ଜାତୀୟ

ବିପୁଳ ବିଜୟ ପରେ ଏବେ ଫୋକସ୍‌ରେ ଗୁଜରାଟ

ଗାନ୍ଧିନଗର,୧୧।୩: ୟୁପି, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ପହଞ୍ଚିଛନ୍ତି। ପାଞ୍ଚଟି ରାଜ୍ୟ ମଧ୍ୟରୁ ଚାରିଟିରେ ବିରାଟ ବିଜୟର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ...

‘୨୦୨୪ରେ ଅସଲ ଲଢେଇ, ସାହେବଙ୍କ ମିଛର ଶିକାର ହୁଅ ନାହିଁ’

ନୂଆଦିଲ୍ଲୀ.୧୧।୩: ଉତ୍ତରପ୍ରଦେଶ, ଉତ୍ତରଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏହି ପାଞ୍ଚଟି ରାଜ୍ୟ ମଧ୍ୟରୁ ୪ଟିରେ ଭାଜପା ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଭାଜପାର ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

‘ଏଏପିର ଉଦୟ ଭାଜପା ପାଇଁ ବିପଦ ନୁହେଁ’

ନୂଆଦିଲ୍ଲୀ,୧୧।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ମିଳିଥିବା ସଫଳତାର ଅର୍ଥ ଅର୍ଥ ନୁହେଁ ଆମ ଆଦମି ପାର୍ଟି (ଏଏପି) ଜାତୀୟ ସ୍ତରରେ ଭାଜପା ପାଇଁ ବିପଦ ହେବ। ସାଫ୍ରନ ପାର୍ଟିର ବିକଳ୍ପ ହେବାକୁ ହେଲେ ଏହି ଦଳକୁ ଲୋକସଭାରେ ଅତିକମ୍‌ରେ ୧୦୦...

ଏପ୍ରିଲରେ ‘ତିରଙ୍ଗା ଯାତ୍ରା’ ଆରମ୍ଭ କରିବ ଏଏପି

ଗାନ୍ଧିନଗର,୧୧।୩: ପଞ୍ଜାବରେ ବିପୁଳ ମାତ୍ରାରେ ବିଜୟ ପରେ ଆମ୍‌ ଆଦ୍‌ମୀ ପାର୍ଟି ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଯୋଜନା ଆରମ୍ଭ କରିଦେଇଛି। ଗୁରୁବାର ଏକ ଟୁଇଟର ପୋଷ୍ଟରେ ଏଏପି ଲେଖିଛି ଯେ, ଦିଲ୍ଲୀ ଏବଂ ପଞ୍ଜାବ ପରେ ଏବେ...

ଯୋଗୀଙ୍କ ମୁଣ୍ଡରେ ବିଜୟ ତିଳକ ଲଗାଇଲେ ମୂଲାୟମଙ୍କ ନାତୁଣୀ

ଲକ୍ଷ୍ନୌ,୧୧।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ରେ ଭାରତୀୟ ଜନତା ପାର୍ଟି ନିଜର ପ୍ରାଧାନ୍ୟ ବଜାୟ ରଖିବାରେ ସଫଳ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଭାଜପା ଲଗାତାର ଦ୍ୱିତୀୟ ଥର ବିଜୟ ହାସଲ କରି ଇତିହାସ...

୧୫ରେ ଯୋଗୀ ନେବେ ଶପଥ

ଲକ୍ଷ୍ନୌ,୧୧।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତରେ ସଂଖ୍ୟାଗରିଷ୍ଠତାରେ ଭାଜପା ବିଜୟୀ ହେବା ପରେ ଏବେ ମନ୍ତ୍ରିମଣ୍ଡଳର ଶପଥ ଉତ୍ସବକୁ ନେଇ ଚର୍ଚ୍ଚା ଜୋର ଧରିଛି। ହୋଲି ପୂର୍ବରୁ କ୍ଷମତାକୁ ଫେରିଥିବା ନୂତନ ଭାଜପା ସରକାର ଶପଥ ଗ୍ରହଣ କରିପାରନ୍ତି। ଯୋଗୀ...

‘ୟୁପିର ନିର୍ବାଚନ ଫଳାଫଳ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା’

ଲକ୍ଷ୍ନୌ,୧୧।୩: ବହୁଜନ ସମାଜ ପାର୍ଟି ଉତ୍ତରପ୍ରଦେଶର ୪୦୩ ବିଧାନସଭା ଆସନ ମଧ୍ୟରୁ କେବଳ ଗୋଟିଏ ଆସନ ହାତେଇଛି। ନିର୍ବାଚନରେ ଦଳର ଅସନ୍ତୋଷ ପ୍ରଦର୍ଶନ ପରେ ବିଏସ୍‌ପି ମୁଖ୍ୟ ମାୟାବତୀ ଦଳର କର୍ମୀଙ୍କୁ ନିରାଶ ନ ହେବାକୁ ଅନୁରୋଧ କରିଛନ୍ତି। ଭବିଷ୍ୟତରେ...

ଭାଜପାର ଆସନ ସଂଖ୍ୟା ହ୍ରାସ ପାଇବ: ଅଖିଳେଶ

ଲକ୍ଷ୍ନୌ,୧୧।୩: ଭାଜପାର ଆସନ ସଂଖ୍ୟା ହ୍ରାସ ହୋଇପାରିବ ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର କହିଛନ୍ତି। ସେ କହିଛନ୍ତି, ଆମ ଆସନକୁ ବୃଦ୍ଧି କରିଥିବାରୁ ୟୁପିବାସୀଙ୍କୁ ଅଶେଷ ଧନ୍ୟବାଦ। ଆମେ ଦେଖାଇ ଦେଇଛୁ ଯେ ଭାଜପା ଆସନ...

ଥମୁଛି ସଂକ୍ରମଣ, କମୁନି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୧୧।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ହଜାର ୧୯୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୫୫ଙ୍କ ମୃତ୍ୟୁ...

ଜେଲ୍‌ରେ ଥାଇ ଜିତିଲେ ନିର୍ବାଚନ

ଲକ୍ଷ୍ନୌ,୧୧।୩: ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନରେ ଭାଜପା ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି। ତେବେ ରାଜ୍ୟର ସବୁଠୁ ହଟ୍‌ ଆସନ କୁହାଯାଉଥିବା ରାମପୁରରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ ବିଜୟ ହାସଲ କରିଛନ୍ତି। ଆଜମ ଏବେ...

ସିଦ୍ଧୁଙ୍କ ପରାଜୟ ପରେ ଟ୍ରେଣ୍ଡ ପାଲଟଛନ୍ତି ଅର୍ଚ୍ଚନା ପୂରନ

ନୂଆଦିଲ୍ଲୀ,୧୧।୩: ୫ ରାଜ୍ୟର ବିଧାନସଭା ଫଳାଫଳ ପ୍ରକାଶ ପାଇବା ପରେ ଟୁଇଟରରରେ ଟ୍ରେଣ୍ଡ ପାଲଟିଛନ୍ତି ବଲିଉଡ୍‌ ଆକ୍ଟର ଅର୍ଚ୍ଚନା ପୁରନ ସିଂ। ଏହାର କାରଣ ହେଉଛି କ୍ରିକେଟରୁ ରାଜନେତା ପାଲଟିଥିବା ନବଜୋତ ସିଂ ସିଦ୍ଧୁ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଏଥିଯୋଗୁ ‘ଦି...

ପଞ୍ଜାବ ପରେ ଏଏପି ଟାର୍ଗେଟରେ ଆଉ ଦୁଇ ରାଜ୍ୟ

ନୂଆଦିଲ୍ଲୀ,୧୧।୩: ପଞ୍ଜାବରେ ବିପୁଳ ବିଜୟ ପରେ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦାମି ପାର୍ଟି (ଏଏପି)ର ଟାର୍ଗେଟରେ ଦୁଇଟି ରାଜ୍ୟ ଗୁଜରାଟ ଏବଂ ହିମାଚଳପ୍ରଦେଶ ରହିଥିବା ଦଳୀୟ ନେତା ଅକ୍ଷୟ ମାରାଥେ କହିଛନ୍ତି। “ଆମେ ଗୁଜରାଟ ଓ ହିମାଚଳପ୍ରଦେଶ ନିଶ୍ଚିତ ଯାଉଛୁ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri