ଜାତୀୟ

ଖୁବ୍‌ଶୀଘ୍ର ୨ରୁ ୬ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା: କୋର୍ବେଭ୍ୟାକ୍ସର ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ,୨୩।୨: କରୋନାକୁ ହରାଇବା ପାଇଁ ଦେଶରେ କରୋନା ଟିକା ଅଭିଯାନ ଜାରି ରହିଛି। କରୋନା ଲଢ଼େଇରେ ଭାରତକୁ ନିକଟରେ ଆଉ ଏକ ଅସ୍ତ୍ର ମିଳିଛି। ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରୋନା ଭାକ୍ସିନ କୋର୍ବେଭ୍ୟାକ୍ସକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ)...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨୩।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଏହି ସମୟରେ ଦୈନିକ ସଂକ୍ରମଣ ୧୫ ହଜାର ଟପିିଛି। ଦୈନିକ ସଂକ୍ରମଣ ୧୫...

ଲକ୍ଷ୍ନୌରେ ମତଦାନ ପୂର୍ବରୁ ରାଜନୈତିକ ହଇଚଇ: ଅଖିଳେଶଙ୍କୁ ଭେଟିଲେ ଭାଜପା ଏମ୍‌ପି ରୀତା ବହୁଗୁଣାଙ୍କ ପୁଅ ମୟାଙ୍କ

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ବୁଧବାର ଲକ୍ଷ୍ନୌ ସମେତ ୯ଟି ଜିଲାରେ ମତଦାନ ଜାରି ରହିଛି। ୯ଟି ଜିଲାର ୫୯ଟି ବିଧାନସଭା ଆସନ ପାଇଁ ମତଦାନର ଗୋଟିଏ ଦିନ ପୂର୍ବରୁ ଲକ୍ଷ୍ନୌରେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି।...

ୟୁପି ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୫୯ଆସନ ପାଇଁ ମତଦାନ ଜାରି: ଭୋଟ ଦେଲେ ମାୟାବତୀ

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ୯ଟି ଜିଲାର ୫୯ଟି ବିଧାନସଭା ଆସନ ପାଇଁ ବୁଧବାର ମତଦାନ ଜାରି ରହିଛି। ୫୯ଟି ଆସନରୁ ମୋଟ ୬୨୪ ଜଣ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ...

ଇଟାଭାଟିରୁ ମିଳିଲା କୋଟିଏ ମୂଲ୍ୟର ହୀରା

ଭୋପାଳ,୨୩ା୨: ଭାଗ୍ୟ ବଦଳିବାକୁ ବେଶି ସମୟ ଲାଗି ନ ଥାଏ । ମଧ୍ୟପ୍ରଦେଶ ପାନ୍ନା ଜିଲାରେ ଏମିତି ଗୋଟିଏ ଘଟଣା ଘଟିଛି ଯାହା ସାଧାରଣରେ ଅବିଶ୍ୱସନୀୟ ହେଲେ ବି ସତ, ଯାହା ସୁଶୀଲ ଶୁକ୍ଳାଙ୍କ ଭାଗ୍ୟ ବଦଳେଇ ଦେଇଛି। ମଧ୍ୟପ୍ରଦେଶର...

ପରମବୀରଙ୍କ ବିରୋଧରେ ତଦନ୍ତ ବନ୍ଦ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩ା୨: ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ବିରୋଧରେ ତଦନ୍ତ ରୋକିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ହୋଇଥିବା ଆପରାଧିକ ମାମଲା କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ...

ଖଲିସ୍ତାନୀ ଆପ୍‌ ଉପରେ କେନ୍ଦ୍ରର କଟକଣା

ନୂଆଦିଲ୍ଳୀ, ୨୩ା୨: କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଙ୍ଗଳବାର ପଞ୍ଜାବ ପଲିଟିକାଲ ଟିଭି ଆପ୍‌ ଏବଂ ଓ୍ବେବ୍‌ ସାଇଟ୍‌ ବନ୍ଦ କରିବାର ନିଷ୍ପତ୍ତି ନେଇଛି। ଏହି ଚ୍ୟାନେଲ ଖଲିସ୍ତାନୀ ସଂଗଠନ ଶିଖ୍‌ ଫର୍‌ ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ) ଦ୍ୱାରା ପରିଚାଳିତ...

ୟୁକ୍ରେନ୍‌ ସଙ୍କଟ: ଦୋଛକିରେ ଭାରତ

ନୂଆଦିଲ୍ଲୀ,୨୩ା୨: ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ(ନାଟୋ)ରେ ୟୁକ୍ରେନ୍‌ ସାମିଲ ହେଲେ ପାଶ୍ଚାତ୍ୟର ସୈନ୍ୟ ରୁଷିଆ ସୀମାରେ ମୁତୟନ ହେବେ। ଏହାକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗ୍ରହଣ କରିପାରି ନ ଥିଲେ। ତେଣୁ ସେ ବିଚ୍ଛିନ୍ନତାବାଦୀଙ୍କ କଥା ମାନି ପୂର୍ବ...

ୟୁକ୍ରେନ୍‌ରୁ ଫେରିଲେ ୨୪୨

ନୂଆଦିଲ୍ଲୀ,୨୩ା୨: ପୂର୍ବ ୟୁରୋପୀୟ ରାଷ୍ଟ୍ର ୟୁକ୍ରେନ୍‌ରେ ଫସିଥିବା ୨୪୨ ଭାରତୀୟମାନଙ୍କୁ ରାଜଧାନୀ କ୍ୱିଭ୍‌କୁ ମଙ୍ଗଳବାର ଏୟାର ଇଣ୍ଡିଆର ଏକ ବିମାନ ସ୍ବଦେଶ ଫେରାଇ ଆଣିଛି। ବୋଇଂ ୭୮୭ ଏୟାରକ୍ରାଫ୍ଟରେ ଏଆଇ ୧୯୪୭ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ...

୭ ବର୍ଷର ରେକର୍ଡ ଭାଙ୍ଗିଲା ତେଲ

ନୂଆଦିଲ୍ଲୀ,୨୩ା୨: କୋଭିଡ୍‌ ମହାମାରୀ ଯୋଗୁ ଭୁଶୁଡ଼ିପଡ଼ିଥିବା ବିଶ୍ୱ ଅର୍ଥନୀତି ଅଣ୍ଟା ସଳଖି ଛିଡ଼ା ହେବାକୁ ଉଦ୍ୟମ କରୁଥିବାବେଳେ ରୁଷିଆର ଜିଦ୍‌ଖୋର ମନୋବୃତ୍ତି ଆଉ ଏକ ବିପତ୍ତିକୁ ଡାକି ଆଣିଛି। ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ  ସ୍ଥିତି ମଧ୍ୟରେ ବିଶ୍ୱରେ ତେଲ ଯୋଗାଣ ଶୃଙ୍ଖଳ...

କ୍ଷମତାଶାଳୀ-ସାଧାରଣଙ୍କ ପାଇଁ ଦୁଇ ଭିନ୍ନ ଭିନ୍ନ ଆଇନ ହୋଇ ପାରିବ ନାହିଁ…

ଥିରୁଭାନନ୍ତପୁରମ୍‌, ୨୨।୨ : ଆଇନ ସଭିଙ୍କ ପାଇଁ ସମାନ। ସମାଜରେ କ୍ଷମତାଶାଳୀ ଏବଂ ସାଧାରଣ ଲୋକଙ୍କ ଲାଗି ଦୁଇ ଭିନ୍ନ ଭିନ୍ନ ଆଇନ ହୋଇ ପାରିବ ନାହିଁ ବୋଲି କେରଳ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି।...

ନାବାଳିକାଙ୍କ ସହ ପ୍ରେମସମ୍ପର୍କରେ ଅଭିଯୁକ୍ତଙ୍କୁ ଜାମିନ ଅପ୍ରାସଙ୍ଗିକ …

ନୂଆଦିଲ୍ଲୀ, ୨୨।୨ : ନାବାଳିକାଙ୍କ ସହ ପ୍ରେମ ସମ୍ପର୍କରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ଅପ୍ରାସଙ୍ଗିକ ବୋଲି ସୁପ୍ରିମ୍‌କୋର୍ଟ ଏକ ମାମଲାର ବିଚାର ସମୟରେ ଏଭଳି କହିଛନ୍ତି। ଝାଡଖଣ୍ଡ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର କରିଥିଲେ। ତେବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri