Posted inଜାତୀୟ

ମାଣିକ ସାହା ହେବେ ତ୍ରିପୁରାର ନୂଆ ମୂଖ୍ୟମନ୍ତ୍ରୀ…

ଅଗରତାଲା, ୧୪।୫ : ବିପ୍ଲବ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପେର ତ୍ରିପୁରାରେ ସର୍ବସମ୍ମତିକ୍ରମେ ମାଣିକ ସାହାଙ୍କୁ ଶାସକ ଦଳର ନେତା ଭାବେ ଚୟନ କରାଯାଇଛି। ସେ ଖୁବ୍‌ ଶୀଘ୍ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶନିବାର ଶାସକ ଦଳ ବିଧାୟକମାନେ ମାଣିକଙ୍କୁ ନେତା ଭାବେ ସ୍ବୀକାର କରିଛନ୍ତି।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଭୁପେନ୍ଦ୍ର ଯାଦବ ଏବଂ ଭାଜପା ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ମାଣିକଙ୍କୁ ନେତା ବଛାଯାଇଛି।

ଏକ ବର୍ଷ ଧରି ବିପ୍ଲବ ଦେବଙ୍କ ବିରୋଧରେ ବହୁ ବିଧାୟକଙ୍କ ଅସନ୍ତୋଷ ବଢ଼ି ଚାଲିଥିଲା। ଗତ ବର୍ଷ ଜୁନ ମାସରେ ବିପ୍ଲବ ଦେବଙ୍କ ବିରୋଧରେ ଅଭିଯୋଗ କରିବାକୁ ବିଧାୟକଙ୍କ ଏକ ଦଳ ଦିଲ୍ଲୀ ଯାଇଥିଲେ। ତେବେ ହାଇକମାଣ୍ଡ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ ଏବଂ ରାଜ୍ୟ ଦାୟିତ୍ୱରେ ଥିବା ବିନୋଦ ସୋନକରଙ୍କୁ ଏହି ସମସ୍ୟାର ସମାଧାନ କରିବାକୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୁଦ୍ଧରେ ଜିତିବା ପରେ କାର୍ଯ୍ୟରେ ଯୋଗଦେବେ ଶାହା

ନୂଆଦିଲ୍ଲୀ,୨୦ ।୯: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କରୋନା ଯୁଦ୍ଧରେ ବିଜୟି ହେବା ପରେ ରବିବାର ପାର୍ଲାମେଣ୍ଟରେ ପହଞ୍ଚିବେ ବୋଲି ଜଣାପଡିଛି । ସେ ପ୍ରଥରେ ଲୋକ...

ମଙ୍ଗଳବାର ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି: ଭ୍ୟାକ୍ସିନ ଉପରେ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୧୧: ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ବେକାବୁୁ ହେବାରେ ଲାଗିଛି। କିଛି ଦିନରୁ ଭାରତରେ କରୋନା ସଂକ୍ରମଣ ମାମଲା ୫୦ହଜାରୁ ତଳକୁ ଥିବା ବେଳେ...

ପୁଣି ହାଣ ମୁହଁରେ ୧୫ ବରିଷ୍ଠ ଅଧିକାରୀ: ନେଲେ ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ,୧୮।୬: ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ମଙ୍ଗଳବାର ନେଇଛନ୍ତି ଦୃଢ଼ ପଦକ୍ଷେପ। ଏଥର ଦୁର୍ନୀତି ତଥା ନିର୍ଯାତନା ଅଭିଯୋଗରେ ୧୫ ବରିଷ୍ଠ...

ଲଭ୍ ଜେହାଦକୁ ବିରୋଧ କରିବ ସମାଜବାଦୀ ପାର୍ଟି: ଅଖିଳେଶ

ଲକ୍ଷ୍ନୌ,୨୮ ।୧୧: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରିଛନ୍ତି ।...

୨୧ ବର୍ଷ ପୂର୍ବରୁ ବିବାହ ନ କରି ଲିଭ୍‌ଇନ୍‌ରେ ରହିପାରିବେ ବୟସ୍କ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ଚଣ୍ଡିଗଡ଼, ୨୧।୧୨: କେନ୍ଦ୍ର ସରକାର ଝିଅଙ୍କ ବିବାହ ବୟସ ସୀମା ୨୧ ବର୍ଷ ବୃଦ୍ଧି କରିବା ନେଇ ଆଇନ ଆଣିବାକୁ ଯାଉଛନ୍ତି। ପୂର୍ବରୁ ବିବାହ ବୟସସୀମା...

ନୂଆ ନିୟମ: ଏଣିକି ସହଜରେ ନେପାଳରେ ପଶି ପାରିବେ ନାହିଁ ଭାରତୀୟ

ନୂଆଦିଲ୍ଲୀ,୩୧ା୧୦: ଭାରତୀୟଙ୍କ ପାଇଁ ନେପାଳ ସରକାର ନୂଆ ନିୟମ ଲାଗୁ କରିଛନ୍ତି । ଏଣିକି ନେପାଳରେ ପ୍ରବେଶ ପାଇଁ ଭାରତୀୟ ନାଗରିକଙ୍କୁ ପରିଚୟ ପତ୍ର ଦେଖାଇବା...

ସହଯୋଗ ଭିତ୍ତିରେ ଭୂତାଣୁକୁ ରୋକ

ନୂଆଦିଲ୍ଲୀ,୨୮ା୩: ଭାରତରେ କରୋନା ଭାଇରସ୍‌ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି। ଏଥିଲାଗି ସମସ୍ତେ ତତ୍ପର। ଆତ୍ମ ସଂଯମ ଓ ସହଯୋଗ ଦ୍ୱାରା ଏହାକୁ ରୋକାଯାଇ...

ଦିବାଲୋକରେ ହାଇକୋର୍ଟ ଓକିଲ ଦମ୍ପତିଙ୍କୁ ନିର୍ମମ ହତ୍ୟା

ହାଇଦ୍ରାବାଦ୍‌, ୧୭।୨ : ତେଲାଙ୍ଗାନାର ପେଡାପଲ୍ଲି ଜିଲାର କାମାନପୁରଠାରେ ସ୍ପଷ୍ଟ ଦିବାଲୋକରେ ଖେଳିଯାଇଛି ଆତଙ୍କ। ତେଲାଙ୍ଗାନା ହାଇକୋର୍ଟ ଓକିଲ ଗାଟୁ ବମନ ରାଓ ଏବଂ ତାଙ୍କ...

Advertisement
Archives

Model This Week