ଜାତୀୟ

କଂଗ୍ରେସର ଚିନ୍ତନ ପରେ ଭାଜପା ପକ୍ଷରୁ ହେବ ମନ୍ଥନ ଶିବିର…

ଯୋଧପୁର, ୪।୫ : ରାଜସ୍ଥାନରେ ଏବେ ରାଜନୈତିକ ସ୍ଥିତି ବୃଦ୍ଧି ପାଇବାରେ ଲାଗିଛି। ମେ’ ୧୩ରୁ ୧୫ କଂଗ୍ରେସ ପକ୍ଷରୁ ଚିନ୍ତନ ଶିବିର ଆୟୋଜନ କରାଯିବାର ଯୋଜନା ରହିଛି। ଶିବିରରେ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ପରାଜୟର ସମୀକ୍ଷା କରାଯିବ।…

ହନୁମାନ ଚାଳିଶା ପାଠ କରି ଗିରଫ ହେଲେ ଏମ୍‌ଏନ୍‌ଏସ୍‌ ନେତା

ମୁମ୍ବାଇ,୪।୫: ମହାରାଷ୍ଟ୍ରରେ ବୁଧବାର ଲାଉଡସ୍ପିକରକୁ ନେଇ ଉତ୍ତେଜନା ଦେଖାଦେଇଛି। ଏମ୍‌ଏନ୍‌ଏସ୍‌ ଅଧ୍ୟକ୍ଷ ରାଜ ଠାକ୍‌ରେଙ୍କ ଚେତାବନୀକୁ ସଫଳ କରିଦେଖାଇଛନ୍ତି ଦଳର କର୍ମକର୍ତ୍ତମାନେ। ବୁଧବାର ସକାଳେ ନଭି ମୁମ୍ବାଇର ଏକ ମସ୍‌ଜିଦ୍‌ ନିକଟରେ ଏମ୍‌ଏନ୍‌ଏସ୍‌ କର୍ମକର୍ତ୍ତମାନେ ହନୁମାନ ଚାଳିଶା ପାଠ କରିଥିଲେ। ଏହାପରେ…

ଡବ୍ଲ୍ୟୁଏଚ୍‌ଓ ପୂର୍ବରୁ ଭାରତ ଜାରି କଲା କରୋନା ମୃତ୍ୟୁ ସଂଖ୍ୟା ରିପୋର୍ଟ…

ନୂଆଦିଲ୍ଲୀ, ୪।୫ : ଦେଶରେ କରୋନାରେ ଆକ୍ରାନ୍ତ ହୋଇ ଘଟିଥିବା ମୃତକଙ୍କ ସଂଖ୍ୟା ରିପୋର୍ଟ ଭାରତ ପକ୍ଷରୁ ଜାରି କରାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୃତ୍ୟୁ ସଂଖ୍ୟା ଜାରି କରିବା ପୂର୍ବରୁ ଭାରତ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ସୂଚନା ପ୍ରଦାନ…

ରାଣା ଦମ୍ପତିଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ମୁମ୍ବାଇ,୪।୫: ହନୁମାନ ଚାଳିଶା ମାମଲାରେ ଗତ ୧୧ଦିନ ହେଲାଣି ଗିରଫ ହୋଇଥିବା ରାଣା ଦମ୍ପତିଙ୍କୁ ବୁଧବାର ଆଶ୍ୱସ୍ତି ମିଳିଛି। ଅମରାବତୀର ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କୁ ଶେଷରେ କୋର୍ଟରୁ ଜାମିନ ମିଳିଛି। ମୁମ୍ବାଇର…

ଚାରିଧାମ ଯାତ୍ରା: ଯାନବାହାନ ଚଳାଚଳ ଉପରେ କଟକଣା ଲଗାଇଲେ ସରକାର

ଡେରାଡୁନ,୪।୫: ଚାରିଧାମ ଯାତ୍ରା ମେ’୩ରୁ ଆରମ୍ଭ ହୋଇଯାଉଛି । ତେବେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି। ତୀର୍ଥଯାତ୍ରୀଙ୍କର ସୁରକ୍ଷା ପାଇଁ ପାହାଡି ରାସ୍ତାରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଯାନବାହନ…

