ଟିଭି ଚ୍ୟାନେଲ କଭରେଜ୍ ଉପରେ କଟକଣା, ରୁଷିଆ-ୟୁକ୍ରେନ୍ ଯୁଦ୍ଧ, ଦିଲ୍ଲୀ ହିଂସା ନେଇ ଆଡଭାଇଜରୀ ଜାରି…
ନୂଆଦିଲ୍ଲୀ, ୨୩।୪ : ୟୁକ୍ରେନ-ରୁଷିଆ ଯୁୁଦ୍ଧ ଏବଂ ଦିଲ୍ଲୀ ହିଂସାର ଟେଲିଭିଜନ କଭରେଜକୁ ବିରୋଧ କରି ସରକାର ଶନିବାର ନୂ୍ୟଜ ଚ୍ୟାନେଲମାନଙ୍କୁ କଡା ପରାମର୍ଶ ଦେଇ ସଂପୃକ୍ତ ଆଇନ ଅନୁଯାୟୀ ଧାର୍ଯ୍ୟ କରାଯାଇଥିବା ପ୍ରୋଗ୍ରାମ କୋଡକୁ ପାଳନ କରିବାକୁ କହିଛନ୍ତି। ଉତ୍ତର-ପଶ୍ଚିମ…
ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ପୁଣି ଅଣାୟତ୍ତ…
ନୂଆଦିଲ୍ଲୀ, ୨୩।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୫୨୭ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ…
ସୋନିଆଙ୍କୁ ଭେଟିବେ ପଟିଦାର ନେତା ନରେଶ ପଟେଲ: ଗୁଜରାଟ ନିର୍ବାଚନରେ ମିଳିପାରେ ଗୁରୁଦାୟିତ୍ୱ
ନୂଆଦିଲ୍ଲୀ,୨୩।୪: ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ଗୁଜରାଟ ରାଜନୀତି ସରଗରମ ହେବାରେ ଲାଗିଛି। ପ୍ରତ୍ୟେକ ଦଳ ବର୍ତ୍ତମାନଠାରୁ ନିଜ ଦଳକୁ ମଜବୁତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହିକ୍ରମରେ କଂଗ୍ରେସ ମଧ୍ୟ ସାମିଲ…
ବିହାର ଗସ୍ତରେ ସ୍ବରାଷ୍ଟ୍ରମନ୍ତ୍ରୀ: ନୀତିଶଙ୍କୁ ଭେଟିଲେ ଶାହା
ପାଟନା,୨୩।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଦିନିକିଆ ବିହାର ଗସ୍ତ କରିଛନ୍ତି। ଏହି ସମୟରେ ଅମିତ ଶାହା ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି। ସୂଚନାଯୋଗ୍ୟ, ଭୋଜପୁର ଜିଲାର ଜଗଦୀଶପୁରରେ ୧୮୫୭ରେ ବିଦ୍ରୋହରେ ନାୟକ ସାଜିଥିବା…
ହନୁମାନ ଚାଲିଶାକୁ ନେଇ ତେଜୁଛି ବିବାଦ: ଅପରାହ୍ନ ୩ଟାରେ ଖବରଦାତା ସମ୍ମିଳନୀ କରିବେ ନବନୀତ ରାଣା
ମୁମ୍ବାଇ,୨୩।୪: ମୁମ୍ବାଇରେ ହନୁମାନ ଚାଳିଶା ଜପକୁ ନେଇ ବିବାଦ ତେଜିବାରେ ଲାଗିଛି। ନିର୍ଦ୍ଦଳୀୟ ଏମ୍ପି ନବନୀତ ରାଣା ଓ ବିଧାୟକ ସ୍ବାମୀ ରବି ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପଢ଼ିବେ ବୋଲି ଶୁକ୍ରବାର ଘୋଷଣା…
ବିହାରରେ ଆମେ ସରକାର ଗଢିବୁ: ତେଜ ପ୍ରତାପ
ପାଟନା,୨୩ ।୪: ବିହାର ରାଜନୀତିରେ ବଡ ଖେଳ ହେବ ବୋଲି ଅନୁମାନ କରାଯାଉଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହେଉଛନ୍ତି ଏହାର ମୁଖ୍ୟ କାରଣ । ଶୁକ୍ରବାର ରାବ୍ରି ଦେବୀଙ୍କ ଇଫତାର ପାର୍ଟିରେ ନୀତୀଶ ପହଞ୍ଚି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ।…
ଶାନ୍ତି ବଜାୟ ରଖିବା ପାଇଁ ରବିବାର ବାହାରିବ ତ୍ରିରଙ୍ଗା ଯାତ୍ରା
ନୂଆଦିଲ୍ଲୀ,୨୨।୪: ହିଂସା ଘଟିଥିବା ଦିଲ୍ଲୀ ଜାହାଙ୍ଗୀରପୁରୀର ସି-ବ୍ଲକ୍ରେ ସ୍ଥାନୀୟ ଶାନ୍ତି କମିଟିର ପ୍ରତିନିଧୀମାନେ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଓ ସଦ୍ଭାବନା ରକ୍ଷା କରିବା ପାଇଁ ଶୁକ୍ରବାର ଲୋକଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ଉଭୟ ସମ୍ପ୍ରଦାୟର ଲୋକମାନେ ପରସ୍ପରକୁ ଆଲିଙ୍ଗନ କରିଥିଲେ।…
ପ୍ରଶାନ୍ତ କିଶୋରଙ୍କ ରଣନୀତିକୁ ନେଇ ସୋନିଆଙ୍କୁ ମତ ଦେଲେ କଂଗ୍ରେସ କମିଟି
ନୂଆଦିଲ୍ଲୀ,୨୩ ।୪: ନିର୍ବାଚନର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନର ରଣନୀତି ଉପରେ ବିଚାର ବିମର୍ଶ କରି କଂଗ୍ରେସର ବରିଷ୍ଠ ନେତାଙ୍କ ଏକ ଦଳ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସେମାନଙ୍କ ମତ…
ମାନ ସରକାରଙ୍କ ବଡ ନିଷ୍ପତ୍ତି: ଫେରାଇ ନିଆଗଲା ଚନ୍ନିଙ୍କ ପରିବାର, କ୍ୟାପଟେନଙ୍କ ପୁଅଙ୍କ ସମେତ ୧୮୪ ଭିଭିଆଇପିଙ୍କ ସୁରକ୍ଷା
ଚଣ୍ଡିଗଡ଼,୨୩ ।୪: ପଞ୍ଜାବ ସରକାର ଶୁକ୍ରବାର ବିଳମ୍ବିତ ରାତିରେ ୧୮୪ ଜଣ ଭିଭିଆଇପିଙ୍କ ପୋଲିସ ସୁରକ୍ଷାରେ କାଟଛାଟ କରିଛି । ଏବେ କେବଳ ସେହି ବ୍ୟକ୍ତିମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ଯେଉଁମାନଙ୍କ ପ୍ରତି କୌଣସି ବିପଦ ରହିଛି । ପଞ୍ଜାବ ପୋଲିସ…
ନୀତି ଆୟୋଗର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର
ନୂଆଦିଲ୍ଲୀ,୨୩।୪: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଜୀବ କୁମାର ଏହି ପଦବୀରେ ବହୁ ବର୍ଷ ଧରି ରହିଥିଲେ। ରାଜୀବ କୁମାରଙ୍କ ସ୍ଥାନରେ ବର୍ତ୍ତମାନ ଡ. ସୁମନ କେ ବେରୀଙ୍କୁ ନୀତି ଆୟୋଗର ଉପାଧ୍ୟକ୍ଷ…
ଦୀପାବଳି ସୁଦ୍ଧା ମୁକ୍ତ ବାଣିଜ୍ୟ ଚୁକ୍ତି
ନୂଆଦିଲ୍ଲୀ,୨୩।୪: ଦୀପାବଳି ସୁଦ୍ଧା ଭାରତ ଓ ବ୍ରିଟେନ ମଧ୍ୟରେ ବହୁପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍ଟିଏ) ସ୍ବାକ୍ଷର ହେବାକୁ ଯାଉଛି। ଏହା ଦ୍ୱାରା ଚଳିତ ଦଶନ୍ଧି ଶେଷ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ହୋଇପାରିବ ବୋଲି ବ୍ରିଟେନ…
ମୋଦିଙ୍କ ଗସ୍ତ ପୂର୍ବରୁ ଆକ୍ରମଣ ପଣ୍ଡ
ଜମ୍ମୁ,୨୩।୪ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତ ପୂର୍ବରୁ ବେଆଇନ ଘୋଷିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆତ୍ମଘାତୀ ବିସ୍ଫୋରଣ ଉଦ୍ୟମକୁ ସୁରକ୍ଷା ବଳ ପଣ୍ଡ କରିଦେଇଛି। ୫ ଘଣ୍ଟାର ଏନ୍କାଉଣ୍ଟରରେ ୨ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ସିଆଇଏସ୍ଏଫ୍…
Archives


