‘ଯଦି ନ କରିପାରେ ଗୋଇଠା ମାରି ତଡ଼ିଦେବ’
ଭରୁଚ(ଗୁଜରାଟ),୧।୫ : ଆମ ଆଦମି ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଗୁଜରାଟରେ ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିବା ସହ ଦିଲ୍ଲୀର ସଫଳ ଶାସନ ମଡେଲକୁ କାର୍ଯ୍ୟକାରୀ କରିବା ଲାଗି ସୁଯୋଗ ମାଗିଛନ୍ତି। “ଗୁଜରାଟରେ ୬ ହଜାର ସରକାରୀ ସ୍କୁଲ…
ଦାୟିତ୍ୱ ନେବାର ପ୍ରଥମ ଦିନରେ ଆକ୍ସନ୍ ମୋଡ୍ରେ ସ୍ଥଳସେନା ମୁଖ୍ୟ
ନୂଆଦିଲ୍ଲୀ,୧ା୫: ଭାରତର ନୂଆ ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଲ୍ୟୁଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ। ଦାୟିତ୍ୱ ନେବାର ପ୍ରଥମ ଦିନରେ ସେ ଆକ୍ସନ୍ ମୋଡ୍ରେ ନଜର ଆସିଛନ୍ତି। ଭାରତ-ଚାଇନା ସୀମାରେ ଦେଶର ସାର୍ବଭୌମତ୍ୱକୁ ହରାଇବାକୁ ଦିଆଯିବ ନାହିଁ ବୋଲି…
୧୦ ଏକର ଜମି ଦାନ କଲେ ମନ୍ତ୍ରୀ ଆଦିତ୍ୟ ଠାକରେ
ତିରୁମାଲା,୧।୫: ମହାରାଷ୍ଟ୍ରରେ ଭବ୍ୟ ତିରୁପତି ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ୧୦ ଏକର ଜମି ଆବଣ୍ଟନ ପାଇଁ ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ ପ୍ରଦାନ କରିଛନ୍ତି। ନଭି ମୁମ୍ବାଇରେ ଶ୍ରୀ ଭେଙ୍କଟେଶ୍ୱରା ମନ୍ଦିର ସ୍ଥାପନ ହେବ। ଶନିବାର ଆଦିତ୍ୟ ମନ୍ଦିର ପରିଦର୍ଶନ…
୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ତାତି
ନୂଆଦିଲ୍ଲୀ,୧।୫: ଚଳିତ ବର୍ଷ ଦେଶରେ ଭୀଷଣ ଗରମ ଅନୁଭୂତ ହେଉଛି। ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ଏପ୍ରିଲ ମାସର ଗରମ ୧୨୨ ବର୍ଷର ରେକର୍ଡ ଭାଙ୍ଗିଥିବା ଶନିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ସୂଚନା ଦେଇଛି। ଏନେଇ ଆୟୋଜିତ ଏକ ଖବରଦାତା…
ଭାରତୀୟ ଛାତ୍ରୀଛାତ୍ରଙ୍କୁ ପାକିସ୍ତାନରେ ଡାକ୍ତରୀ ପାଠ ପଢ଼ିବାକୁ ମନାକଲା ଏନ୍ଏମ୍ସି
ନୂଆଦିଲ୍ଲୀ,୧।୫ : ପାକିସ୍ତାନର ମେଡିକାଲ କଲେଜଗୁଡ଼ିକରେ ନାମ ନ ଲେଖାଇବାକୁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍ଏମ୍ସି) ଭାରତୀୟ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏବଂ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ମିଳିତ ଭାବେ ଏକ ଆଡଭାଇଜରି ଜାରି କରିଥିଲା। ଉକ୍ତ…
‘ଅସ୍ତିତ୍ୱ ବଞ୍ଚାଇବାକୁ ଚାଲିଛି ଡ୍ରାମା’
ପୁଣେ,୧।୫: ମହାରାଷ୍ଟ୍ରରେ ଲାଉଡସ୍ପିକର ଏବଂ ହନୁମାନ ଚାଳିଶା ବିବାଦ ଥମିବାର ନାଁ ନେଉନାହିଁ। ଏମ୍ଏନ୍ଏସ୍ ମୁଖ୍ୟ ରାଜ ଠାକରେ ଚେତାବନୀ ଦେବା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ ଠାକରେଙ୍କୁ ରବିବାର ଟାର୍ଗେଟ୍ କରିଛନ୍ତି। ନଁା ନ ନେଇ ରାଜଙ୍କୁ…
ମହିଳାଙ୍କୁ ଗଣବଳାତ୍କାର ପରେ ଭିଡିଓ ଭାଇରାଲ
ଶାହଜାହାନପୁର(ଉତ୍ତରପ୍ରଦେଶ),୧।୫ : ଜଣେ ୩୦ ବର୍ଷୀୟା ମହିଳାଙ୍କୁ ୫ ଜଣ ବ୍ୟକ୍ତି ଗଣବଳାତ୍କାର କରିବା ସହ ଅପରାଧର ଭିଡିଓ ଶୁଟ୍ କରି ଭାଇରାଲ କରି ଦେଇଛନ୍ତି। ଗତ ୨୨ ତାରିଖରେ ମହିଳାଙ୍କୁ ୫ ଜଣ ବ୍ୟକ୍ତି ଘର ବାହାରକୁ ଟାଣି ନେଇ…
କରୋନାର ନୂଆ ଲକ୍ଷଣ
ନୂୂଆଦିଲ୍ଲୀ,୧ ।୫: ଦେଶରେ କରୋନା ଗ୍ରାଫ ପୁଣି ବଢିବାରେ ଲାଗିଲାଣି । ଗତ ଦୁଇ ମାସ ହେବ କରୋନା ସଂକ୍ରମଣ କମ ହୋଇ ଯାଇଥିବା ବେଳେ ଏବେ ପୁଣି ଏହା ବଢି ଯାଇଛି । ଅଚାନକ ସଂକ୍ରମଣ ବଢିବା ଫଳରେ ଲୋକଙ୍କ…
ଜିନ୍ସ ପକେଟ୍ରେ ରଖିଥିଲେ ମୋବାଇଲ୍, ଘଟିଲା ଏମିତି
ଉଜ୍ଜୟିନୀ,୧।୫: ଆଜିକାଲି ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳୁଛି। ମଣିଷମାନଙ୍କ ସହିତ ଉତ୍ତାପର ପ୍ରଭାବ ମୋବାଇଲ ଉପରେ ମଧ୍ୟ ପ୍ରଭାବ ପକାଇବା ଆରମ୍ଭ କରିଛି। ଯଦି ଆପଣ ଟାଇଟ ଜିନ୍ସ ପିନ୍ଧୁଛନ୍ତି ଏବଂ ଏଥିରେ ମୋବାଇଲ ରଖୁଛନ୍ତି, ତେବେ ଟିକେ ସତର୍କ…
ଏପ୍ରିଲ୍ରେ ରେକର୍ଡ ଜିଏସ୍ଟି ସଂଗ୍ରହ, ୧.୬୮ ଲକ୍ଷ କୋଟି ଟିକସ…
ନୂଆଦିଲ୍ଲୀ, ୧।୫ : ଏପ୍ରିଲ ୨୦୨୨ ରେ, ଦେଶରେ ଜିଏସ୍ଟି ଲାଗୁ ହେବା ପରଠାରୁ ସର୍ବାଧିକ ଟିକସ ସଂଗ୍ରହ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷର ଆରମ୍ଭରେ ଜିଏସ୍ଟି ସଂଗ୍ରହରେ ରେକର୍ଡ ବୃଦ୍ଧି ଘଟିଛି। ଚଳିତ ମାସରେ ମୋଟ ୧,୬୭,୫୪୦ କୋଟି ଟଙ୍କା…
ପୁଣି ଫେରିବ କରୋନା କଟକଣା, ମୁଖ୍ୟମନ୍ତ୍ରୀ-ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ସୂଚନା…
ମୁମ୍ବାଇ, ୧।୫ : ମହାରାଷ୍ଟ୍ରରେ ପୁଣି କରୋନା କଟକଣା ଫେରିବାକୁ ଯାଉଛି। ଏଠାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇପାରେ। କରୋନା ସଂକ୍ରମଣ ବୃଦ୍ଦି ପାଉଥିବାରୁ ପୁଣି ମାସ୍କର ନିୟମ ଲାଗୁ ହେବ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି। ଶନିବାର…
୪ ମାସରେ ୧୫ ପାକିସ୍ତାନୀ ଆତଙ୍କବାଦୀଙ୍କ ଏନ୍କାଉଣ୍ଟର…
ଶ୍ରୀନଗର, ୧।୫ : ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅପରେଶନ୍ରେ ମିଳିତ ସୁରକ୍ଷା ବାହିନୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଗତ ବର୍ଷ ସମାନ ସମୟ ତୁଳନାରେ ଚଳିତ ବର୍ଷ ୪ ମାସ ମଧ୍ୟରେ ଏପର୍ଯ୍ୟନ୍ତ କାଶ୍ମୀରରେ ଆତଙ୍କବାଦୀଙ୍କ ମୃତ୍ୟୁ…
Archives


