‘ଓମିକ୍ରନ ଭାରିଆଣ୍ଟ ବିପଦଜନକ ନୁହେଁ’
ବେଙ୍ଗାଲୁରୁ,୨୯।୧୧: ଦକ୍ଷିଣ ଆଫ୍ରିକାରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କ ସହ ମୁଁ କଥା ହୋଇଛି। ଏହି ନୂଆ ଭାରିଆଣ୍ଟା ଓମିକ୍ରନ କୋଭିଡ୍ର ଡେଲ୍ଟା ଭାରିଆଣ୍ଟ ଭଳି ବିପଦଜନକ ନୁହେଁ। ଏଥିରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କୁ ଖୁବ କମ ହାରରେ ହସ୍ପିଟାଲରେ ଭର୍ତ୍ତି...
ଶବଗୃହରୁ ମିଳିଲା ୧୫ ମାସ ତଳର ମୃତଦେହ
ବେଙ୍ଗାଲୁରୁ,୨୯।୧୧: କର୍ନାଟକର ରାଜଧାନୀସ୍ଥିତ ଇଏସ୍ଆଇ ହସ୍ପିଟାଲର ଶବଗୃହରୁ ମିଳିଛି ୧୫ ମାସ ତଳର ଦୁଇଟି ମୃତଦେହ। କରୋନାରେ ଦୁହିଁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତ ଶୁକ୍ରବାର ଶବଗୃହର ସଫେଇ ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। କୋଭିଡ୍ ପ୍ରୋଟୋକଲ ଅନୁସାରେ...
ସରକାର ଭୟଭୀତ: ରାହୁଲ
ନୂଆଦିଲ୍ଲୀ,୨୯।୧୧: ତିନୋଟି କୃଷି ଆଇନ ପ୍ରତ୍ୟାହାର ବିଲ ଲୋକ ସଭା ଓ ରାଜ୍ୟ ସଭାରେ ସୋମବାର ପାରିତ ହୋଇଛି। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କୌଣସି ଚର୍ଚ୍ଚା ବିନା...
ଓମିକ୍ରନ୍କୁ ନେଇ ଜାରି ହେଲା ଗାଇଡ୍ଲାଇନ୍
ନୂଆଦିଲ୍ଲୀ,୨୯ା୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ଟିକେ କମିଛି ତଥାପି ଅନ୍ୟ ଦେଶ ଭଳି ଆମ ଦେଶ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ନେଇ ଚିନ୍ତାରେ ପଡ଼ିଛି। ତେବେ ଓମିକ୍ରନ୍କୁ ଦୃଷ୍ଟିରେ ରଖି ଭାରତ ସରକାର ଆଜି...
ଆନ୍ଦୋଳନରୁ ହଟିବା ପ୍ରଶ୍ନ ଉଠୁ ନାହିଁ: ରାକେଶ ଟିକାୟତ
ନୂଆଦିଲ୍ଲୀ,୨୯।୧୧: ଲୋକ ସଭାରେ ସୋମବାର ତିନି କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହୋଇଛି। କିନ୍ତୁ ଚାଷୀ ନେତା ରାକେଶ ଟିକାୟତ ଏବେ ବି ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଛନ୍ତି। ଏମଏସପି ବୃଦ୍ଧି ପ୍ରସଙ୍ଗ ଓ ଚାଷୀଙ୍କ ସହ...
ଭୋକିଲାଙ୍କ ପେଟ ଭରୁଥିବା ‘ଲଙ୍ଗର ବାବା’ଙ୍କ ପରଲୋକ
ଚଣ୍ଡିଗଡ଼,୨୯ ।୧୧: ପିଜିଆଇ ଚଣ୍ଡିଗଡ଼ ବାହାରେ ଲଙ୍ଗର ଲଗାଉଥିବା ପଦ୍ମଶ୍ରୀ ଜଗଦିଶ ଆହୁଜାଙ୍କର ସୋମବାର ପରଲୋକ ହୋଇଛି । ଦିନ ପ୍ରାୟ ୩ଟାରେ ଚଣ୍ଡିଗଡ଼ର ସେକ୍ଟର ୨୫ରେ ଥିବା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଲଙ୍ଗର...
