ତିହାର ଜେଲର ସ୍ଥିତିରେ ସୁଧାର ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୧୧।୧୧: ୟୁନିଟେକ ମାମଲାରେ ଅଭିଯୁକ୍ତଙ୍କ ସହ ଜେଲ କର୍ତ୍ତୃପକ୍ଷଙ୍କ ଜଟିଳତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ତିହାର ଜେଲରେ ପରିସ୍ଥିତିକୁ ଦର୍ଶାଇ କହିଛନ୍ତି ଯେ ଜେଲ ପରିଚାଳନାରେ ଉନ୍ନତି ଆଣିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼...
ତାଞ୍ଜାନିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସଞ୍ଜୟ
ଡୋଡୋମା,୧୧ ।୧୧. ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ତାଞ୍ଜାନିଆର ପ୍ରଧାନମନ୍ତ୍ରୀ ମାଶିମ ମାଜାଲିୱାଙ୍କୁ ଭେଟିଛନ୍ତି । ଗୁରୁବାର ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ତାଞ୍ଜାନିଆ ପ୍ରଧାନମନ୍ତ୍ରୀଙ୍କ ସହ କଥା...
କାନାଡାରୁ ଆସିଲା ୧୦୦ବର୍ଷ ପୁରୁଣା ମା’ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି, କାଶୀ ବିଶ୍ୱନାଥ ମନ୍ଦିରରେ ହେବ ସ୍ଥାପନ
ନୂଆଦିଲ୍ଲୀ,୧୧ ।୧୧: ବାରାଣସୀରୁ ଚୋରୀ ହୋଇଥିବା ମା’ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ନଭେମ୍ବର ୧୫ରେ କାଣୀ ବିଶ୍ୱନାଥ ମନ୍ଦିରରେ ସ୍ଥାପନ କରାଯିବ । ଏହି ମୂର୍ତ୍ତି ପାଖାପାଖି ୧୦୦ ବର୍ଷ ପୂର୍ବରୁ ଚୋରୀ ହୋଇ କାନାଡା ଚାଲିଯାଇଥିଲା । ନିକଟରେ ଏହାକୁ...
ଭାଜପାରୁ ଇସ୍ତଫା ଦେଲେ ଶ୍ରାବନ୍ତି
କୋଲକତା,୧୧।୧୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଭାଜପାକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗିଛି। ଅନେକ ନେତା ଦଳ ଛାଡିବାର ଦେଖାଯାଇଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ଶ୍ରାବନ୍ତି ଚାଟାର୍ଜୀ ଭାଜପାରୁ ଇସ୍ତଫା ଦେଇଛନ୍ତି। ସେ ଟଇଟର୍ ଯୋଗେ ଏହି...
ୟୁପି ବିଜୟ ଲକ୍ଷ୍ୟ, ଭାଜପାର ୧୦୦ ଦିନର ପ୍ରଚାର କାର୍ଯ୍ୟକ୍ରମ…
ଲକ୍ଷ୍ନୌ,୧୧।୧୧: ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶ(ୟୁପି )ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ଭାଜପା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ଲାଗି ଭାଜପା ପକ୍ଷରୁ ୧୦୦ ଦିନର ସ୍ବତନ୍ତ୍ର ପ୍ରଚାର କାର୍ଯ୍ୟକ୍ରମ ରଖାଯାଇଛି। ୟୁପି ବିଜୟ ଲକ୍ଷ୍ୟ ପାଇଁ...
ଏନ୍ସିବି ଡିଜି ହେଲେ ବରିଷ୍ଠ ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ
ନୂଆଦିଲ୍ଲୀ,୧୧।୧୧: ବରିଷ୍ଠ ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ ଏନସିବି ଡିଜି ଭାବେ ନିଯୁକ୍ତ ହେଇଛନ୍ତି। ପୂର୍ବରୁ ସେ ଏନ୍ସିବିର ଅତିରିକ୍ତ ଦାୟିତ୍ୱରେ ଥିଲେ। ଏବେ ସରକାର ସତ୍ୟ ନାରାୟଣଙ୍କୁ ୨୦୨୪ ଯାଏ ନିୟମିତ ନିଯୁକ୍ତି ଦେଇଛନ୍ତି। ସେ ପରବର୍ତ୍ତୀ ଆଦେଶ କିମ୍ବା...
