ଜାତୀୟ

ଭେଙ୍କିଆ ନାଇଡୁଙ୍କୁ ବିଦାୟ, ଯୁବବର୍ଗଙ୍କୁ ଆଗେଇବା ପାଇଁ କାମ କରିଥିବା କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୮।୮ : ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ବିଦାୟ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆପଣ ଦେଶର ଯୁବବର୍ଗଙ୍କୁ ଆଗେଇବା ଲାଗି କାର୍ଯ୍ୟ କରିଛନ୍ତି। ଯୁବବର୍ଗଙ୍କୁ ପ୍ରେରଣା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ମୋର ବ୍ୟକ୍ତିଗତ…

ଭାଜପା ନେତା ଶ୍ରୀକାନ୍ତଙ୍କ ବେଆଇନ ନିର୍ମାଣ ଉପରେ ଚାଲିଲା ବୁଲଡୋଜର…

ନୋଏଡା, ୮।୮ : ଉତ୍ତରପ୍ରଦେଶର ନୋଏଡାଠାରେ ଜଣେ ମହିଳାଙ୍କ ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିବା ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ବାସଭବନରେ ବେଆଇନ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନୋଏଡା ବିକାଶ ପ୍ରାଧିକରଣ ପ୍ରଥମେ ଓମାକ୍ସ ସୋସାଇଟିରେ ଭାଜପା…

ଲୋକେ ଆତଙ୍କିତ…

ନୂଆଦିଲ୍ଲୀ, ୮।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ମନରେଗା ନେଇ ରାଜ୍ୟକୁ ଚେତାବନୀ ଦେଲେ ଗିରିରାଜ ସିଂ…

ନୂଆଦିଲ୍ଲୀ,୮।୮ : ମନରେଗା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ ଦେଶର ରାଜ୍ୟକୁ ଚେତାବନୀ ଦେଇଛନ୍ତି। ରାଜ୍ୟମାନଙ୍କୁ ଏକ ଚିଠି ଲେଖି ସେ କହିଛନ୍ତି ଯେ ମନରେଗା କାର୍ଯ୍ୟକାରୀ କରିବାରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ନିଶ୍ଚିତ କରାଯିବା ଉଚିତ,…

ଜେଇଇ ମେନ୍‌ ଫଳାଫଳ ପ୍ରକାଶିତ

ନୂଆଦିଲ୍ଲୀ,୮।୮: ନ୍ୟାଶନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ସେସନ୍‌-୨ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଛାତ୍ରୀଛାତ୍ରମାନେ ଅଫିସିଆଲ ୱେବସାଇଟ jeemain.nta.nic.in ରେ ଫଳାଫଳ ଯାଞ୍ଚ କରିପାରିବେ। ଜେଇଇ ମେନ୍‌ ସେସନ୍‌-୨ ପରୀକ୍ଷା ଜୁଲାଇ ୨୫ରୁ ଜୁଲାଇ ୩୦…

ଭାଙ୍ଗିଯାଇପାରେ ଜେଡିୟୁ-ଭାଜପା ମେଣ୍ଟ

ପାଟନା,୮ ।୮: ବିହାରରେ ପୁଣିଥରେ ଜେଡିୟୁ-ଭାଜପା ମେଣ୍ଟ ଭାଙ୍ଗିଯାଇପାରେ । କୁହାଯାଉଛି କି ଦିନେ ଦୁଇଦିନ ମଧ୍ୟରେ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଭାରତୀୟ ଜନତା ପାର୍ଟି(ଭାଜପା)ଠାରୁ ଅଲଗା ହୋଇଥିବା ଘୋଷଣା କରିପାରେ । ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ କୁମାର ଆରଜେଡି,…

ରାଜସ୍ଥାନ ଖାଟୁ ଶ୍ୟାମ ମେଳାରେ ଦଳାଚକଟା: ୩ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଜୟପୁର,୮ ।୮: ରାଜସ୍ଥାନର ପ୍ରସିଦ୍ଧ ଖାଟୁଶ୍ୟାମଜିରେ ବାବା ଶ୍ୟାମଙ୍କ ମାସିକ ମେଳାରେ ସୋମବାର ସକାଳୁ ଦଳାଚକଟା ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ୩ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ସୋମବାର ଭୋର ୫ଟାରେ ମନ୍ଦିର…

ଫଡ୍‌ନବିସ ହେବେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ,୮।୮: ଅଗଷ୍ଟ ୧୫ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି। ଏଥିରେ ଅନୂ୍ୟନ ୧୫ ଜଣ ମନ୍ତ୍ରୀ ସାମିଲ ହେବେ। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ହାତରେ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ରହିବ ବୋଲି ଏକ…

ଅପହୃତାଙ୍କୁ ପରିବାର ସହ ଭେଟାଇଲା ପୋଷ୍ଟର

ମୁମ୍ବାଇ,୮।୮: ୨୦୧୯ ଜାନୁୟାରୀ ୨୨ ସକାଳେ ମୁମ୍ବାଇ ଅନ୍ଧେରୀ ଅଞ୍ଚଳର ପୂଜା ନାମ୍ନୀ ଜଣେ ୭ ବର୍ଷର ବାଳିକା ତାଙ୍କ ଭାଇ ସହ ସ୍କୁଲ୍‌ ଯାଉଥିବାବେଳେ ଅପହୃତ ହୋଇଯାଇଥିଲେ। ହେନରି ଜୋସେଫ୍‌ ଡି’ସୌଜା ନାମକ ଯୁବକ ତାଙ୍କୁ ଆଇସ୍‌କ୍ରିମ୍‌ ଦେବାକୁ କହି…

ଦୋଷୀ ସାବ୍ୟସ୍ତ ପରେ ମନ୍ତ୍ରୀ କୋର୍ଟରୁ ଫେରାର

ଲକ୍ଷ୍ନୌ, ୮ା୮ : ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରରେ ମନ୍ତ୍ରୀ ଥିବା ରାକେଶ ସଚାନ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଦଣ୍ଡବିଧାନ ପୂର୍ବରୁ ସେ କୋର୍ଟ ଅର୍ଡର ସହ କେତେକ ଦସ୍ତାବିଜ ନେଇ ଫେରାର…

ଆମକୁ ଲାଜ ଲାଗୁଛି କହିବାକୁ ଯେ ଆମ ସରକାର ଶାସନ କରୁଛି: ମହେଶ ଶର୍ମା

ନୂଆଦିଲ୍ଲୀ,୮ ।୮: ଉତ୍ତର ପ୍ରଦେଶ ନୋଏଡାର ଗ୍ରାଣ୍ଡ ଓମେକ୍ସ ସୋସାଇଟିରେ ମହିଳାଙ୍କୁ ଅଭଦ୍ର ବ୍ୟବହାର ଘଟଣା ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏବେବି ଅଭିଯୁକ୍ତ ଶ୍ରୀକାନ୍ତ ତ୍ୟାଗିଙ୍କୁ ପୋଲିସ ଗିରଫ କରି ପାରିନାହିଁ । ଏହାରି ଭିତରେ ରବିବାର…

ଆଜାଦିସାଟ୍‌ ବାଟବଣା

ଶ୍ରୀହରିକୋଟା, ୮ା୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ରବିବାର ଉତ୍‌କ୍ଷେପଣ କରାଯାଇଥିବା ଇଓଏସ୍‌-୨ ଏବଂ ଆଜାଦିସାଟ୍‌ ଉପଗ୍ରହ ପୃଥିବୀ କକ୍ଷପଥରେ ଠିକ୍‌ ସ୍ଥାନରେ ପହଞ୍ଚିପାରିନାହିଁ। ସକାଳେ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍‌ ସେଣ୍ଟରରୁ ଇସ୍ରୋ କ୍ଷୁଦ୍ର ଉପଗ୍ରହ ଉତ୍‌କ୍ଷେପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?