ରାଜ୍ୟ ସଭାର ୧୨ ଏମ୍ପି ନିଲମ୍ବିତ
ନୂଆଦିଲ୍ଲୀ,୨୯ ।୧୧: ସୋମବାର ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ହୋଇଛି । ଆରମ୍ଭରୁ ହିଁ ବିରୋଧୀ ଦଳଙ୍କୁ ଝଟକା ଲାଗିଛି । ସୋମବାର ରାଜ୍ୟ ସଭାର ୧୨ ଏମ୍ପି ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ୧୨ ଜଣଙ୍କ ମଧ୍ୟରେ...
ତୃତୀୟ ଲହର ଆଶଙ୍କା: ବୃଦ୍ଧାଶ୍ରମରେ ଟିକା ନେଇଥିବା ୬୨ ବରିଷ୍ଠ ନାଗରିକ ସଂକ୍ରମିତ
ମୁମ୍ବାଇ,୨୯ ।୧୧: ଗୋଟିଏ ପଟେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ସାରା ବିଶ୍ୱକୁ ଡରାଉଥିବା ବେଳେ ଏବେ ମହାରାଷ୍ଟ୍ରରେ ପୁଣିଥରେ କରୋନା ବିସ୍ଫୋରଣ ହୋଇଛି । ମିଳିଥିବା ସୂଚନା ଅନୁୟାୟୀ, ମହାରାଷ୍ଟ୍ରର ଭିବଣ୍ଡିରେ ଥିବା ଏକ ବୃଦ୍ଧାଶ୍ରମରେ ଟିକା...
କିଏ କହୁଛି ଲୋକ ସଭା ସୁନ୍ଦର ନୁହେଁ, ୬ ମହିଳା ଏମ୍ପିଙ୍କ ସହିତ ଫଟୋ ଶେୟାର କଲେ ଥରୁର୍…
ନୂଆଦିଲ୍ଲୀ,୨୯।୧୧: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ କୃଷି ନିୟମକୁ ଫେରାଇ ଆଣିବା ପାଇଁ ସମସ୍ତ ନଜର ଥିଲା। ଏପରିସ୍ଥଳେ ସୋସିଆଲ ମିଡିଆରେ ଅନ୍ୟ କିଛି ବିଷୟରେ ଆଲୋଚନା ହେଉଛି। କଂଗ୍ରେସ ଏମ୍ପି ଶଶି ଥରୁରଙ୍କ...
ଉଭୟ ଗୃହରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ…
ନୂଆଦିଲ୍ଲୀ,୨୯।୧୧: ସଂସଦର ଶୀତକାଳୀନ ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକ ସଭା ଏବଂ ରାଜ୍ୟ ସଭା ଉଭୟ ଗୃହରେ ପାରିତ ହୋଇଛି। ବିନା ଚର୍ଚ୍ଚାରେ ପ୍ରତ୍ୟାହାର ବିଲ୍କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ମଧ୍ୟାହ୍ନରେ କୃଷି ଆଇନ ପ୍ରତ୍ୟାହାର ବିଲ୍...
କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭାରେ ପାରିତ…
ନୂଆଦିଲ୍ଲୀ,୨୯।୧୧: ସଂସଦର ଶୀତକାଳୀନ ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭାରେ ସୋମବାର ପାରିତ ହୋଇଛି। ବିନା ଚର୍ଚ୍ଚାରେ ପ୍ରତ୍ୟାହାର ବିଲ୍କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ବିଲ୍ ଆଗତ ହେବାର କିଛି ମିନିଟ୍ ମଧ୍ୟରେ ଏହା ପାରିତ ହୋଇଥିଲା। ତେବେ...
କେନ୍ଦ୍ରକୁ ସୁପ୍ରିମ୍କୋର୍ଟଙ୍କ ପ୍ରଶ୍ନ ନିର୍ମାଣ କାର୍ଯ୍ୟ ବନ୍ଦଥିବାବେଳେ ସେଣ୍ଟ୍ରାଲ ଭିଷ୍ଟାରେ କାହିଁକି ରହିଛି ଜାରି…
ନୂଆଦିଲ୍ଲୀ,୨୯।୧୧: ଦିଲ୍ଲୀ ଏନ୍ସିଆର୍ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ନେଇ ସୁପ୍ରିମ୍କୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ତାଗିଦ୍ କରିବା ସହିତ ପ୍ରଶ୍ନ କରିଛନ୍ତି। ଶୀର୍ଷ କୋର୍ଟ କହିଛନ୍ତି ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳରେ ସମସ୍ତ ନିର୍ମାଣ କାର୍ଯ୍ୟ ଥିବାବେଳେ ସେଣ୍ଠ୍ରାଲ ଭିଷ୍ଟା...
Archives