ଏଣିକି ମୃତ ଅଭିଭାବକଙ୍କ କୋଟାରେ ବିବାହିତ ଝିଅ ପାଇବେ ଚାକିରି
ଲକ୍ଷ୍ନୌ,୧୧।୧୧: ଉତ୍ତରପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୃତ ସରକାରୀ କର୍ମଚାରୀଙ୍କ ବିବାହିତ ଝିଅ ମଧ୍ୟ ସରକାରୀ ଚାକିରି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ମୃତ ଅଭିଭାବକଙ୍କ କୋଟାରେ ବିବାହିତ ଝିଅଙ୍କୁ ଥଇଥାନ କରାଯିବ। ଏ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ...
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୧୦ ଜୀବନ
ଦିସପୁର,୧୧।୧୧: କାରିମଙ୍ଗଜ ଜିଲା ଆସାମ-ତ୍ରିପୁରା ଜାତୀୟ ରାଜପଥ ନଂ-୮ ରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଅଟୋ ରିକ୍ସା ଓ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ...
ମାଲଗାଡ଼ିର ୨୧ ବଗି ଓଲଟିଲା…
ଲକ୍ଷ୍ନୌ,୧୧।୧୧: ଉତ୍ତରପ୍ରଦେଶର ଜୈନପୁର ଜିଲାରେ ଗୁରୁବାର ସକାଳେ ଶ୍ରୀକୃଷ୍ଣ ନଗର ରେଳ ଷ୍ଟେସନ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୁଲତାନପୁରରୁ ଉଦଗପୁର ଘାଟପୁର ନିକଟ ମୁଗଲସରାଇ ଅଭିମୁଖେ ଯାଉଥିବା ଏକ ମାଲଗାଡ଼ିର ୨୧ ଟି ବଗି ଓଲଟି ପଡିଛି।...
ପ୍ରେମିକାଙ୍କ ଶରୀରରେ ୧୮ ଥର ଛୁରି ଭୁସିଲେ ପ୍ରେମିକ
ହାଇଦ୍ରାବାଦ,୧୧।୧୧: ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ବିବାହ ପାଇଁ ରାଜି ନ ହେବାରୁ ପ୍ରେମିକାଙ୍କୁ ଛୁରି ଭୁସି ହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ଜଣଙ୍କ ଏତେ ରାଗି ଥିଲେ ଯେ, ପ୍ରେମିକାଙ୍କୁ ୧୮ଥର...
ଖୁସି ଖବର, ବଜାରରେ ମିଳିବ ମେଡ୍ ଇନ୍ ଇଣ୍ଡିଆ ଆଣ୍ଟି କରୋନା କ୍ୟାପସୁଲ୍…
ନୂଆଦିଲ୍ଲୀ,୧୧।୧୧: ଖୁସି ଖବର। ଏବେ ବଜାରରେ ମେଡ୍ ଇନ୍ ଇନ୍ ଇଣ୍ଡିଆ ଆଣ୍ଟି କରୋନା କ୍ୟାପସୁଲ୍ ମିଳିବ। ଖୁବ୍ ଶୀଘ୍ର ଏହାର ବ୍ୟବହାର ଲାଗି ଅନୁମତି ପ୍ରଦାନ କରାଯିବ। ଏହାଦ୍ୱାରା କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଭାରତ ଆଉ ଏକ...
ନାକରେ ନେବାକୁ ପଡ଼ିବ କୋଭାକ୍ସିନ୍ ବୁଷ୍ଟର ଡୋଜ୍…
ନୂଆଦିଲ୍ଲୀ,୧୧।୧୧: ଭାରତ ବାୟୋଟେକର ମୁଖ୍ୟ ତଥା ଭାରତର ପ୍ରଥମ ଆଣ୍ଟି-କରୋନାଭାଇରସ ଟିକା କୋଭାକ୍ସିନ’ର ବିକାଶକାରୀ କୃଷ୍ଣ ଏଲ୍ଲା କହିଛନ୍ତି ଯେ କୋଭିଡ -୧୯ ଟିକାର ଦ୍ୱିତୀୟ ଡୋଜ୍ର ୬ ମାସ ପରେ ତୃତୀୟ ଡୋଜ ଦିଆଯିବା ଉଚିତ। ତେବେ ତୃତୀୟ...
Archives


