ଟ

ଡେରାଡୁନ୍‌, ୧୭।୧୦: ଉତ୍ତରାଖଣ୍ଡରେ ସୋମବାର ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରିଛି। ଏପରି କି ୧୭ ଓ ୧୯ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଫଳରେ ବଦ୍ରିନାଥ...

ବଢ଼ିଲା ବିଶ୍ୱକପ୍‌ ହିରୋଙ୍କ ସମସ୍ୟା

ହାଂସି,୧୭।୧୦: ଅନୁସୂଚିତ ଜାତି ଉପରେ ଅପମାନଜନକ ଟିପ୍ପଣି ଦେଇ ହଟହଟା ହୋଇଛନ୍ତି ଭାରତକୁ ଦୁଇ ଦୁଇ ଥର ବିଶ୍ୱକପ୍‌ ଜିତାଇଥିବା ଯୁବରାଜ ସିଂ। ଏହି ମାମଲାରେ ହିସାର ପୋଲିସ ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ବିଶ୍ୱକପ୍‌ ହିରୋ ଯୁବିଙ୍କୁ...

ବାପାଙ୍କ ଆଗରେ ଝିଅଙ୍କୁ ମାରିଦେଲା ବାଘ

ସିଓନି(ମଧ୍ୟପ୍ରଦେଶ),୧୭।୧୦: ମଧ୍ୟପ୍ରଦେଶର ସିଓନି ଜିଲାରେ ବାପାଙ୍କ ଆଖି ଆଗରେ ୧୬ ବର୍ଷର ଝିଅଙ୍କୁ ଏକ ଚିତାବାଘ ଝାମ୍ପିନେଇ ମାରିଦେଇଛି। ପାଣ୍ଡିଓ୍ବାଡ଼ା ଗ୍ରାମ ନିକଟବର୍ତ୍ତୀ କାହ୍ନିଓ୍ବାଡ଼ା ଜଙ୍ଗଲ ମଧ୍ୟରେ ଏଭଳି ଅଘଟଣ ଘଟିଥିବା ବନ ବିଭାଗ ରେଞ୍ଜର ୟୋଗେଶ ପଟେଲ ସୂଚନା...

ବିମାନ ଇନ୍ଧନକୁ ବଳିଗଲା ପେଟ୍ରୋଲ

ନୂଆଦିଲ୍ଲୀ,୧୭।୧୦: ଲଗାତାର ଚତୁର୍ଥ ଦିନ ପାଇଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ୍‌ ଦର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏହା ପଛର କାରଣ ବୋଲି କୁହାଯାଇଛି। ଜାତୀୟ ରାଜଧାନୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଲିଟର...

୭୫ ଦିନ ପରେ ମିଳିଲା ପାଇଲଟ୍‌ଙ୍କ ମୃତଦେହ

ପଠାନକୋଟ୍‌,୧୭।୧୦: ଗତ ଅଗଷ୍ଟ ୩ ତାରିଖରେ ପଞ୍ଜାବର ପଠାନକୋଟ ଜିଲାର ରନ୍‌ଜୀତ ସାଗର ଡ୍ୟାମରେ ସେନାର ଏକ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେବେଠାରୁ ହେଲିକାପ୍ଟର ଦ୍ୱିତୀୟ ପାଇଲଟ୍‌ ନିଖୋଜ ଥିଲେ। ଦୀର୍ଘ ୭୫ ଦିନ ଧରି ସ୍ଥଳସେନା ଓ ନୌସେନା...

୨୫ ମହଲା ଉପରୁ ଖସି ପଡ଼ିଲେ ଯାଅଁଳା ଭାଇ

ଗାଜିଆବାଦ୍‌,୧୭।୧୦: ୧୪ ବର୍ଷୀୟା ଦୁଇ ଯାଅଁଳା ଭାଇ ଆପର୍ଟମେଣ୍ଟର ୨୫ତମ ମହାଲାରୁ ପଡ଼ି ପ୍ରାଣ ହରାଇଛନ୍ତି। ଶନିବାର ରାତିରେ ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ଘଟିଛି ଏଭଳି ଦୁଃଖଦ ଘଟଣା। ତେବେ ଦୁଇ ଭାଇ କେଉଁ ଭଳି ୨୫ ମାହାଲାରୁ ଖସି...

ଯୁବତୀଙ୍କ ମୁହଁରୁ ଜବରଦସ୍ତି ବୁର୍ଖା କାଢିଲେ ଦୁର୍ବୁତ୍ତ

ଭୋପାଳ,୧୭।୧୦: ମଧ୍ୟପ୍ରଦେଶର ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ବିଚ ରାସ୍ତାରେ ଜଣେ ଯୁବତୀଙ୍କୁ ବୁର୍ଖା କାଢିବାକୁ ବାଧ୍ୟ କରାଯାଇଛି। ଏହି ଦୃଶ୍ୟଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ଭୋପାଳର ଇସଲାମନଗର ଅଞ୍ଚଳରେ ଘଟିଛି। ଜଣେ...

ପୁଣି ସାଧାରଣ ନାଗରିକଙ୍କୁ ଟାର୍ଗେଟ କଲେ ଆତଙ୍କବାଦୀ

ଶ୍ରୀନଗର,୧୭।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସୁଧୁରିବାର ନାଁ ନେଉନାହାନ୍ତି। ସାଧାରଣ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିବାକୁ ସେମାନେ ପୁଣି ଥରେ ସେମାନଙ୍କୁ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀମାନେ ରବିବାର ପୁଣି ଥରେ ସାଧାରଣ ନାଗରିକଙ୍କୁ ଗୁଳି ଚଳାଇଛନ୍ତି। ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର...

ସୋମବାର ସ୍କୁଲ ବନ୍ଦ

ଡେରାଡୁନ,୧୭ ।୧୦: ପାଣିପାଗ ବିଭାଗ ଅନୁମାନ କରିଛି କି ଆସନ୍ତା ଦିନେ ଦୁଇଦିନ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଚେତାବନୀ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ...

ଭାରତ-ପାକିସ୍ତାନ ମ୍ୟାଚ୍‌ ରଦ୍ଦ ଦାବି ତେଜିଲା

ଯୋଧପୁର, ୧୭।୧୦: ଜମ୍ମୁ-କଶ୍ମୀରରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ର ପୁନଃବିଚାର କରିବାକୁ ପଡ଼ିବ ବୋଲି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ସେ ରବିବାର ଯୋଧପୁର ଗସ୍ତରେ ଯାଇ...

ଆର୍ଯ୍ୟନ ଖାଁ କ୍ରୁଜ ଡ୍ରଗ୍ସ ମାମଲା, ସାକ୍ଷୀଙ୍କ ନାମ ଠିକଣା ଲିକ୍‌, ଘରେ ପଶିଲେ ଅଜଣା ଲୋକେ

ମୁମ୍ବାଇ,୧୭ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସମସ୍ୟା ଯେମିତି କମିବାର ନାଁ ନେଉନି । ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ୨୦ ଅକ୍ଟୋବରରେ ହେବାର ଅଛି । ହେଲେ ଏହାରି ଭିତରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri