ମୁମ୍ବାଇରେ ଦେଶର ପ୍ରଥମ ଏକ୍ସଇ ଭାରିଆଣ୍ଟ ମାମଲା
ନୂଆଦିଲ୍ଲୀ,୮।୪: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଏକ୍ସଇ ମାମଲା ମୁମ୍ବାଇରେ ଚିହ୍ନଟ ହୋଇଛି। ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ଭାରତରେ ପ୍ରଥମ ଏକ୍ସଇ ମାମଲା। ସେହିପରି କାପ୍ପା ଭାରିଆଣ୍ଟର ଗୋଟିଏ ମାମଲା ମଧ୍ୟ ଚିହ୍ନଟ…
ଗରିବଙ୍କ ଝୁମ୍ପୁଡି, ଦୋକାନରେ ବୁଲଡୋଜର ଚଲାଇବା ମନା
ଲକ୍ଷ୍ନୌ,୮।୪: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୌଣସି ଗରିବଙ୍କ ଝୁମ୍ପୁଡି ଏବଂ ଦୋକାନରେ ବୁଲଡୋଜର ନ ଚଳାଇବାକୁ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। କେବଳ ବୃତ୍ତିଗତ ମାଫିଆ, କଠୋର ଅପରାଧୀ ଏବଂ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ ବୁଲଡୋଜର ଚଲାଇବାକୁ କହିଛନ୍ତି।…
ଏଟିଏମ୍ କାର୍ଡ ନ ଥିଲେ ବି ଏଣିକି ଉଠାଇ ପାରିବେ ଟଙ୍କା
ନୂଆଦିଲ୍ଲୀ,୮।୪: ଏଣିକି ଏଟିଏମ କାର୍ଡ ବିନା ମଧ୍ୟ ଟଙ୍କା ଉଠାଇବାକୁ ଗ୍ରାହକ ସକ୍ଷମ ହେବେ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସୁବିଧା କେବଳ କିଛି ବ୍ୟାଙ୍କରେ ଉପଲବ୍ଧ…
ଆଶାରାମ ବାପୁଙ୍କ ଆଶ୍ରମରୁ ମିଳିଲା ନାବାଳିକାଙ୍କ ମୃତଦେହ: ୩ଦିନରୁ ଥିଲେ ନିଖୋଜ
ଗୋଣ୍ଡା,୮।୪: ଉତ୍ତରପ୍ରଦେଶର ଗୋଣ୍ଡାର ଜେଲ୍ରେ ବନ୍ଦୀ ଥିବା ଆଶାରାମ ବାପୁଙ୍କ ଆଶ୍ରମରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଶାରାମଙ୍କ ଆଶ୍ରମରେ ଜଣେ ନାବାଳିକାଙ୍କ ମୃତଦେହ ମିଳିଛି। ଝିଅର ବୟସ ପ୍ରାୟ ୧୩ରୁ୧୪ ବର୍ଷ ହେବ ବୋଲି କୁହାଯାଉଛି। ଏପ୍ରିଲ ୫ରୁ…
ଲାଉଡ୍ ସ୍ପିକରରେ ମୁସଲିମ ମହିଳାଙ୍କୁ ବଳାତ୍କାର ଧମକ ଦେଲେ ପୂଜାରୀ
ଲକ୍ଷ୍ନୌ,୮।୪: ମସଜିଦ ବାହାରେ ଏକତ୍ରିତ ମୁସଲିମ ମହିଳାଙ୍କୁ ଅପହରଣ କରି ବଳାତ୍କାର ଧମକ ଦେଇଛନ୍ତି ଜଣେ ହିନ୍ଦୁ ପୂଜାରୀ। ଘଟଣାଟି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରୁ ୧୦୦ କିମି ଦୂର ସିତାପୁର ଜିଲାରେ ଘଟିଛି। ଘଟଣାର ଭିଡିଓ ଭାଇରାଲ ହେବା ପରେ ତଦନ୍ତ…
ରେପୋ ରେଟ୍ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଶୁକ୍ରବାର ଏହାର ମୁଦ୍ରା ନୀତି ଜାରି ନିଷ୍ପତ୍ତି ଜାରି କରିଛି। ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରାନୀତି କମିଟି(ଏମପିସି) ବୈଠକରେ ରେପୋ ହାରକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଏହା ବ୍ୟତୀତ, ରିଭର୍ସ ରେପୋ ରେଟ୍ରେ…
ସଂକ୍ରମଣ କମୁଛି
ନୂଆଦିଲ୍ଲୀ,୮।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ହଜାର ୦୩୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୪୩ଜଣଙ୍କ ମୃତ୍ୟୁ ଘଟିଛି। ନୂତନ ମାମଲା…
ମିମ୍ସ ଉପରେ ପ୍ରତିକ୍ରିୟା ରଖିଲେ ଥରୁର
ନୂଆଦିଲ୍ଲୀ,୮।୪: କଂଗ୍ରେସ ଏମ୍ପି ଶଶୀ ଥରୁରଙ୍କ ସହିତ ଲୋକସଭାରେ ସୁପ୍ରିୟା ସୁଲେଙ୍କ ବ୍ୟକ୍ତିଗତ ଆଲୋଚନାର ଭିଡିଓ ଏବେ ସୋସିଆଲ ମିଡିଆରେ ଟପ୍ ଟାୟାର ମିମ୍ସ ପାଲଟିଛି। ଏହା ଉପରେ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା। ଭିଡିଓରେ ଫାରୁକ…
କରୋନାର ଦ୍ୱିତୀୟ ଲହରଠାରୁ ଅଧିକ ବେଗରେ ବ୍ୟାପିବ ନୂଆ ଭାରିଏଣ୍ଟ ‘ଏକ୍ସଇ’
ନୂଆଦିଲ୍ଲୀ,୮ ।୪: ସାରା ବିଶ୍ୱରୁ କରୋନା ମହାମାରୀ ଶେଷ ହୋଇ ଆସୁଥିବା ବେଳେ ଆମ ଦେଶରେ ମଧ୍ୟ ଏହାର ପ୍ରକୋପ କମି କମି ଆସିଛି । ହେଲେ ଏହାରି ଭିତରେ ପୁଣିଥରେ ଭୟ ସୃଷ୍ଟି କଲାଣି କରୋନା ଭାଇରସ ଓମିକ୍ରନର ସବ…
ଇ-ଯାନ କ୍ରୟ ଉପରେ ମିଳିବ ସବସିଡି
ନୂଆଦିଲ୍ଲୀ,୮ ।୪: ଦିଲ୍ଲୀ ସରକାର ଇ-ସାଇକେଲରେ ସବସିଡି ଦେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଟୁଇଟ୍ କରି କହିଛନ୍ତି, ଆମେ ପ୍ରଦୂଷଣ ବିରୋଧରେ ଲଢେଇ କରିବାକୁ ଏକ ମହତ୍ୱପୂର୍ଣ୍ଣ ପ୍ରସ୍ତାବ ଆଣିଛୁ । ଦିଲ୍ଲୀ ସରକାରଙ୍କ ସଫଳ…
ମହିଳାଙ୍କ ସହ ଅଭଦ୍ରାମି ପାଇଁ ପିଟି ପିଟି ମାରି ଦେଲେ
ହାଇଦ୍ରାବାଦ୍,୮।୪: ଜଣେ ମହିଳାଙ୍କ ସହ ଖରାପ ବ୍ୟବହାର ପାଇଁ ଜଣେ ୩୯ ବର୍ଷୀୟ ଯୁବକଙ୍କୁ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ। ପରେ ଉକ୍ତ ଯୁବକଙ୍କ ମୃତଦେହ ତାଙ୍କ ଘରୁ ମିଳିଥିବା ଗୁରୁବାର ପୋଲିସ ପକ୍ଷରୁ କୁହାଯାଇଛି। ଅଭିଯୋଗ ଅନୁଯାୟୀ, ପୀଡ଼ିତ ବୁଧବାର…
ଆକାଉଣ୍ଟସକୁ ନେଇ ଯୁକ୍ତିତର୍କ ପରେ ପୁଅକୁ ଜାଳି ଦେଲେ
ବେଙ୍ଗାଲୁରୁ,୮।୪: ଆକାଉଣ୍ଟ ସେଟେଲମେଣ୍ଟକୁ ନେଇ ଯୁକ୍ତିତର୍କ ପରେ ପୁଅକୁ ଜାଳି ଦେଇଛନ୍ତି ଜଣେ ବ୍ୟବସାୟୀ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ ଘଟିଛି। ଏଭଳି ଘଟଣା ୧ ତାରିଖରେ ସହରର ଭାଲମିକି ନଗର ଅଞ୍ଚଳରେ…
Archives


