Posted inଜାତୀୟ

ଇଡିରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ,୧୧।୬: କରୋନାରୁ ସୁସ୍ଥ ହେବା ପରେ ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜୁନ ୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ଏହି ମାମଲାରେ ଶୁକ୍ରବାର ଇଡି ସୋନିଆଙ୍କୁ ସମନ ପଠାଇଛି। ଏହା ପୂର୍ବରୁ ୭୫ବର୍ଷୀୟା ସୋନିଆ ଗାନ୍ଧୀଙ୍କୁ ଜୁନ ୮ରେ ହାଜର ହେବାକୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା। କିନ୍ତୁ ଜୁନ ୩ରେ ସୋନିଆ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ ସେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମୟ ମାଗିଥିଲେ। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଜୁନ ୨ରେ ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ସେହି ସମୟରେ ରାହୁଲ ବିଦେଶ ଗସ୍ତରେ ଥିବାରୁ ହାଜର ହେବାକୁ ଇଡିରୁ ସେ ନୂଆ ତାରିଖ ମାଗିଥିଲେ। ତେବେ ଜୁନ ୧୩ରେ ସେ କେନ୍ଦ୍ରୀୟ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବେ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ସ୍ତରରେ ଚମକିଲେ କୁନି ପ୍ରତିଭା ଏଫ୍ରାତା, ଶହଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ…

ଲୋଇସିଂହା,୨୬ା୪(ସୁଶାନ୍ତ ବାରିକ): ପୁଣିଥରେ ଜାତୀୟ ମଞ୍ଚରେ ଗୌରବ ଆଣିଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ଜଡ଼ାମୁଣ୍ଡାର କୁନି ମଡେଲ ଏଫ୍ରାତା ଜୋଏଲ। ଦେଶର ପ୍ରତିଷ୍ଠିତ ରିଆଲିଟି ଶୋ ’ଇଣ୍ଡିଆ…

ରାସ୍ତାରେ ଆସୁଆସୁ ହଠାତ୍‌ ଓଲଟି ପଡ଼ିଲା ମେଲୋଡ଼ି ଗାଡ଼ି, ଭିତରେ ଥିଲେ ୩୦ କଳାକାର

ବଲାଙ୍ଗୀର/ସଇଁତଳା,୨୬ା୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ରବିବାର ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୬ କନ୍ଧକେଲ ଗାଁ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଯାତ୍ରୀ ପ୍ରତୀକ୍ଷାଳୟରେ ପାନୀୟଜଳ ପ୍ରକଳ୍ପ ଅଚଳ, ଛାତରେ ଝୁଲୁଛି ଅକାମୀ ପଙ୍ଖା, ଆଶ୍ରୟ ନେବା ପାଇଁ…

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ତାତି ବଢ଼ୁଛି। ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଅନୁଭୂତ ହେଉଛି। ଏଭଳି ସ୍ଥିତିରେ ବରଗଡ଼ ସହର ପେଣ୍ଠସ୍ଥଳୀରେ ରହିଥିବା ସରକାରୀ ବସଷ୍ଟାଣ୍ଡରେ ସର୍ବନିମ୍ନ ମୌଳିକ…

AAPର ସାତ ଜଣ ଏମପି ଭାଜପାରେ ଯୋଗଦେବା ପରେ ଏବେ କଂଗ୍ରେସର ୬ ବିଧାୟକ ଧରିବେ ପଦ୍ମ? ଦଳ କହିଲା…

ନାଟନା,୨୬।୪: ଆମ ଆଦମୀ ପାର୍ଟି (ଏଏପି)ର ସାତ ଜଣ ରାଜ୍ୟ ସଭା ଏମପି ରାଘବ ଚଢାଙ୍କ ସମେତ ବାକି ନେତା ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନା ମଧ୍ୟରେ…

ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା, ଭୁଲ ଇଞ୍ଜେକ୍ସନ ଯୋଗୁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ, ରାସ୍ତାରୋକୋ…

ବାସୁଦେବପୁର,୨୬।୪(କାଳିପଦ ରାୟ/ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସାରେ ଅବହେଳା ଯୋଗୁ ଜଣେ ୧୪ ବର୍ଷର ନାବାଳକର…

୧୦୦ ମିଟର ଦୂରରେ ହେଉଥିଲା ଭାଜପାର ରାଲି, ଶଦ୍ଦ ଶୁଣି ରାଗିଗଲେ ମମତା; ତା’ ପରେ…

କୋଲକାତା,୨୬।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର ଚାଲିଛି। ଶନିବାର (୨୬ ଏପ୍ରିଲ) ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁରରେ ଏକ ରାଲି…

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରପତିଙ୍କ ଉପରେ ୩ ବର୍ଷରେ ହେଲାଣି ୩ ଥର ଆକ୍ରମଣ

ଓ୍ବାଶିଂଟନ,୨୬।୪: ଶନିବାର ରାତିରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସ ଆସୋସିଏସନ ରାତ୍ରୀଭୋଜନରେ ଯୋଗଦେବାକୁ ଆସିଥିଲେ। କାର୍ଯ୍ୟକ୍ରମଟି ୱାଶିଂଟନ, ଡି.ସି.ର ହିଲ୍ଟନ ହୋଟେଲର ଏକ…

ଚିନ୍ତା ବଢ଼ାଇଲାଣି ବୈଭବଙ୍କ ସ୍ବାସ୍ଥ୍ୟାବସ୍ଥା, ବନ୍ଧୁଙ୍କ ଭଳି ଆଇପିଏଲ୍‌ରୁ ହୋଇଯିବେ ବାହାର?

ଜୟପୁର,୨୬।୪: ମାତ୍ର ୧୩ ବର୍ଷ ବୟସରେ IPL ନିଲାମୀରେ ଇତିହାସ ରଚିଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ସନରାଇଜର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri