‘ମୁଖ୍ୟମନ୍ତ୍ରୀ ପଦ ଆଶାରେ କଂଗ୍ରେସରେ ଯୋଗ ଦେଇଛନ୍ତି ସିଦ୍ଧୁ’
ଚଣ୍ଡିଗଡ଼,୨୦।୧୨: ପଞ୍ଜାବ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ରାଣା ଗୁରୁଜିତ ସୋଧି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ସିଦ୍ଧୁ ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି,...
୫୭୨ ଦିନ ପରେ ଆଜି ସବୁଠୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୦।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୬,୫୬୩ଟି ମାମଲା ସାମ୍ନାକୁ ଆସିଥିବାବେଳେ ୧୩୨ଜଣଙ୍କର ମୃତ୍ୟୁ ହୋଇଛି। ନୂତନ...
୧୨ରାଜ୍ୟରେ ୧୫୩ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ,୨୦ ।୧୨: ଦେଶରେ ବେଳକୁ ବେଳ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହା ୧୨ ରାଜ୍ୟକୁ ବ୍ୟାପିଥିବା ବେଳେ ୧୫୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ସେଥିମଧ୍ୟରୁ ସର୍ବାଧିକ ମହାରାଷ୍ଟ୍ରରେ ୫୪ ଜଣ...
ଓମିକ୍ରନ୍କୁ ନେଇ ସବୁ ପରିସ୍ଥିତିର ସାମ୍ନା କରିବାକୁ ଦେଶ ପ୍ରସ୍ତୁତ: ଏମ୍ସ ନିର୍ଦ୍ଦେଶକ
ନୂଆଦିଲ୍ଲୀ,୨୦ ।୧୨: ଦେଶରେ ବଢି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ପୁଣିଥରେ କେରାନା ସତର୍କ ଘଣ୍ଟି ବାଜିଲାଣି । ଫେବୃୟାରୀରେ ଓମିକ୍ରନ୍ ପିକ୍ରେ ପହଞ୍ଚିବା ବିଶେଷଜ୍ଞମାନେ ଚେତାବନୀ ଦେଉଥିବା ବେଳେ ଏବେବି ଲୋକେ ଏହାକୁ...
ଜେଲରେ ସୁକେଶଙ୍କୁ ଭେଟିଥିଲେ ୧୨ ଅଭିନେତ୍ରୀ
ନୂଆଦିଲ୍ଲୀ, ୨୦।୧୨: କୋଟିପତି ଠକ ବ୍ୟବସାୟୀ ସୁକେଶ ଚନ୍ଦ୍ରଶେଖର ତିହାର ଜେଲରେ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିଲେ। ଜେଲରେ ଥାଇ ଚଳାଉଥିଲେ ବଟି ଆଦାୟ ର଼୍ୟାକେଟ। ଜେଲରେ ତାଙ୍କୁ ଗୋଟିଏ କି ଦୁଇଟି ନୁହେଁ ୧୨ ବଲିଉଡ୍ ଅଭିନେତ୍ରୀ ଆସିଥିଲେ।...
କମେଡିଆନ ଫାରୁକିଙ୍କୁ ସମର୍ଥନ ଜଣାଇଲା କଂଗ୍ରେସ
ମୁମ୍ବାଇ,୧୯।୧୨: ବିବାଦରେ ଘେରି ହୋଇଥିବା ଷ୍ଟାଣ୍ଡ୍ଅପ୍ କମେଡିଆନ ମୁନାଓ୍ବର ଫାରୁକି ଶନିବାର ମୁମ୍ବାଇରେ ଏକ ଶୋରେ ପରର୍ଫମ କରିଛନ୍ତି। ଏହି ଇଭେଣ୍ଟର ଆୟୋଜନ କରିଥିଲା ଏଆଇପିସି, ଯାହାକି କଂଗ୍ରେସର ଅଂଶ। ବାରମ୍ବାର ଶୋ ବାତିଲ ହେବାରୁ ଗତ ମାସରେ ଭାଙ୍ଗି...
ବେରୋଜଗାର, ମଦ ଉପରେ ହେବ ବିତର୍କ
ନୂଆଦିଲ୍ଲୀ,୧୯।୧୨: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ମଦ, ଖଣି ଓ ରାଜ୍ୟରେ ନିଯୁକ୍ତି ଉପରେ ବିତର୍କ ଲାଗି ଦେଇଥିବା ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ଆମ ଆଦମି ପାର୍ଟି (ଏଏପି)ର ଜାତୀୟ କନଭେନର ଅରବିନ୍ଦ କେଜ୍ରିଓ୍ବାଲ। ବିତର୍କ ଲାଗି...
୫ ବର୍ଷ ପରେ ଗିରଫ ହେଲେ ବଳାତ୍କାରୀ ବାବା
ଚେନ୍ନାଇ,୧୯।୧୨: ଜଣେ ମହିଳା ଭକ୍ତଙ୍କୁ ବଳତ୍କାର କରିବା ଅଭିଯୋଗରେ ଆତ୍ମଘୋଷିତ ଗଡ୍ମ୍ୟାନ ସାଥିୟା ନାରାୟଣନନ ଗିରଫ ହୋଇଛନ୍ତି। ଏହି କାର୍ଯ୍ୟରେ ତାଙ୍କୁ ସ୍ତ୍ରୀ ପୁଷ୍ପଲତା ସହାୟତା କରୁଥିଲେ। ଏଥିସହ ଗଡ୍ମ୍ୟାନ ପୀଡ଼ିତାଙ୍କ ଆପତ୍ତିଜନକ ଫଟୋ ସଂଗ୍ରହ କରି କାହାକୁ ଅଭିଯୋଗ...
ପୁଣି ବଦଳି ପାରନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀ
ହାଭେରି, ୧୯।୧୨: ପୁଣି କର୍ନାଟକ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ରବିବାର ନିଜ ନିର୍ବାଚନ ମଣ୍ଡଳୀ ଶିଗାଓଁରେ ଦେଇଥିବା ଭାଷଣରୁ ଏଭଳି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବିଶ୍ୱରେ ପଦବୀ ଓ ପ୍ରତିଷ୍ଠା କିଛି...
ଧରା ପଡ଼ିଲେ ୨୫୦ କୁକୁର ଛୁଆ ହତ୍ୟାକାରୀ ମାଙ୍କଡ଼
ନୂଆଦିଲ୍ଲୀ,୧୯।୧୨: ମହାରାଷ୍ଟ୍ରର ଏକ ଗ୍ରାମରେ ୨୫୦ କୁକୁର ଛୁଆଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଦୁଇ ମାଙ୍କଡ଼ଙ୍କୁ ଧରି ନିଆଯାଇଛି। ସେହି ଅଞ୍ଚଳରେ ଏକ ଶିଶୁ ମାଙ୍କଡ଼ର ମୃତ୍ୟୁକୁ ନେଇ ଦୁଇ ମାଙ୍କଡ଼ ପ୍ରତିଶୋଧ ପରାୟଣ ହୋଇ କୁକୁର ଛୁଆଙ୍କୁ...
ବିଷାକ୍ତ ଖାଦ୍ୟ ଖାଇ ହସ୍ପିଟାଲରେ ଆଇଫୋନ ନିର୍ମାତା କମ୍ପାନୀର ୧୫୦ କର୍ମଚାରୀ
ଚେନ୍ନାଇ,୧୯।୧୨: ଆପଲ ପାଇଁ ଆଇଫୋନ ନିର୍ମାଣ କରୁଥିବା ଫକ୍ସକନ ଇଣ୍ଡିଆ ୟୁନିଟ୍ରେ ବିଷାକ୍ତ ଖାଦ୍ୟ ଖାଇ ୧୫୦ କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗ। ସେମାନେ ରାଜରାସ୍ତା...
‘ଯୋଗୀଙ୍କ ଆଉଟ ସୁଇଙ୍ଗ୍ରେ କଂଗ୍ରେସ ହେବ ଆଉଟ’
ଝାନ୍ସୀ,୧୯।୧୨: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଭାରତୀୟ ଜନତା ପାର୍ଟିର ଜନ ବିଶ୍ୱ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ରାଜନାଥ ସିଂ କହିଛନ୍ତି,ଭାରତୀୟ ଜନତା ପାର୍ଟି ଲୋକଙ୍କ ଆଖିରେ ଧୂଳି ପକାଇ...
Archives