ତିନି ତଲାକ୍‌ ପରେ ଏବେ ’ତଲାକ୍‌-ଇ-ହସନ୍‌’କୁ ନେଇ ଚର୍ଚ୍ଚା, ଏସ୍‌ସିରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ, ୪।୫ : ତିନି ତଲାକ୍‌ ପରେ ଏବେ ’ତଲାକ୍‌-ଇ-ହସନ୍‌’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ଜଣେ ମୁଓଲମାନ୍‌ ମହିଳା ସମସ୍ତଙ୍କ ପାଇଁ ଆଇନ ବ୍ୟବସ୍ଥା ହେବାର ଆବଶ୍ୟକତା ଦର୍ଶାଇ ସୁପ୍ରିମ୍‌କୋର୍ଟ(ଏସ୍‌ସି)ରେ ଏକ ପିଟିଶନ ଦାଖଲ କରିଛନ୍ତି। ’ତଲାକ୍‌-ଇ-ହସନ୍‌’ ଏବଂ…

ମା’ଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ଯୋଗୀ

ଡେରାଡୁନ,୪।୫: ଦୀର୍ଘ ୨୮ ବର୍ଷ ପରେ ନିଜ ପୈତୃକ ଘରେ ପାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମା’ଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଛନ୍ତି ସେ। ଯାହାର ଫଟୋ ମୁଖ୍ୟମନ୍ତ୍ରୀ ଟୁଇଟ୍‌ରରେ ଶେୟାର କରିଛନ୍ତି। ଏଥିସହ ନିଜ ଘରେ ରାତି ଯାପନ…

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୪।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

ଯୋଧପୁର ହିଂସା ଘଟଣା: ୯୭ ଗିରଫ, କର୍ଫ୍ୟୁ ବଳବତ୍ତର

ଯୋଧପୁର,୪।୫: ରାଜସ୍ଥାନ ଯୋଧପୁରରେ ହୋଇଥିବା ହିଂସା କମିବାର ନାଁ ନେଉନାହିଁ। ଏ ପର୍ଯ୍ୟନ୍ତ ଘଟଣାରେ ୯୭ ଜଣଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଇଦ୍‌ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କ ହୋମ ଟାଉନ୍‌ରେ ଯୋଧପୁରରେ ଦୁଇଟି ସମ୍ପ୍ରଦାୟ ମଧ୍ୟରେ ହିଂସା ହୋଇଥିଲା। ଏଥିରେ…

ମଦ ପିଇବା ପାଇଁ ଟ୍ରେନ୍‌କୁ ଘଣ୍ଟାଏ ଅଟକାଇ ରଖିଲେ ଚାଳକ

ପାଟନା,୪।୫: ବିହାରର ହସନପୁରରେ ଜଣେ ଆସିଷ୍ଟାଣ୍ଟ ଲୋକୋପାଇଲଟ (ଏଏଲ୍‌ପି) ମଦ ପିିଇବା ପାଇଁ ପାସେଞ୍ଜର ଟ୍ରେନ୍‌କୁ ଘଣ୍ଟାଏ ଅଟକାଇ ରଖିଥିବା ସାମ୍ନାକୁ ଆସିଛି। ସମସ୍ତିପୁରରୁ ସହର୍ଷ ଯାଉଥିବା ଯାତ୍ରୀବାହୀ ଟ୍ରେନ୍‌ ୧ ଘଣ୍ଟାରୁ ଅଧିକ ସମୟ ହାସନପୁର ରେଳ ଷ୍ଟେଶନ୍‌ରେ ଅଟକିଥିଲା।…

ବିଏସ୍‌ଏଫ୍‌ରେ ଯବାନ ଅଭାବ

ନୂଆଦିଲ୍ଲୀ, ୪ା୫: ୨୦୨୧ରେ ଆମେରିକା ଓ ଚାଇନା ପରେ ଭାରତର ପ୍ରତିରକ୍ଷା ବଜେଟ୍‌ ବିଶ୍ୱର ତୃତୀୟ ସର୍ବାଧିକ। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚାଇନା ପଟୁ ଆସୁଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଆମଦାନୀ ବଢ଼ାଇବା ସହ ସ୍ବଦେଶୀ ଜ୍ଞାନକୌଶଳରେ…

ଗୋହତ୍ୟା ଅଭିଯୋଗରେ ୨ ଆଦିବାସୀଙ୍କୁ ପିଟି ମାରିଦେଲେ

ଭୋପାଳ,୪ା୫: ମଧ୍ୟପ୍ରଦେଶର ସିଓନି ଜିଲାରେ ଗୋହତ୍ୟା ସନ୍ଦେହରେ ଉତ୍ତ୍ୟକ୍ତ ଲୋକେ ଆଦିବାସୀ ସମ୍ପ୍ରଦାୟର ୨ ଜଣଙ୍କୁ ପିଟି ମାରିଦେଇଛନ୍ତି। ସେମାନଙ୍କ ଆକ୍ରମଣରେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଭିଡ଼ହିଂସାରେ ପ୍ରାୟ ୨୦ ଜଣ ସାମିଲ ଥିଲେ ବୋଲି ପୋଲିସ କହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri