ଶୀନା ବୋରା ଜୀବିତ ଦାବି କଲେ ଇନ୍ଦ୍ରାଣୀ
ନୂଆଦିଲ୍ଲୀ,୧୬।୧୨: ବହୁ ଚର୍ଚ୍ଚିତ ଶୀନା ବୋରା ମର୍ଡର ମିଷ୍ଟ୍ରିରେ ଏକ ରୋମାଞ୍ଚକର ମୋଡ଼ ଆସିଛି। ୨୦୧୨ ଏହି ଘଟଣାରେ ଚାଞ୍ଚଲ୍ୟକର କଥା କହିଛନ୍ତି ମୁଖ୍ୟ ଅଭିଯୁକ୍ତ ତଥା ଶୀନାଙ୍କ ମା’ ଇନ୍ଦ୍ରାଣୀ ମୁଖାର୍ଜୀ। ୨୦୧୫ରୁ ଜେଲରେ ବନ୍ଦୀ ଥିବା ପୂର୍ବତନ...
ଜେଜେ ମା’ଙ୍କୁ ମନେ ପକାଇଲେ ରାହୁଲ
ଡେରାଡୁନ,୧୬।୧୨: ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ପରେ ଏବେ କଂଗ୍ରେସ ଏହାର ନିର୍ବାଚନ ପ୍ରଚାର ଉପରେ ଗୁରୁତ୍ୱ ଦେଉଛି। କଂଗ୍ରେସ ନେତା ତଥା ପୂର୍ବତନ ଦଳର ସଭାପତି ରାହୁଲ ଗାନ୍ଧୀ ଗୁରୁବାର ‘ବିଜୟ...
୧୦ ଦିନରେ ୪ଥର ୟୁପି ଗସ୍ତ କରିବେ ମୋଦି
ନୂଆଦିଲ୍ଲୀ,୧୬ ।୧୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜାନୌତିକ ଦଳ ଗୁଡିକ ସେହି ଅନୁଯାୟୀ ଆକ୍ଟିଭ ହେଉଥିବା ଦଖାଯାଉଛି । ଗତ କିଛି ଦିନ ହେବ ୟୁପି ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିବି ସକ୍ରିୟ ରହିଛନ୍ତି...
ଗାଈ ପେଟରୁ ୨୦ ଗ୍ରାମ୍ର ସୁନାଚେନ ବାହାର କରିବା ଲାଗି ହେଲା ଏପରି…
ବେଙ୍ଗାଲୁରୁ, ୧୬।୧୨: ଦୀପାବଳିରେ ଗାଈକୁ ପୂଜା କରିବା ସମୟରେ ଭୁଲରେ ଖାଦ୍ୟ ସହ ୨୦ ଗ୍ରାମର ସୁନା ଚେନ ପେଟକୁ ଚାଲିଯାଇଥିଲା। ଏଭଳି ଘଟଣା କର୍ନାଟକର ସିରସିରେ ଘଟିଛି। ଏନେଇ ମାଲିକଙ୍କ ଚିନ୍ତା ବଢ଼ିବାରେ ଲାଗିଲା। ୩୫ ଦିନ ପର୍ଯ୍ୟନ୍ତ...
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ରାଲିରେ ଖାଲି ପଡିଲା ଚୌକି, କାର୍ଯ୍ୟକ୍ରମ ଛାଡି ସିଏମ୍ ଚାଲିଲେ ବନ୍ଧୁ ଘର
ଚଣ୍ଡିଗଡ଼,୧୬ ।୧୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନୀଙ୍କ ସମସ୍ୟା ଯେମିତି ତାଙ୍କ ପିଛା ଛାଡୁନି । ମୁଖ୍ୟମନ୍ତ୍ରୀ ଚନୀ ପଞ୍ଜାବ ଗୁରଦାସପୁରରେ ହେଉଥିବା ରାଲିରେ ଗୁରୁବାର ସାମିଲ ହେବାକୁ ସେଠାରେ ପହଞ୍ଚିଥିଲେ । ହେଲେ ସେଠାରେ ପେଣ୍ଡାଲ ଖାଲି...
ଅଜୟ ମିଶ୍ରାଙ୍କ ବହିଷ୍କାର ଦାବିରେ ସଂସଦ ଅଚଳ
ନୂଆଦିଲ୍ଲୀ,୧୬।୧୨: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡି ମାଡି ହତ୍ୟା କରିବା ଘଟଣାକୁ ନେଇ ଗୁରୁବାର ସଂସଦ ଅଚଳ ହୋଇପଡିଛି। ଘଟଣାର ତଦନ୍ତ କରୁଥିବା ଏସଆଇଟି ଏହାକୁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କହିବା ପରେ କେନ୍ଦ୍ର...
ରାଜନୀତିରୁ ସନ୍ୟାସ ନେଲେ ମେଟ୍ରୋମ୍ୟାନ୍ ଇ. ଶ୍ରୀଧରନ!
ନୂଆଦିଲ୍ଲୀ,୧୬ ।୧୨: ମେଟ୍ରୋମ୍ୟାନ ଇ.ଶ୍ରୀଧରନ ଗୁରୁବାର ଚମକାଇବା ଭଳି ଏକ ନିଷ୍ପତ୍ତି ନେଇଛନ୍ତି । ସେ ତାଙ୍କ ଜନ୍ମସ୍ଥାନ ମଲପ୍ପୁରମରେ ଘୋଷଣା କରିଛନ୍ତି କି ସେ ରାଜନୀତି ଛାଡୁଛନ୍ତି । ଆଉ ସେ ଏହା ମଧ୍ୟ କହିଛନ୍ତି କି ସେ...
ଭାଜପା-କଂଗ୍ରେସର ଆର୍ମି କାର୍ଡ,ରାହୁଲଙ୍କ ରାଲିରେ ରାଓ୍ବତଙ୍କ କଟ୍ଆଉଟ୍…
ଡେରାଡୁନ୍, ୧୬।୧୨: ଆସନ୍ତା ୨୦୨୨ରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ଭାଜପା ଏବଂ କଂଗ୍ରେସ ଭୋଟରଙ୍କୁ ହାତେଇବା ପାଇଁ ଆର୍ମି କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ପୂର୍ବତନ ସିଡ଼ିଏସ୍ ବିପିନ ରାଓ୍ବତ ଉତ୍ତରାଖଣ୍ଡର ବାସିନ୍ଦା। ତେଣୁ ଉଭୟ...
ମହିଳା ତୀରନ୍ଦାଜଙ୍କ ଆତ୍ମହତ୍ୟା: ସୋନୁ ସୁଦ୍ଙ୍କଠାରୁ ପାଇଥିଲେ ଉପହାର
କୋଲକତା,୧୬।୧୨: ଭାରତର ଯୁବ ମହିଳା ତୀରନ୍ଦାଜ କୋନିକା ଲାୟାକ ଆତ୍ମହତ୍ୟା କରିଛନ୍ତି। ଝାଡ଼ଖଣ୍ଡର ଧାନବାଦ ନିବାସୀ ୨୬ ବର୍ଷୀୟ କୋନିକା ଚଳିତ ବର୍ଷ ଝାଡ଼ଖଣ୍ଡ ସରକାର ଏବଂ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଶୁଟିଂ ରାଇଫଲ ଦେବା ପାଇଁ ନିବେଦନ...
ଶଗଡ଼ ଦୌଡ଼କୁ ଅନୁମତି…
ନୂଆଦିଲ୍ଲୀ, ୧୬।୧୨: ସୁପ୍ରିମ୍କୋର୍ଟ ଗୁରୁବାର ମହାରାଷ୍ଟ୍ରରେ ଶଗଡ଼ ଦୌଡ଼କୁ ଅନୁମତି ଦେଇଛନ୍ତି। ଏହାକୁ ପ୍ରାଣୀ କ୍ରୁରତା ନିବାରଣ ଅଧିନିୟମ ଅନ୍ତର୍ଗତ ବନ୍ଦ କରାଯାଇଥିଲା। ବିଚରାରପତି ଏ.ଏମ୍.ଖାନଓ୍ବିଲକର ଏବଂ ସି.ଟି. କୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୨୦୧୮ରେ ବମ୍ବେ ହାଇକୋର୍ଟ ପକ୍ଷରୁ...
ରାହୁଲ ହୋଇ ପାରିବେ ପ୍ରଧାନମନ୍ତ୍ରୀ,ପିକେଙ୍କ କଥା ବଦଳିଲା…
ନୂଆଦିଲ୍ଲୀ, ୧୬।୧୨: ଦେଶର ପ୍ରାୟ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସହ କାମ କରିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...
ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଅନୁଚ୍ଛେଦ ୨୧ ଲାଗୁ ହେବ, ହାଇକୋର୍ଟଙ୍କ ରାୟ…
ନୂଆଦିଲ୍ଲୀ, ୧୬।୧୨: ରାତିରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ସୁବିଧା ସହିତ ମେଡିକାଲ କର୍ମଚାରୀଙ୍କୁ ଏଥିଲାଗି ପ୍ରସ୍ତୁତ ରଖିବାକୁ ସମସ୍ତ ସରକାରୀ ମେଡିକାଲକୁ କେରଳ ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଜାରି କରିଛନ୍ତି। ବିଚାରପତି ପି.ଭି.କୁହ୍ନିକ୍ରିଷ୍ଣାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ...
Archives


