ଜାତୀୟ

ଦେଶରେ ବଢିଚାଲିଛି କରୋନା, ଆଜି ୨,୬୪,୨୦୨ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୧୪।୧: କରୋନାର ତୃତୀୟ ଲହର ଦେଶରେ ଦ୍ରୁତ ଗତିରେ ବଢିଚାଲିଛି। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨,୬୪,୨୦୨ ଥିବା ଜଣାପଡିଛି। ଗୁରୁବାରଠାରୁ ଶୁକ୍ରବାର ୬.୭ ପ୍ରତିଶତ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ୩୧୫ ଜଣଙ୍କ ମୃତ୍ୟୁ...

୩ ଦିନରେ ଇସ୍ତଫା ଦେଲେଣି ୧୧ ବିଧାୟକ

ଲକ୍ଷ୍ନୌ,୧୪।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଧାୟକ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଦେବା ଧାରା ଜାରି ରହିଛି। ଏହି ଧାରାରେ ଯୋଡ଼ି ହୋଇ ଯୋଗୀ ଆଦିତ୍ୟନାଥଙ୍କ ସରକାରରୁ ଇସ୍ତଫା ଦେଇଛନ୍ତି ବିଧାୟକ ଚୌଧାରୀ ଅମର ସିଂ। ୩ ଦିନ ମଧ୍ୟରେ...

କରୋନା ଦ୍ୱିତୀୟ ଲହରରେ ୨.୪ ଲକ୍ଷ ଲୋକଙ୍କର ହୋଇଥିଲା ମୃତ୍ୟୁ, ତୃତୀୟ ଲହର ହୋଇପାରେ ଏହାଠାରୁ ଭୟଙ୍କର: ୟୁଏନ୍‌

ନୂଆଦିଲ୍ଲୀ,୧୪ ।୧: କରୋନା ସଂକ୍ରମଣକୁ ନେଇ ଚେତାବନି ଦେଇଛି ଜାତିସଂଘ । ଏକ ରିପୋର୍ଟରେ ୟୁଏନ୍ ଦାବି କରିଛି ଯେ କରୋନାର ଦ୍ୱିତୀୟ ଲହର ଅର୍ଥାତ୍ ଡେଲ୍ଟା ଭାରିଏଣ୍ଟରେ ଏପ୍ରିଲରୁ ଜୁନ୍ ମଧ୍ୟରେ ୨.୪ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା...

ଫଶି ରହିଛନ୍ତି ଅନେକ ଯାତ୍ରୀ

ଜଲପାଇଗୁରି(ପଶ୍ଚିମବଙ୍ଗ),୧୪।୧: ପଶ୍ଚିମବଙ୍ଗର ଜଲପାଇଗୁରି ଜିଲାରେ ଘଟିଥିବା ଟ୍ରେନ ଦୁର୍ଘଟଣା ସ୍ଥଳରୁ ଅନେକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି। ଗୁଆହାଟି-ବିକାନର ଏକ୍ସପ୍ରେସ ଟ୍ରେନର ୧୨ଟି କୋଚ୍‌ ଜଲପାଇଗୁରି ଜିଲାର ମାୟନଗରି ସହରରେ ଲାଇନ ଚ୍ୟୁତ ହେବାରୁ ଅତିକମ୍‌ରେ ୭ ଜଣ...

ଦୁଇଟି ଆସନରୁ ନିର୍ବାଚନ ଲଢି ପାରନ୍ତି ଚନ୍ନୀ

ଚଣ୍ଡିଗଡ଼,୧୪ ।୧: ପାଖେଇ ଆସିଲାଣି ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ । ଗୁରୁବାର କଂଗ୍ରେସ ସେଣ୍ଟ୍ରାଲ ଇଲେକ୍ସନ କମିଟି(ସିଇସି)ର ଏକ ବୈଠକ ଭିଡିଓ କନଫରେନସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ସ୍ଥିର...

କରୋନାର ସୁପର ସ୍ପେଡର ହୋଇପାରେ ମାଘ ମେଳା

ଲକ୍ଷ୍ନୌ,୧୪ ।୧: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି ମାଘ ମେଳା । ଏବେ ଅନୁମାନ କରାଯାଉଛି କି ଆସ୍ଥା ଓ ବିଶ୍ୱାସର ଏହି ମେଳା କରୋନାର ସୁପର ସ୍ପେଡର ହୋଇପାରେ...

ଟ୍ରେନ୍‌ରେ ବିନା ମାସ୍କରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଆଦାୟ ହେଲାଣି ୫୦ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୪ ।୧: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ସେଣ୍ଟ୍ରାଲ ରେଲୱେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଟ୍ରେନ୍ ଓ ପ୍ଲାଟଫର୍ମରେ ଯେଉଁମାନେ ମାସ୍କ ପିନ୍ଧି ନାହାନ୍ତି ସେମାନଙ୍କୁ ବିରୋଧ କରାଯାଉଛି । ଏହାସହ ସେମାନଙ୍କଠାରୁ ଜରିମାନା ବି ଆଦାୟ...

କଂଗ୍ରେସରୁ ଟିକେଟ୍‌ ପାଇଲେ ଉନ୍ନାଓ ପୀଡ଼ିତାଙ୍କ ମା’

ଲକ୍ଷ୍ନୌ,୧୩।୧: ଆସନ୍ତା ମାସରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ଗୁରୁବାର କଂଗ୍ରେସ ପକ୍ଷରୁ ୧୨୫ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଉନ୍ନାଓ ପୀଡ଼ିତାଙ୍କ ମା’ ଆଶା ସିଂ। ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଆଶା...

୧୭୨ ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କଲା ଭାଜପା

ନୂଆଦିଲ୍ଲୀ,୧୩ା୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୧୭୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯାଇଛି। ବର୍ତ୍ତମାନ ବିଧାନ ପରିଷଦ ସଦସ୍ୟ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏଥର...

ବସ୍‌ ଭିତରକୁ ଘୋଷାଡ଼ି ନେଇ ନାବାଳିକାଙ୍କୁ ବଳାତ୍କାର

ଭଦୋଦରା,୧୩।୧: ୧୬ ବର୍ଷୀୟା ନାବାଳିକାଙ୍କୁ ଏକ ଖାଲି ବିଳାଶପୂର୍ଣ୍ଣ ବସ୍‌ ଭିତରକୁ ଘୋଷାଡ଼ି ନେଇ ବଳାତ୍କାର କରାଯାଇଛି। ଗୁଜରାଟର ଭଦୋଦରା ସହରରେ ଏଭଳି ଘଟଣା ଘଟିଥିବା ସ୍ପଷ୍ଟ କରିଛି ପୋଲିସ। ଘଟଣା ଘଟିଥିଲା ଜାନୁୟାରୀ ୨ ତାରିଖ ରାତିରେ ନ୍ୟୁ...

‘ଭାଜପା ସାପ ହେଲେ ମୁଁ ନେଉଳ’

ନୂଆଦିଲ୍ଲୀ,୧୩ା୧: ଭାଜପା ଏକ ସାପ ସଦୃଶ। କିନ୍ତୁ ମୁଁ ସାପର ବିନାଶକାରୀ ନେଉଳ ବୋଲି ଗୁରୁବାର ଟାର୍ଗେଟ କରିଛନ୍ତି ୟୁପିର ଓବିସି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ। ଦୁଇଦିନ ତଳେ ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟି(ଏସ୍‌ପି) ନେତା...

ଡେଲିଭରୀ ବୟଙ୍କ ପରିବାରକୁ ୧୦ ଲକ୍ଷ ଦେବ ଜମାଟୋ

ନୂଆଦିଲ୍ଲୀ,୧୩।୧: ମଦ ନିଶାରେ ଥିବା ପୋଲିସ କନଷ୍ଟେବଳଙ୍କ ଏସ୍‌ୟୁଭି ଧକ୍କାରେ ଶନିବାର ରାତିରେ ପ୍ରାଣ ହରାଇଥିଲେ ଜମାଟୋ ଡେଲିଭରୀ ବୟ ସଲିଲ ତ୍ରିପାଠୀ। ତାଙ୍କ ବିୟୋଗରେ ଜମାଟୋ ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ଦୁଃଖ ପ୍ରକାଶ କରିଛନ୍ତି। “ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri