ଜାତୀୟ

ପୋଷଣ ଯୋଜନା ଲାଭ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ, ୩୦ା୬: କେନ୍ଦ୍ର ସରକାରଙ୍କ ପୋଷଣ ଯୋଜନାର ଲାଭ ପାଇବା ପାଇଁ ପିଲାଙ୍କ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଗୁରୁବାର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହା କୁହାଯାଇଛି। ପିଲାମାନଙ୍କ ମା’ଙ୍କ ବାୟୋମେଟ୍ରିକ୍‌ କାର୍ଡ ଦ୍ୱାରା ପୋଷଣ ଟ୍ରାକ୍‌ର…

ଜୁଲାଇ ୨ରେ ବହୁମତ ସାବ୍ୟସ୍ତ କରିବେ ସିନ୍ଧେ

ମୁମ୍ବାଇ,୩୦।୬: ରାଜ୍ୟପାଳ ଭଗତ ସିଂ କୋଶିୟାରୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ଶନିବାର ଅର୍ଥାତ ଜୁଲାଇ ୨ ତାରିଖରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମହାରାଷ୍ଟ୍ର କ୍ୟାବିନେଟ ୨ ଦିନ ଅର୍ଥାତ୍‌ ଜୁଲାଇ ୨ ଏବଂ ୩ ପାଇଁ…

ଗୋଆ ହୋଟେଲରେ ଝୁମିଲେ ବିଦ୍ରୋହୀ ବିଧାୟକ

ପଣଜୀ,୩୦।୬: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଏକନାଥ ସିନ୍ଧେଙ୍କ ନାମ ଘୋଷଣା ହେବା ପରେ ଗୋଆ ହୋଟେଲରେ ରହିଥିବା ସିନ୍ଧେ ଗୋଷ୍ଠୀର ବିଧାୟକମାନେ ଖୁସି ବ୍ୟକ୍ତ କରିବା ସହିତ ଉତ୍ସବ ପାଳନ କରିଛନ୍ତି। ବିଧାୟକଙ୍କ ଏକ ଭିଡିଓ ଏବେ ସାମ୍ନାକୁ…

ଜୁଲାଇ ୧୮ରୁ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୩୦।୬: ସଂସଦର ମୌସୁମୀ ଅଧିବେଶନ ପାଇଁ ଗୁରୁବାର ତାରିଖ ଘୋଷଣା କରାଯାଇଛି। ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି କୁହାଯାଉଛି। ଏହା ଅଗଷ୍ଟ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ସୂଚନା ଅନୁଯାୟୀ, ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ…

ଅଭିଯୁକ୍ତଙ୍କୁ ଦିଲ୍ଲୀ ଆଣିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୩୦ା୬: ରାଜସ୍ଥାନ ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କ ହତ୍ୟା ଅଭିଯୁକ୍ତ ରିଆଜ୍‌ ଅଖତାରୀ ଏବଂ ଗୋସ୍‌ ମହମ୍ମଦଙ୍କୁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ଦିଲ୍ଲୀ ଆଣିବ। ସେଠାରେ ଅନ୍ୟ ଗୋଷ୍ଠୀ ପକ୍ଷରୁ ଅଭିଯୁକ୍ତଙ୍କ ଉପରେ ଆକ୍ରମଣ ଆଶଙ୍କା ଥିବାରୁ ଉଭୟଙ୍କୁ…

ସିନ୍ଧେ-ଫଡନବିସ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରାୟ ଦୁଇ ସପ୍ତାହ ଧରି ଚାଲିଥିବା ରାଜନୈତିକ ସଙ୍କଟ ପରେ ମହାରାଷ୍ଟ୍ରକୁ ଗୁରୁବାର ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଏକ ନୂତନ ସରକାର ମିଳିଛି। ରାଜଭବନରେ ରାଜ୍ୟପାଳ ଭାଗବତ ସିଂ କୋଶିୟାରୀଙ୍କ ଦ୍ୱାରା ସିନ୍ଧେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହ…

‘ଦଳର ଆଦେଶ ସର୍ବୋପରି’

ମୁମ୍ବାଇ,୩୦।୬: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଦେବେନ୍ଦ୍ର ଫଡନବିସ୍‌ ଟୁଇଟ କରିଛନ୍ତି। ଟୁଇଟ କରି ସେ ଲେଖିଛନ୍ତି, ଜଣେ ପ୍ରାମାଣିକ କର୍ମକର୍ତ୍ତା ଭାବେ ମୁଁ ଦଳର ଆଦେଶ ପାଳନ କରୁଛି। ଦଳର ଆଦେଶ ଯାହା ମୋତେ ଆଜି ସର୍ବୋଚ୍ଚ…

ଅଟୋ ଚାଳକରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ: ସହଜ ନ ଥିଲା ଯାତ୍ରା

ମୁମ୍ବାଇ,୩୦।୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟର ଅନ୍ତ ଘଟିଛି। ଭାଜପା ସମର୍ଥନରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଗୁରୁବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସନ୍ଧ୍ୟା ସାଢ଼େ ୭ଟା ୪୦ରେ ଏକନାଥ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଶିବସେନା ଇତିହାସରେ…

ସିନ୍ଧେଙ୍କୁ ଶୁଭେଚ୍ଛା ଜଣାଇଲେ ଶରଦ

ନୂଆଦିଲ୍ଲୀ,୩୦।୬: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଗୁରୁବାର ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ପରିପେକ୍ଷୀରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଟୁଇଟ୍‌ କରି ସିନ୍ଧେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍‌ କରି କହିଛନ୍ତି,‘ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର…

ମହାରାଷ୍ଟ୍ରରେ ଆରମ୍ଭ ହେଲା ସିନ୍ଧେଙ୍କ ଯୁଗ

ମୁମ୍ବାଇ,୩୦।୬: ଗତ ୧୧ଦିନରୁ ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ସଙ୍କଟର ଗୁରୁବାର ଅନ୍ତ ଘଟିଛି। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଭାଜପା ସମର୍ଥନରେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛନ୍ତି। ଇତିମଧ୍ୟରେ ଗୁରୁବାର ସନ୍ଧ୍ୟା ୭ଟା ୪୦ରେ ମହାରାଷ୍ଟ୍ରର ରାଜଭବନରେ…

ମଣିପୁରରେ ଭୂସ୍ଖଳନ: ୭ଯବାନ ଶହୀଦ,୨୫ନିଖୋଜ

ଇମ୍ଫାଲ,୩୦।୬: ଗତ ୨ଦିନ ହେଲାଣି ମଣିପୁରରେ ଲଗାତର ବର୍ଷା ହେବାରୁ ନୋନି ଜିଲାରେ ଭୂସ୍ଖଳନ ହୋଇଛି। ବୁଧବାର ବିଳମ୍ବିତ ରାତିରେ ନୋନି ଜିଲାର ଇମ୍ଫାଲ-ଜିରିବାମ ରେଲଓ୍ବେ ଲାଇନର ସୁରକ୍ଷା ପାଇଁ ମୁତୟନ ହୋଇଥିବା ଭାରତୀୟ ସେନାର ୧୦୭ପ୍ରାଦେଶିକ ସେନାର କ୍ୟାମ୍ପ ନିକଟରେ…

ମାତ୍ର ୨୪ ଘଣ୍ଟାରେ କହ୍ନେୟାଲାଲଙ୍କ ପରିବାରକୁ ମିଳିଲା ୧.୩୭ କୋଟି ଟଙ୍କାର ସହାୟତା

ନୂଆଦିଲ୍ଲୀ,୩୦।୬: ରାଜସ୍ଥାନର ଉଦୟପୁର ହତ୍ୟାକାଣ୍ଡ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି। ଧାର୍ମିକ ବିଦ୍ୱେଷକୁ ନେଇ ଯେଉଁଭଳି ଭାବେ ଜଣେ ନିରୀହ ଦରଜିଙ୍କୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରାଯାଇଛି ତାହା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri