ମନ୍ତ୍ରୀଙ୍କ ପ୍ରେସ୍ ସୂଚନା ସମୟରେ ସାଙ୍କେତିକ ଭାଷାର ସୁବିଧା ରହୁ, ସୁପ୍ରିମ୍କୋର୍ଟରେ ଆବେଦନ…
ନୂଆଦିଲ୍ଲୀ,୨୦।୧୧: ରାଷ୍ଟ୍ର ମୁଖ୍ୟ ଅବା ଅନ୍ୟ ମନ୍ତ୍ରୀଙ୍କ ପ୍ରେସ୍ ସୂଚନା କାର୍ଯ୍ୟକ୍ରମ ସମୟରେ ସାଙ୍କେତିକ ଭାଷାର ସୁବିଧା ରହୁବୋଲି ଏକ ଆବେଦନ ସୁପ୍ରିମ୍କୋର୍ଟରେ ଦାଖଲ କରାଯାଇଛି। ଏହା ଦ୍ୱାରା ପ୍ରେସ୍ ସୂଚନା ସମ୍ପର୍କରେ ଶ୍ରବଣ ଶକ୍ତି ବାଧିତ ଦିବ୍ୟାଙ୍ଗମାନେ ସହଜରେ...
କୁଲଗାମ୍ରେ ଏନ୍କାଉଣ୍ଟର…
ଶ୍ରୀନଗର,୨୦।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ ଅଲ୍ଆଉଟ୍ରେ ମିଳିତ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। କୁଲଗାମରେ ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ନିହତ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଅନ୍ୟ ଆତଙ୍କବାଦୀମାନେ ମଧ୍ୟ ଏହି ଅଞ୍ଚଳରେ...
ପ୍ରତିବର୍ଷ ୩୦ ହେଲିକପ୍ଟର ନିର୍ମାଣ କରିବ ଏଚଏଏଲ୍…
ନୂଆଦିଲ୍ଲୀ,୨୦।୧୧: ଭାରତର ରାଷ୍ଟ୍ରାୟତ୍ତ ଏରୋସ୍ପେସ ଏବଂ ପ୍ରତିରକ୍ଷା କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ୍) ବର୍ଷକୁ ପ୍ରାୟ ୩୦ଟି ଲାଇଟ କମ୍ବାଟ ହେଲିକପ୍ଟର (ଏଲସିଏଚ୍) ନିର୍ମାଣ କରିବ ବୋଲି ଆଶା କରାଯାଉଛି। ଏନେଇ ଏଚଏଏଲ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।...
ମୁଖ୍ୟମନ୍ତ୍ରୀ ଗେହଲଟ ଗ୍ରହଣ କଲେ ୩ ମନ୍ତ୍ରୀଙ୍କ ଇସ୍ତଫା ପତ୍ର, ଗୋଟିଏ ଦିନ ପରେ ଶପଥଗ୍ରହଣ
ଜୟପୁର,୨୦ ।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରର ୩ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଗେହଲଟ ଏମାନଙ୍କ ଇସ୍ତଫା ପତ୍ର ଗହଣ କରି ନେଇଛନ୍ତି । ଇସ୍ତଫା ଦେଇଥିବା...
ଭାରତରେ ଦିଆଯିବ ବୁଷ୍ଟର ଡୋଜ୍, ଆସନ୍ତା ସପ୍ତାହରେ ନିଷ୍ପତ୍ତି…
ନୂଆଦିଲ୍ଲୀ,୨୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସେହିପରି ଦେଶରେ ଟିକାକରଣ ଅଭିଯାନ ମଧ୍ୟ ଜାରି ରହିଛି। ତେବେ ଏବେ ଦେଶରେ ବୁଷ୍ଟର ଡୋଜ୍...
କରତାରପୁର ପହଞ୍ଚିଲେ ସିଦ୍ଧୁ, ଇମ୍ରାନଙ୍କୁ କହିଲେ ବଡ ଭାଇ
ନୂଆଦିଲ୍ଲୀ,୨୦ ।୧୧: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଶନିବାର କରତାରପୁରର ଗୁରୁଦ୍ୱାର ଶ୍ରୀ କରତାରପୁର ସାହେବଙ୍କୁ ଦର୍ଶନ କରିବାକୁ ପାକିସ୍ତାନ ପହଞ୍ଚିଛନ୍ତି । ସେଠାରେ ପହଞ୍ଚିବା ପରେ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...
ଡାକ୍ତର କରିଥିଲେ ମୃତ ଘୋଷଣା, ବ୍ୟବଚ୍ଛେଦ ପୂର୍ବରୁ ଘଟିଲା ଏମିତି
ଲକ୍ଷ୍ନୌ,୨୦ା୧୧: ଉତ୍ତରପ୍ରଦେଶର ମୁରଦାବାଦରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପୂର୍ବରୁ ଯାହା ଘଟିଥିଲା...
ପ୍ରଧାନମନ୍ତ୍ରୀଙ୍କୁ ବରୁଣ ଗାନ୍ଧୀଙ୍କ ଚିଠି, ଅଜୟ ମିଶ୍ରାଙ୍କ ବିରୋଧରେ ଗ୍ରହଣ କରାଯାଉ କାର୍ଯ୍ୟାନୁଷ୍ଠାନ…
ନୂଆଦିଲ୍ଲୀ,୨୦।୧୧: ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାଜପା ଏମ୍ପି ବରୁଣ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର ଚିଠି ଲେଖିଛନ୍ତି। ଲଖିମପୁର ଘଟଣାରେ ମନ୍ତ୍ରୀ ଏବଂ ତାଙ୍କ ପୁତ୍ର ଆଶିଷ ମିଶ୍ରାଙ୍କ ପ୍ରତି କଡ଼ା ଦଣ୍ଡାଦେଶ...
ଇନ୍ଦୋର ଲଗାତାର ପଞ୍ଚମ ଥର ପାଇଁ ଶ୍ରେଷ୍ଠ ସ୍ବଚ୍ଛ ସହର…
ନୂଆଦିଲ୍ଲୀ,୨୦।୧୧: ସ୍ବଚ୍ଛ ସର୍ବେକ୍ଷଣ ଆଓ୍ବାର୍ଡ-୨୦୨୧ର ଘୋଷଣା କରାଯାଇଛି। ଏଥିରେ ଇନ୍ଦୋର ଲଗାତାର ପଞ୍ଚମ ଥର ପାଇଁ ଶ୍ରେଷ୍ଠ ସ୍ବଚ୍ଛ ସହର ସମ୍ମାନ ଲାଭ କରିଛି। ମଧ୍ୟପ୍ରଦେଶର ଇନ୍ଦୋର ସହର ପୁଣି ଏହି ତାଲିକାର ଶୀର୍ଷରେ ରହିଛି। ସ୍ବଚ୍ଛ ସର୍ବେକ୍ଷଣ -୨୦୨୧...
୨୦୨୨ରେ ଦୁଇଟି ଏସ୍-୪୦୦ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବ ଭାରତ…
ନୂଆଦିଲ୍ଲୀ,୨୦।୧୧: ଭାରତ ୨୦୨୨ରେ ଦୁଇଟି ଏସ୍-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବ। ରୁଷିଆର ଏହି ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଭାରତୀୟ ସେନାଙ୍କ ଶକ୍ତି ବୃଦ୍ଧି ପାଇପାରିବ। ଲଦାଖ ଏବଂ ଅରୁଣାଚଳ ପ୍ରଦେଶରେ ଥିବା ଏଲଏସିଠାରେ ଚାଇନା ଦ୍ୱାରା ସୃଷ୍ଟି...
ମାଓବାଦୀଙ୍କ ଭାରତ ବନ୍ଦ, ଟ୍ରେନ୍ ଲାଇନ୍ ଉଡାଇଲେ…
ରାଞ୍ଚି,୨୦।୧୧: ମାଓବାଦୀଙ୍କ ୨୪ ଘଣ୍ଟିଆ ଭାରତ ବନ୍ଦ ଶୁକ୍ରବାର ମଧ୍ୟ ରାତ୍ରରୁ ଆରମ୍ଭ ହୋଇଛି। ମାଓବାଦୀ ନେତା ପ୍ରଶାନ୍ତ ବୋଷ ଏବଂ ତାଙ୍କ ସ୍ତ୍ରୀ ଶୀଲା ମରାଣ୍ଡିଙ୍କ ଗିରଫକୁ ବିରୋଧ କରି ମାଓବାଦୀ ସଂଗଠନ ପକ୍ଷରୁ ଏହି ବନ୍ଦ ଠାକରା...
କୃଷି ଆଇନ: ଦେଶର ୩୨ କୃଷକ ସଙ୍ଗଠନର ଗୁରୁତ୍ୱପୂର୍ଣ୍ଣ ବୈଠକ, ନିଆଯାଇପାରେ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ,୨୦ ।୧୧: କେନ୍ଦ୍ର ସରକାର ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ପରେ ଶନିବାର ଦେଶର ପାୟ ୩୨ କୃଷକ ସଙ୍ଗଠନ ଏକ ଗରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି । ଏଥିରେ ଆଗକୁ ଥିବା ରଣନୀତି ପ୍ରସ୍ତୁତ କରାଯିବ...
Archives


