ଜାତୀୟ

ଭାରତୀୟ ଯବାନଙ୍କ ‘ପ୍ଲାନ୍‌-୧୯୦’ ଚାଇନା ସୈନ୍ୟଙ୍କୁ ପରାସ୍ତ କରିବାକୁ ସକ୍ଷମ ହେବ…

ନୂଆଦିଲ୍ଲୀ,୨୧।୧୦: ଭାରତୀୟ ସେନା ଚାଇନାର ସୈନ୍ୟଙ୍କ ମୁକାବିଲା ପାଇଁ ଏନେ ନୂଆ ଯୋଜନା ଉପରେ କାର୍ଯ୍ୟ ଜାରି ରଖିଛି। ଶୀତ ଆସିବା ପୂର୍ବରୁ ଏବେ ଭାରତ ଏବଂ ଚାଇନା ଏଲ୍‌ଏସିରେ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛନ୍ତି। ଏଲ୍‌ଏସିରେ ବୃଦ୍ଧି ପାଉଥିବା...

ନର୍ସଙ୍କୁ ଏମିତି ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ (ଆରଏମଏଲ) ପରିଦର୍ଶନ କରିଛନ୍ତି। ଦେଶରେ ୧ ବିଲିୟନରୁ ଅଧିକ ଡୋଜ ଆଣ୍ଟି-କରୋନା ଟିକା ଦିଆଯିବା ଅବସରରେ ପ୍ରଧାନମନ୍ତ୍ରୀ ଡାକ୍ତରଖାନାର ଅଧିକାରୀ ଏବଂ କର୍ମଚାରୀଙ୍କ ସହ କଥା...

ନିଜକୁ ଦେଶର ଚୌକିଦାର କହି ବଢ଼ାଇଛନ୍ତି ଆମର ସମ୍ମାନ, ପ୍ରଧାନମନ୍ତ୍ରୀଙ୍କୁ କହିଲେ ସୁରକ୍ଷାକର୍ମୀ…

ନୂଆଦିଲ୍ଲୀ,୨୧।୧୦: ଭାରତ ଟିକାକରଣରେ ନୂଆ ଇତିହାସ ରଚିଛି। ଦେଶରେ ଇତିମଧ୍ୟରେ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ପହଞ୍ଚି ୧୦୦ କୋଟି ତମ ଟିକା...

ଚାଷୀଙ୍କୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌, ବିରୋଧ କରିବା ଅଧିକାର, କିନ୍ତୁ ରାସ୍ତାକୁ ଦୀର୍ଘଦିନ ବନ୍ଦ କରି ହେବ ନାହିଁ…

ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ପ୍ରଦର୍ଶନ ଜାରି ରହିଛି। ଏହାକୁ ନେଇ ସୁପ୍ରିମ୍‌କୋର୍ଟ ଗୁରୁବାର ଚାଷୀଙ୍କୁ ତାଗିଦ୍‌ କରିଛନ୍ତି। ସମ୍ବିଧାନ ଅନୁସାରେ ଗଣତନ୍ତ୍ରରେ ବିରୋଧ କରିବାର ଅଧିକାର ରହିଛି। ମାତ୍ର ଦୀର୍ଘ ଦିନ...

ଶାହାରୁଖ-ଅନନ୍ୟାଙ୍କ ଘରେ ଏନ୍‌ସିବି ଟିମ୍‌

ମୁମ୍ବାଇ,୨୧ ।୧୦: ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ଅଡୁଆ ବଢି ବଢି ଯାଉଛି । ଗୁରୁବାର ଗୋଟିଏ ପଟେ ସେ ଜେଲ ଯାଇ ପୁଅ ଆର୍ଯ୍ୟନ ଖାଁଙ୍କୁ ଭେଟିଥିବା ବେଳେ ଅନ୍ୟ ପଟେ ଗୁରୁବାର ତାଙ୍କ ଘରେ ଏନ୍‌ସିବି ଟିମ୍...

ଅରୁଣ ନେଲେ ୧୦୦ କୋଟି ତମ ଟିକା, ପ୍ରଧାନମନ୍ତ୍ରୀଙ୍କ ସହ ସେଲ୍‌ଫି ନେଇ ନ ଥିବାରୁ ଦୁଃଖିତ…

ନୂଆଦିଲ୍ଲୀ,୨୧।୧୦: ଭାରତ ଟିକାକରଣରେ ନୂଆ ଇତିହାସ ରଚିଛି। ଦେଶରେ ଇତିମଧ୍ୟରେ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଦେଶରେ ୧୦୦ କୋଟିତମ ଟିକା ନେଇଥିବା ବ୍ୟକ୍ତି ହେଉଛନ୍ତି ବାରାଣସୀର ଅରୁଣ ରାୟ। ସେ ଦିଲ୍ଲୀର ରାମ ମନୋହର ହସ୍ପିଟାଲରେ...

ମିଳିଲାନି ଜାମିନ: ୨୬ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ,୨୧ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଫସି ଥିବା ବଲିଉଡ୍ ବାଦଶାହା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ଅଡୁଆ ବଢି ବଢି ଚାଲିଛି । ଗୁରୁବାର ତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ଏହାକୁ ପୁଣିଥରେ ୨୬...

ଏଲ୍‌ଏସିରେ ଆଣ୍ଟି ଏୟାରକ୍ରାଫ୍ଟ୍‌ ଏଲ୍‌-୭୦ ତୋପ ମୁତୟନ କଲା ଭାରତ…

ନୂଆଦିଲ୍ଲୀ,୨୧।୧୦: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ଥମିବାର ନାଁ ଧରୁନି। ଏପରିସ୍ଥଳେ ଅରୁଣାଚଳପ୍ରଦେଶଠାରେ ଥିବା ଏଲ୍‌ଏସିରେ ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇଁ ଆଣ୍ଟି ଏୟାରକ୍ରାଫ୍ଟ୍‌ ଏଲ୍‌-୭୦ ତୋପ ମୁତୟନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଏଠାରେ ଏମ୍‌-୭୭୭...

କରୋନା ଟିକାକରଣରେ ଭାରତ ରଚିଲା ଇତିହାସ: ଟପ୍ ୧୦ରେ ରହିଲେ ଏହିସବୁ ରାଜ୍ୟ

ନୂଆଦିଲ୍ଲୀ,୨୧ ।୧୦: କରୋନା ମହାମାରୀକୁ ଦୂରେଇବା ପାଇଁ ଦେଶରେ ଆରମ୍ଭ କରାଯାଇଥିବା ଟିକାକରଣ କାର୍ଯ୍ୟକ୍ରମ ଇତିହାସ ରଚିଛି । ଜାନୁୟାରୀ ୧୬ରୁ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅକ୍ଟୋବର ଶେଷ ଅର୍ଥାତ୍ ୨୧ ତାରିଖ ସୁଦ୍ଧା ଏହା ୧୦୦...

ମଝି ଆକାଶରେ ଦୁଇଖଣ୍ଡ ହେଲା ବାୟୁସେନା ମିରାଜ ବିମାନ…

ଭୋପାଳ,୨୧।୧୦: ମଝି ଆକାଶରେ ବାୟୁସେନାର ମିରାଜ ଯୁଦ୍ଧ ବିମାନ ଦୁଇଖଣ୍ଡ ହୋଇଯାଇଛି। ତେବେ ପାଇଲଟ ସୁରକ୍ଷିତ ରହିଥିବା ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟପ୍ରଦେଶ ଭିଣ୍ଡ ଅଞ୍ଚଳର ମନକାବାଗ୍‌ ଗାଁରେ ଏଭmଳି ଅଭାବନୀୟ ଘଟଣା ଘଟିଛି। ତେବେ ଏଥିରେ ଥିବା...

ପ୍ରିୟଙ୍କାଙ୍କ ନିର୍ବାଚନୀ ପ୍ରତିଶ୍ରୁତି, ଝିଅଙ୍କୁ ମିଳିବ ସ୍କୁଟି-ସ୍ମାର୍ଟଫୋନ୍‌…

ଲକ୍ଷ୍ନୌ,୨୧।୧୦: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟେjରଗତ ୩ ଦଶନ୍ଧି ଧରି କଂଗ୍ରେସ କ୍ଷମତାଠାରୁ ଦୂରରେ ରହି ବନବାସ କାଟୁଛି। ଏପରି ସ୍ଥଳେ ମିଶନ-୨୦୨୨ ଅନ୍ତର୍ଗତ ପୁଣି ଥରେ କ୍ଷମତା ଦଖଲ ପାଇଁ କଂଗ୍ରେସ...

ପୁଣି ୧୮ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ୧୮ ହଜାର ୪୫୪ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri