ଜାତୀୟ

ବିଗ୍‌ ବି’ଙ୍କ ଘରେ କରୋନା…

ନୂଆଦିଲ୍ଲୀ, ୫।୧ : କରୋନା ଭାଇରସ ଦେଶରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛି। ଏବେ ବିଗ୍‌ ବି ଅଭିତାଭ ବଚ୍ଚନଙ୍କ ଘର ଜଲ୍‌ସାରେ କରୋନା ପହଞ୍ଚିଛି। ବିଗ ବି’ଙ୍କର ଘରୋଇ କର୍ମଚାରୀଙ୍କ ମଧ୍ୟରୁ ଜଣେ କରୋନାରେ ଆକାନ୍ତ ହୋଇଛନ୍ତି।...

ଶାଢି ଚିରିବା ପରେ ସେଦିନ ଏମିତି ରାଣ ଖାଇଥିଲେ ଦିଦି

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଜାନୁୟାରୀ ୧୯୫୫ରେ ପଶ୍ଚିମବଙ୍ଗର ରାଜଧାନୀ କଲିକତା (ବର୍ତ୍ତମାନ କୋଲକାତା)ର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମମତା ୧୫ ବର୍ଷ ବୟସରେ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ...

ପୁଲଓ୍ବାମାରେ ଏନ୍‌କାଉଣ୍ଟର, ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର, ୫।୧ : ଜମ୍ମୁ-କଶ୍ମୀରର ପୁଲୱାମା ଜିଲାରେ ବୁଧବାର ସକାଳେ ମିଳିତ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ସମେତ ତିନିଜଣ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। କଶ୍ମୀର ଆଇଜି ବିଜୟ...

ଓମିକ୍ରନ୍‌ ତାଣ୍ଡବ ଆରମ୍ଭ, ଆକ୍ରାନ୍ତଙ୍କ ସଂଖ୍ୟା ୨,୧୩୫…

ନୂଆଦିଲ୍ଲୀ, ୫।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ସଂକ୍ରମଣ ଗ୍ରାଫ୍‌ ଉପର ମୁହାଁ ହେବାରେ ହୋଇଛି। ଓମିକ୍ରନ୍‌ର ତାଣ୍ଡବ ଆରମ୍ଭ ଫଳରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ...

ଆଉନାହାନ୍ତି ସିନ୍ଧୁତାଇ

ପୁଣେ,୫।୧: ମହାରାଷ୍ଟ୍ରର ମଦର ଟେରେସା ନାମରେ ପ୍ରସିଦ୍ଧ ପଦ୍ମଶ୍ରୀ ସିନ୍ଧୁତାଇ ସପକାଲ ପୁଣେରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେ ସେପ୍ଟିସେମିଆରେ ପୀଡିତ ହୋଇ ଗତ ଦେଢ ମାସ ହେବ ପୁଣେର ଗାଲାକ୍ସି ହସ୍ପିଟାଲରେ ଚିକିତ୍ସିତ...

ପୁଣି ବିପଦ ଘନେଇଲା, ୫୮ ହଜାର ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ, ୫।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବା ସହ ବିପଦ ପୁଣି ଘନେଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୫୮...

ମୁମ୍ବାଇରେ ଅଟକ ଉତ୍ତରାଖଣ୍ଡ ମହିଳା

ବେଙ୍ଗାଲୁରୁ,୫ା୧: ବିବାଦୀୟ ‘ବୁଲ୍ଲି ବାଈ’ ମାମଲାରେ ମୁମ୍ବାଇ ପୋଲିସ ମଙ୍ଗଳବାର ବେଙ୍ଗାଲୁରୁର ଜଣେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ (ଜଣେ ମହିଳା)ଙ୍କୁ ଅଟକ ରଖିଛି। ଗତବର୍ଷ ନିଷିଦ୍ଧ ଘୋଷିତ ‘ସୁଲ୍ଲି ଡିଲ୍ସ’ ଆପ୍‌ରେ ମହିଳାଙ୍କୁ...

ବଜାରକୁ ଆସିଲା ମୋନଲୁପିରାଭିର୍‌

ମୁମ୍ବାଇ, ୫ା୧: ନିକଟରେ ଜରୁରିକାଳୀନ ବ୍ୟବହାର ନିମନ୍ତେ ଅନୁମତି ପାଇଥିବା ସିପ୍‌ଲାର କୋଭିଡ୍‌ ଔଷଧ ମୋନଲୁପିରାଭିର୍‌ ସୋମବାର ଭାରତରେ ଲଞ୍ଚ ହୋଇଛି। ୫ ଦିନିଆ କୋର୍ସ ବିଶିଷ୍ଟ ଏହି କ୍ୟାପ୍‌ସୁଲ ଦାମ୍‌ ୧୩୯୯ ଟଙ୍କା ରହିଛି। ସାମାନ୍ୟରୁ ମଧ୍ୟମ ଧରଣର...

ମାସ୍କ ଚେକିଂ ବେଳେ ଧରାପଡ଼ିଲେ ୨୦ ବର୍ଷ ତଳର ହତ୍ୟାକାରୀ

ଓ୍ବାର୍ସ,୫।୧: ମାସ୍କ ନ ପିନ୍ଧିଥିବାରୁ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବା ପରେ ୨୦ ବର୍ଷ ତଳର ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏଭଳି ଘଟଣା ଘଟିଛି ପୋଲାଣ୍ଡର ଓ୍ବାର୍ସ ସହରରେ। ବେଇଲାନି ଅଞ୍ଚଳରେ ମାସ୍କ ପିନ୍ଧି ନ ଥିବାରୁ ଜଣେ...

ନିହତ ହେଲେ ଲସ୍କରର ୨ ଆତଙ୍କବାଦୀ

ଶ୍ରୀନଗର, ୪ା୧: ଦକ୍ଷିଣ କଶ୍ମୀରର କୁଲଗାମ୍‌ ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ମଙ୍ଗଳବାର ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଉଭୟ ଆତଙ୍କବାଦୀ ସ୍ଥାନୀୟ ବାସିନ୍ଦା ହୋଇଥିବା ଜଣାପଡିଛି। ଲସ୍କର-ଇ-ତୋଇବା ଏବଂ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ସହ ସେମାନଙ୍କ ଲିଙ୍କ୍‌ ରହିଥିଲା ବୋଲି...

‘ପଞ୍ଜାବ ପାଇଁ ଅରବିନ୍ଦ କେଜରିଓ୍ବାଲ କରୋନା’

ମୋରିଣ୍ଡା,୪।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପଞ୍ଜାବ ପାଇଁ କରୋନା। ଆମକୁ ବାହାରୁ ଆସୁଥିବା ରୋଗକୁ ଗ୍ରହଣ କରିବା ଉଚିତ ନୁହେଁ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି। ପଞ୍ଜାବର ମୋରିଣ୍ଡାଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ...

‘ଭଗବାନ କୃଷ୍ଣ ସେମାନଙ୍କୁ ଅଭିଶାପ ଦେବେ’

ଲକ୍ଷ୍ନୌ,୪।୧: ସରକାରରେ ଥାଇ ଯେଉଁମାନେ ମଥୁରା ଏବଂ ବୃନ୍ଦାବନ ପାଇଁ କିଛି କରି ନାହାନ୍ତି, ସେମାନଙ୍କୁ ଭଗବାନ କୃଷ୍ଣ ଅଭିଶାପ ଦେବେ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ଦିନକ ପୂର୍ବରୁ ଏଭଳି ଢ଼ଙ୍ଗରେ ପୁରୁଣା ସରକାରଙ୍କୁ ସମାଲୋଚନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri