ଜାତୀୟ

ସାମ୍ପ୍ରତିକ ସ୍ଥିତିରେ ସାମୁଦ୍ରିକ ସୁରକ୍ଷା ଅପରିହାର୍ଯ୍ୟ, କହିଲେ ଡୋଭାଲ…

ନୂଆଦିଲ୍ଲୀ, ୩୦।୬ : ପରିବର୍ତ୍ତିତ ଭୌଗୋଳିକ ବିକାଶ ମଧ୍ୟରେ ସମ୍ପ୍ରତି ସାମୁଦ୍ରିକ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଗୁରୁବାର ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀର ପ୍ରଥମ ବୈଠକରେ ଯୋଗଦେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହା କହିଛନ୍ତି। ଦେଶର ସାମୁଦ୍ରିକ ସୁରକ୍ଷାକୁ…

ଶିବସେନାର ଜନ୍ମ କ୍ଷମତା ପାଇଁ ହୋଇନାହିଁ,ସଞ୍ଜୟଙ୍କ ମନ୍ତବ୍ୟ…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ସଙ୍କଟ ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଗତକାଲି ଯେତେବେଳେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ସେତେବେଳେ ଆମେ ଭାବପ୍ରବଣ ହୋଇପଡିଥିଲୁ। ସମସ୍ତଙ୍କର ଉଦ୍ଧବ ଠାକରେଙ୍କ ଉପରେ…

ମୁଁ ସମୁଦ୍ର, ପୁଣି ଫେରିବି: ଭାଇରାଲ ହେଉଛି ଫଡନବିଶଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୩୦ ।୬: ୨୦୧୯ରେ ଯେତେବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମିଶି ନିର୍ବାଚନ ଲଢିଥିଲେ ସେତେବେଳେ ଅନୁମାନ ଲଗାଯାଇଥିଲା କି ଏହି ଦୁଇ ଦଳ ସରକାର ଗଠନ କରିବେ । ଏମିତିକି ଦେବେନ୍ଦ୍ର ଫଡନବିଶ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ…

ହାଇ ଟେନସନ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲା ଅଟୋ, ୮ ଜୀବନ୍ତ ଦଗ୍ଧ…

ହାଇଦ୍ରାବାଦ, ୩୦।୬ : ଆନ୍ଧ୍ରପ୍ରଦେଶର ସତ୍ୟସାଇ ଜିଲାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗୁରୁବାର ଏଠାରେ ଏକ ଅଟୋ ହାଇ ଟେନସନ ଇଲେକ୍ଟ୍ରିକ ତାର ସଂସ୍ପର୍ଶରେ ଆସି ଜଳି ଯାଇଛି। ଅଟୋରେ ଥିବା ଆଠ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି।…

ଫ୍ଲୋର ଟେଷ୍ଟର ଆଉ ଆବଶ୍ୟକତା ନାହିଁ, ବିଧାନସଭା ସଚିବ ଦେଲେ ସୂଚନା…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକ୍‌ରେଙ୍କ ଇସ୍ତଫା ପରେ ବିଧାନସଭା ସଚିବ ରାଜେନ୍ଦ୍ର ଭାଗଓ୍ବତ ସୂଚନା ଦେଇଛନ୍ତି ଯେ, ଆଉ ଫ୍ଲୋର ଟେଷ୍ଟର ଆବଶ୍ୟକତା ନାହିଁ। ସେ ଏସମ୍ପର୍କରେ ରାଜ୍ୟର ସମସ୍ତ ବିଧାୟକଙ୍କୁ ଜଣାଇଛନ୍ତି। ସେ କହିଛନ୍ତି…

ଘନେଇଲା ସଙ୍କଟ, ଲକ୍ଷେ ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୩୦।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ଭାଜପା ସହିତ ଶିବସେନାର ୩୩ ବର୍ଷର ମେଣ୍ଟ, ୭୩ ଆସନରୁ ୫୬ରେ ପହଞ୍ଚିଛି ଶିବସେନା…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏକନାଥ ସିନ୍ଧେ ୨୦ ଜୁନ ରାତିରେ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଜୁନ୍‌ ୨୨ ରେ ରାତି ୮ ଟା ୧୧ରେ ଏକାସାଙ୍ଗରେ ଦୁଇଟି ଟୁଇଟ କରିଥିଲେ। ସେ ଲେଖିଥିଲେ ଗତ…

ଜୁଲାଇ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଫଡନବିଶ

ମୁମ୍ବାଇ,୩୦ ।୬: ଗଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନ । ବୁଧବାର ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁରୁବାର ସକାଳୁ ସେ ହେଲେ କାର୍ଯ୍ୟକାରୀ ସିଏମ । ମହାରାଷ୍ଟ୍ରର ଏହି ରାଜନୈତିକ ସଙ୍କଟ ମଧ୍ୟରେ ଭାରତୀୟ ଜନତା…

ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୧୫ ନାମାଙ୍କନ ଦାଖଲ, ଯାଞ୍ଚ୍‌ ପୂର୍ବରୁ ୨୮ ଖାରଜ…

ନୂଆଦିଲ୍ଲୀ, ୩୦।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ବୁଧବାର ଶେଷ ହୋଇଛି। ଜୁନ ୨୯ ତାରିଖ ପର୍ଯ୍ୟନ୍ତ ମୋଟ ୧୧୫ ନାମାଙ୍କନପତ୍ର ଦାଖଲ କରାଯାଇଥିଲା । ସେଥିମଧ୍ୟରୁ ୮୭ଟି ନାମାଙ୍କନ ଯାଞ୍ଚ ପାଇଁ ବାକି…

ମୁଖ୍ୟମନ୍ତ୍ରୀ ପଦରେ ୯୪୩ ଦିନ ରହିଲେ ଉଦ୍ଧବ, ଏବେ ପର୍ଯ୍ୟନ୍ତ ୨ ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି ୫ ବର୍ଷ

ମୁମ୍ବାଇ,୩୦ ।୬: ମହାରାଷ୍ଟ୍ରରେ ୨୦୧୯ ନଭେମ୍ବର ୨୮ରେ ଆରମ୍ଭ ହୋଇଥିବା ଉଦ୍ଧବ ରାଜ ଏବେ ଶେଷ ହୋଇଛି । ଗତ ୧୦ ଦିନ ହେବ ଲାଗି ରହିଥିବା ରାଜନୈତିକ ସଙ୍କଟ ଶେଷରେ ଶେଷ ହୋଇଛି ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର…

କରାଚୀରେ ଟ୍ରେନିଂ ନେଇଥିଲେ ଅଭିଯୁକ୍ତ

ଜୟପୁର, ୩୦ା୬: ରାଜସ୍ଥାନର ଉଦୟପୁରରେ ଦରଜି କହ୍ନେୟାଲାଲ ତେଲି(୪୮)ଙ୍କ ବୀଭତ୍ସ ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ)କୁ ଦିଆଯାଇଛି। ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ ଦୃଷ୍ଟିରୁ ତଦନ୍ତ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ପାଇବା ପରେ…

ଚିତ୍ରା ରାମକ୍ରିଷ୍ଣନ୍‌ଙ୍କୁ ଜରିମାନା

ନୂଆଦିଲ୍ଲୀ, ୩୦ା୬: ଡାର୍କ ଫାଇବର ମାମଲାରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌ (ଏନ୍‌ଏସ୍‌ଇ), ଏହାର ବିଜନେସ୍‌ ଡେଭେଲପମେଣ୍ଟ ଅଫିସର ରବି ବାରାଣସୀ, ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚିତ୍ରା ରାମକ୍ରିଷ୍ଣନ୍‌, ତାଙ୍କ ପରାମର୍ଶଦାତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri