ଆଞ୍ଚଳିକ ବୈଷମ୍ୟ କମୁଛି
ନୂଆଦିଲ୍ଲୀ,୧୫।୮: ୭୬ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରି ଭାରତରେ ଆଞ୍ଚଳିକ ବୈଷମ୍ୟ ହ୍ରାସ ପାଉଥିବା କହିଛନ୍ତି। ଆର୍ଥତ୍କ ସଂସ୍କାରମୂଳକ ପଦକ୍ଷେପ ସାଙ୍ଗକୁ ନୂତନ କଲ୍ୟାଣକାରୀ ଯୋଜନା ଯୋଗୁ ନିକଟ ଅତୀତରେ…
ବିରୋଧ ପରେ ବଦଳିଲା ସ୍ୱର!
ନୋଏଡା,୧୫ ।୮: ନୋଏଡାରେ ‘ଗାଳିବାଜ’ ଶ୍ରୀକାନ୍ତ ତ୍ୟାଗୀଙ୍କ ସହ ଜଡିତ ମାମଲା ଥମିବାର ନାଁ ନେଉନି । ସହରର ତ୍ୟାଗୀ ସମାଜ ଶ୍ରୀକାନ୍ତଙ୍କ ସପକ୍ଷରେ ଆସିଥିବା ବେଳେ ଏବେ ସେହି ଅଞ୍ଚଳର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍ପି ମହେଶ ଶର୍ମାଙ୍କ ସ୍ୱର…
ଗିରଫ ହେଲେ ୨ ଆଇଏସ୍ଆଇ ଗୁପ୍ତଚର
ଜୟପୁର,୧୪।୮: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପାଇଁ ଗୁପ୍ତଚର ବୃତ୍ତିରେ ସମ୍ପୃକ୍ତ ଥିବା ୨ଜଣ ଯୁବକଙ୍କୁ ରାଜସ୍ଥାନର ଭିଓ୍ବାରା ଏବଂ ପାଲି ଜିଲାରୁ ଗିରଫ କରାଯାଇଛି। କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥାର ତଥ୍ୟ ଆଧାରରେ ରାଜସ୍ଥାନ ପୋଲିସ ଚଢ଼ାଉ କରି ଦୁଇଜଣଙ୍କ ଗିରଫ…
୩୮ ବର୍ଷ ପରେ ମିଳିଲା ଶହୀଦଙ୍କ କଙ୍କାଳ
ଶ୍ରୀନଗର,୧୪।୮: ୧୯୮୪ରେ ସିଆଚେନରେ ହିମସ୍ଖଳନରେ ପୋତି ହୋଇ ଶହୀଦ ହୋଇଥିବା ଲାନ୍ସନାୟକ ଚନ୍ଦ୍ରଶେଖର ହାର୍ବୋଲାଙ୍କ କଙ୍କାଳ ମିଳିଛି। ୧୬ ହଜାର ଫୁଟ ଗଭୀର ତଳୁ ଚନ୍ଦ୍ର ଶେଖରଙ୍କ କଙ୍କାଳ ଠାବ ହୋଇଥିବା କୁହାଯାଉଛି। କଙ୍କାଳ ସାଙ୍ଗଙ୍କୁ ଯବାନଙ୍କୁ ଦିିଆଯାଉଥିବା ଆର୍ମି ନମ୍ବର…
ରାଜୌରୀ ଆକ୍ରମଣ ଘଟଣା: ନିଜକୁ ଦାୟୀ କଲା ପାକ୍ ଆତଙ୍କବାଦୀ ସଂଗଠନ
ଶ୍ରୀନଗର,୧୪।୮:ଜମ୍ମୁ-କଶ୍ମୀରର ରାଜୌରୀସ୍ଥିତ ସେନା କ୍ୟାମ୍ପ୍ ଉପରେ ଗତ ଗୁରୁବାର ହୋଇଥିବା ଆତ୍ମଘାତୀ ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପିଏଏଫ୍ଏଫ୍) ନିଜକୁ ଦାୟୀ କରିଛି। ଏହି ସଂଗଠନ ପକ୍ଷରୁ ଶନିବାର ସନ୍ଧ୍ୟାରେ ଏକ ପ୍ରଚାର ଭିଡିଓ…
ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ
ଜୟପୁର,୧୪।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ୟୁପି ପୋଲିସ ରାଜସ୍ଥାନର ଭରତପୁରରୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ସରଫରାଜ। ଡାଏଲ ୧୧୨ର ହ୍ବାଟସ୍ଆପ୍ରେ ମେସେଜ୍ ଯୋଗେ ଯୋଗୀ ଆଦିତ୍ୟନାଥଙ୍କୁ ସେ ହତ୍ୟା…
୨୦୪୭ ସୁଦ୍ଧା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବପ୍ନକୁ ସମ୍ପୂର୍ଣ୍ଣ ରୂପେ କରିବୁ ସାକାର: ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୪।୮: ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ପ୍ରଥମଥର ସମ୍ବୋଧନ କରିଛନ୍ତି। ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ ଜଣାଇବା ସହ ରାଷ୍ଟ୍ରପତି କହିଛନ୍ତି, ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପୂରଣ ହୋଇଛି। ଏହି ଅବସରରେ…
ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ: ଫଡନବିସ୍ଙ୍କୁ ଗୃହ, ଅର୍ଥ ମନ୍ତ୍ରଣାଳୟ
ମୁମ୍ବାଇ,୧୪।୮: ମହାରାଷ୍ଟ୍ରରେ ଦୀର୍ଘ ଦିନର ଅପେକ୍ଷା ପରେ ରବିବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରାଜ୍ୟ କ୍ୟାବିନେଟରେ ନବ ନିଯୁକ୍ତ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏମଆରଡିସି ଏବଂ ନଗର ଉନ୍ନୟନ ବିଭାଗର ଦାୟିତ୍ୱ ନିଜ ପାଖରେ ରଖିଥିବାବେଳେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…
କୋର୍ଟରେ କହିଲେ ଏକାଠି ରହିବୁ, ବାହାରକୁ ଆସିବା ମାତ୍ରେ ସ୍ତ୍ରୀଙ୍କ ଗଳା କାଟିଦେଲେ ସ୍ବାମୀ
ବେଙ୍ଗାଲୁରୁ,୧୪।୮: କର୍ନାଟକର ହାସନ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ଥାନୀୟ କୋର୍ଟ ପରିସରରେ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରିଛନ୍ତି। ଅଭିଯୁକ୍ତ ତାଙ୍କ ଝିଅକୁ ମଧ୍ୟ ହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ସ୍ଥାନୀୟ…
ସ୍ବାଧୀନତା ଦିବସ: ଦିଲ୍ଲୀରେ ହାଇ ଆଲର୍ଟ…
ନୂଆଦିଲ୍ଲୀ, ୧୪।୮ : ଦେଶରେ ସ୍ବାଧୀନତା ଦିବସ ପାଳନ କରାଯିବାକୁ ଆଉ କେତେ ଘଣ୍ଟା ବାକି ରହିଛି। ଗୋଇନ୍ଦା ସୂତ୍ରରୁ ମିଳିଥିବା ଇନପୁଟ ଆଧାରରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀ ପୋଲିସ ଜାତୀୟ ରାଜଧାନୀରେ…
ବିଭାଜନ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ମୋଦି-ଶାହା
ନୂଆଦିଲ୍ଲୀ,୧୪ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ‘ବିଭାଜନ ବିଭିଷିକା ସ୍ମୃତି ଦିବସ’ ଅବସରେ ଦେଶର ବିଭାଜନ ସମୟରେ ମୃତ୍ୟୁ ହୋଇଥିବା ସମସ୍ତ ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏହାସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମସ୍ତ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳୀ…
ସ୍ବାଧୀନତା ଦିବସ ପୂର୍ବରୁ ମଣିପୁରରୁ ୭ ଉଗ୍ରବାଦୀ ଗିରଫ…
ଇମ୍ଫାଲ, ୧୪।୮ : ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଏକ ବଡ ଷଡଯନ୍ତ୍ର ପଣ୍ଡ ହୋଇଛି। ସୂଚନାନୁସାରେ, ମଣିପୁରର ବିଭିନ୍ନ ସ୍ଥାନରୁ ନିଷିଦ୍ଧ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ର ୭ଜଣ ସଶସ୍ତ୍ର ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି। ଥୋଉବଲ ଜିଲା ଅଧୀକ୍ଷକ…

