ଜାତୀୟ

ଆରମ୍ଭ ହେଲା ଅମରନାଥ ଯାତ୍ରା, ଅଗଷ୍ଟ ୧୧ରେ ହେବ ଶେଷ

ଜମ୍ମୁ,୩୦ ।୬: ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ପୁଣିଥରେ ଆରମ୍ଭ ହୋଇଛି ପବିତ୍ର ଅମରନାଥ ଯାତ୍ରା । ଗୁରୁବାର ଅର୍ଥାତ୍ ଜୁନ ୩୦ରୁ ଔପଚାରିକ ଭାବେ ଏହି ଯାତ୍ରା ଆରମ୍ଭ ହୋଇଛି । ପହଲଗାମ ବେସ କ୍ୟାମ୍ପରେ ପାଖାପାଖି ୧୦…

ଟୁଇଟରକୁ କେନ୍ଦ୍ରର ଶେଷ ନୋଟିସ୍‌

ନୂଆଦିଲ୍ଲୀ,୩୦।୬: କେନ୍ଦ୍ର ସରକାରଙ୍କର ପ୍ରତ୍ୟେକ ନିର୍ଦ୍ଦେଶାବଳୀକୁ ପାଳନ କରିବା ଉଦ୍ଦେଶ୍ୟରେ ବୁଧବାର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଟୁଇଟରକୁ ଫାଇନାଲ ନୋଟିସ୍‌ ଜାରି କରାଯାଇଛି। ଏନେଇ ଟୁଇଟରକୁ ଜୁଲାଇ ୪ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ନିୟମ ପାଳନ ନ କଲେ…

ଜୁବୈରଙ୍କ ଗିରଫଦାରିକୁ ଜାତିସଂଘର ନିନ୍ଦା

ନୂଆଦିଲ୍ଲୀ,୩୦।୬: ଅଲ୍ଟ ନ୍ୟୁଜ୍‌ ଚ୍ୟାନେଲର ଖବରଦାତା ମହମ୍ମଦ ଜୁବୈରଙ୍କ ଗିରଫଦାରି ମାମଲାକୁ ଜାତିସଂଘ ପକ୍ଷରୁ ନିନ୍ଦା କରାଯାଇଛି। କୌଣସି ସାମ୍ବାଦିକଙ୍କୁ ତାଙ୍କ ଟୁଇଟ୍‌, ଲେଖା ଓ ମନ୍ତବ୍ୟକୁ ଆଧାର କରି ଗିରଫ କରିବା ଉଚିତ୍‌ ନୁହେଁ ବୋଲି ବୁଧବାର ଜାତିସଂଘ ପକ୍ଷରୁ…

ମଧ୍ୟରାତ୍ରିରେ ମହାନାଟକ

ମୁମ୍ବାଇ,୩୦ା୬: ହିନ୍ଦୁ ହୃଦୟ ସମ୍ରାଟ ସ୍ବର୍ଗତ ବାଲାସାହେବ ଠାକ୍‌ରେଙ୍କ ଲିଗାସି ଏବଂ ସବୁଠୁ ସମୃଦ୍ଧ ରାଜ୍ୟ ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ୧୧ ଦିନ ଧରି ଚାଲିଥିବା ଟଣାଓଟରା ବୁଧବାର ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଆସ୍ଥାଭୋଟର…

କେରଳରେ ବଢି ଚାଲିଛି ଆନ୍ଥ୍ରାକ୍ସ

ଥିରୁଭାନନ୍ତପୁରମ,୩୦ ।୬: କେରଳରେ କୋଭିଡ ୧୯ ପୁଣିଥରେ ବଢି ଚାଲିଥିବା ବେଳେ ଇତିମଧ୍ୟରେ ଆନ୍ଥ୍ରାକ୍ସ ଆଉ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଛି । କେରଳର ଅଥିରାପିଲ୍ଲି ବନାଞ୍ଚଳରେ ଗତ କିଛିଦିନ ହେବ ଆନ୍ଥ୍ରାକ୍ସ କାରଣରୁ ଅଧିକାଂଶ ଜଙ୍ଗଲି ଘୁଷୁରିଙ୍କ ମୃତ୍ୟୁ…

ଶେଷକୁ କାମରେ ଆସିଲା ଶାହାଙ୍କ ରଣନୀତି

ନୂଆଦିଲ୍ଲୀ,୩୦ ।୬: କାମ ଦେଲା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ରଣନୀତି । ଦୀର୍ଘ ଅଢେଇ ବର୍ଷର ଅପେକ୍ଷା ପରେ ତୃତୀୟ ରାଜ୍ୟ ଭାବେ ମହାରାଷ୍ଟ୍ରରେ ସଫଳ ହେଲା ଅପରେଶନ ଲୋଟସ । ଏହି ଅପରେଶନରେ ସଫଳ ହେବାକୁ ଅବଶ୍ୟ ଭାରତୀୟ ଜନତା…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ,୨୯।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ଫ୍ଲୋର ଟେଷ୍ଟ ପୂର୍ବରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି। ଗୁରୁବାର ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ ଘୋଷଣା କରିବା ପରେ ତାହାକୁ ଚ୍ୟାଲେଞ୍ଜ କରି ଏହା…

ସୁପ୍ରିମକୋର୍ଟରେ ଉଦ୍ଧବ ସରକାରଙ୍କୁ ବଡ଼ ଝଟ୍‌କା: ଗୁରୁବାର ହେବ ଫ୍ଲୋର ଟେଷ୍ଟ

ନୂଆଦିଲ୍ଲୀ, ୨୯।୬: ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ନିର୍ଣ୍ଣାୟକ ମୋଡ଼ ଆଡକୁ ଗତି କରୁଛି। ଉଦ୍ଧବ ସରକାରଙ୍କୁ ବୁଧବାର ଏକ ବଡ଼ ଝଟ୍‌କା ଲାଗିଛି। ଶିବସେନାର ପିଟିଶନକୁ ଖାରଜ କରି ଗୁରୁବାର ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ସୁପ୍ରିମକୋର୍ଟ ସବୁଜ ସଙ୍କେତ…

ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ

ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ ମିଳିଛି। ଚିଠି ମାଧ୍ୟମରେ ଏହି ଧମକ ଦିଆଯାଇଥିବା ଜଣାପଡିଛି। ସ୍ବରା ସଭରକରଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ହତ୍ୟା କରାଯିବାକୁ ଏହି ଚିଠିରେ ଧମକ ମିଳିଛି। ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।…

‘ନିଜ ଲୋକ ମୋ ସହ କଲେ ବିଶ୍ୱାସଘାତକତା’

ମୁମ୍ବାଇ,୨୯।୬: ଶିବସେନା ବିଧାୟକଙ୍କ ବିଦ୍ରୋହ ଯୋଗୁ ମହାରାଷ୍ଟ୍ର ସରକାର ଭାଙ୍ଗିବା ଅବସ୍ଥାରେ ରହିଛି। ହେଲେ ଏହି ସଙ୍କଟ ଭିତରେ ବୁଧବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ୟାବିନେଟ ବୈଠକ କରି ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ ବୈଠକରେ ୨ ସହର, ଗୋଟିଏ…

ବଦଳିଲା ୨ ସହର, ଗୋଟିଏ ବିମାନ ବନ୍ଦର ନାଁ

ମୁମ୍ବାଇ,୨୯।୬: ମହାରାଷ୍ଟ୍ରର ଉଦ୍ଧବ ଠାକୁର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଔରଙ୍ଗାବାଦ ସହରକୁ ସମ୍ଭାଜୀନଗର ନାମରେ ନାମିତ କରିବାକୁ କ୍ୟାବିନେଟ ଅନୁମୋଦନ କରିଛି। ଏଥିସହିତ ଓସମାନାବାଦ ସହରର ନାମକୁ ଧରାସିଭ ନାଁରେ ପରିବର୍ତ୍ତନ କରାଯାଇଛି। ସେହିପରି ନଭି ମୁମ୍ବାଇ ଅନ୍ତର୍ଜାତୀୟ…

‘ଫ୍ଲୋର୍‌ ଟେଷ୍ଟରେ ଆମେ ଜିତିବୁ’

ଗୁଆହାଟୀ,୨୯।୬: ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡି (ଏମଭିଏ) ସରକାର ସଙ୍କଟରେ ପଡିଛି। ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଶିବସେନାର ୪୦ରୁ ଅଧିକ ବିଧାୟକ ଏବେ ଆସାମର ଗୁଆହାଟୀରେ ଅଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଗୁରୁବାର ୧୧.୫ ସୁଦ୍ଧା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri