ଜାତୀୟ

ଯୋଗ ଦେବେ ନାହିଁ ମନମୋହନ ସିଂ

ନୂଆଦିଲ୍ଲୀ,୧୩।୩: ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରସର ପରାଜୟ ପରେ ପ୍ରଥମ ଥର ପାଇଁ ବସିବାକୁ ଯାଉଛି କଂଗ୍ରେସ ଓ୍ବାର୍କିଂ କମିଟି। ରବିବାର ହେବାକୁ ଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ଦଳୀୟ ବୈଠକରେ ଯୋଗ ଦେବେ ନାହିଁ...

ଟିଏମ୍‌ସିରେ ସାମିଲ ହେଲେ ଶତ୍ରୁଘ୍ନ ସିହ୍ନା

ମୁମ୍ବାଇ,୧୩ ।୩: ବଲିଉଡ୍‌ର ସେ ସମୟର ଆଗଧାଡିର କଳାକାରଙ୍କ ମଧ୍ୟରେ ଅନ୍ୟତମ ଥିଲେ ଶତ୍ରୁଘ୍ନ ସିହ୍ନା । କିଛିଦିନ ହେବ ସେ ମନୋରଞ୍ଜନ ଦୁନିଆରୁ ଦୂରେଇ ଯାଇ ସକ୍ରିୟ ରାଜନୀତି କରୁଥିଲେ । କଂଗ୍ରେସ ଦଳର ଜଣେ ଟାଣୁଆ ନେତା...

‘ସୋନିଆ ଗାନ୍ଧୀଙ୍କୁ କେମିତି ମୁହଁ ଦେଖେଇବି ଜାଣିପାରୁନି’

ଡେରାଡୁନ୍‌,୧୩।୩: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ପରାଜୟ ସହିତ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ହରିଶଙ୍କ ଏହି ପରାଜୟ ମଧ୍ୟ ଉତ୍ତରାଖଣ୍ଡରେ କଂଗ୍ରେସ ଦଳ ପାଇଁ ଏକ ବଡ଼ ଝଟ୍‌କା ବୋଲି...

ଚନ୍ନିଙ୍କୁ ପରାଜିତ କରିଥିବା ଏଏପି ବିଧାୟକଙ୍କ ମା’ ସଫେଇ କର୍ମଚାରୀ ଚାକିରି ଛାଡ଼ିବେ ନାହିଁ…

ଚଣ୍ଡିଗଡ଼, ୧୩।୩ : ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି( ଏଏପି) ପ୍ରାର୍ଥୀ ଲାବ ସିଂ ଉଗୋକେ ବିଦାୟୀ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କୁ ପରାଜିତ କରିଛନ୍ତି। କିନ୍ତୁ ତାଙ୍କ ମା ଜଣେ ସଫେଇ କର୍ମଚାରୀରଭାବେ କାମ କରୁଛନ୍ତି।...

ପାକିସ୍ତାନରେ ଆଇଏସ୍‌ ଆତଙ୍କବାଦୀ ଶିବିର, ଭାରତ ପାଇଁ ସତର୍କ ଘଣ୍ଟି…

ନୂଆଦିଲ୍ଲୀ, ୧୩।୩ : ଇସଲାମିକ ଷ୍ଟେଟ-ଖୋରାସାନ (ଆଇଏସ୍‌-କେ) ପାକିସ୍ତାନରେ ଆତଙ୍କବାଦୀ ଶିବିର ସ୍ଥାପନ କରିଛି। ଏହା ଭାରତ ପାଇଁ ସତର୍କ ଘଣ୍ଟି ସାବ୍ୟସ୍ତ ହୋଇଛି। କୁହାଯାଉଛି ଯେ ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରେ ଆଇଏସ-କେ ଉପରେ ଚାପ ବଢ଼ିବାରେ...

ବଜେଟ୍‌ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ …

ନୂଆଦିଲ୍ଲୀ, ୧୩।୩ : ପାର୍ଲାମେଣ୍ଟର ବଜେଟ ଅଧିବେଶନର ଦ୍ୱିତୀୟ ପାଳି ମାର୍ଚ୍ଚ ୧୪ରୁ ଆରମ୍ଭ ହେବାକୁ ଯାଉଛି। ଦ୍ୱିତୀୟ ପାଳିରେ ସାଧାରଣ ବଜେଟ ଏବଂ ଫାଇନାନ୍ସ ବିଲ ପାରିତ ହେବା ସରକାରଙ୍କର ସବୁଠାରୁ ବଡ ପ୍ରାଥମିକତା। ଅଧିବେଶନର ପ୍ରଥମ ପାଳିରେ,...

ପେଟିଏମ୍‌ ସିଇଓ ଗିରଫ, ପରେ ଜାମିନ୍‌ …

ନୂଆଦିଲ୍ଲୀ, ୧୩।୩ : ପେଟିଏମ୍‌ ସିଇଓଙ୍କୁ ଗିରଫ କରାଯାଇଛି। ଏହାର କିଛି ସମୟ ପରେ ତାଙ୍କୁ ଜାମିନ୍‌ ମଧ୍ୟ ମିଳିଛି। ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳର ମଦର ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରେ ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ କାର...

ସକ୍ରିୟ ମାମଲା ୪୦ ହଜାର ତଳେ…

ନୂଆଦିଲ୍ଲୀ, ୧୩।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୪ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୩ ହଜାର...

ଏନ୍‌ଇଇଟି-ପିଜି କଟ୍‌-ଅଫ୍‌ ୧୫ ଶତାଂଶ କମାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩।୩(ପି.ଟି.): ଖାଲିପଡ଼ିଥିବା ପୋଷ୍ଟଗ୍ରାଜୁଏଟ୍‌ ମେଡିକାଲ ସିଟ୍‌ ପୂରଣ ଲାଗି ଏନ୍‌ଇଇଟି-ପିଜି ୨୦୨୧ରେ ସବୁ ବର୍ଗର ପ୍ରାର୍ଥୀଙ୍କ ପାଇଁ କଟ୍‌ଅଫ୍‌ ୧୫ ଶତାଂଶ (ପର୍ସେଣ୍ଟାଇଲ୍‌) ହ୍ରାସ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜାତୀୟ ପରୀକ୍ଷା ବୋର୍ଡ (ଏନ୍‌ବିଇ)କୁ ନିର୍ଦ୍ଦେଶ ଦେଇଛି। ମେଡିକାଲ...

ମା’ ଶୋଇଛନ୍ତି ଭାବି ଉଠାଉ ନ ଥିଲେ ପୁଅ, ୪ ଦିନ ପରେ ଘରୁ ଗନ୍ଧ ବାହାରିବାରୁ…

ହାଇଦ୍ରାବାଦ, ୧୩ା୩: ଆନ୍ଧ୍ରପ୍ରଦେଶର ତିରୁପତି ନିକଟରେ ଥିବା ବିଦ୍ୟାନଗର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍‌ନାକୁ ଆସିଛି। ମା’ ଅସୁସ୍ଥ ଥିବାରୁ ସେ ଶୋଇଛନ୍ତି ଭାବି ଜଣେ ୧୦ ବର୍ଷର ବାଳକ ତାଙ୍କ ମୃତଦେହ ନିକଟରେ ୪ ଦିନ...

ଅମରନାଥ ଯାତ୍ରା ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି ପାକିସ୍ତାନ

ଜମ୍ମୁ,୧୩ ।୩: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ୨ ବର୍ଷରୁ ଅଧିକ ସମୟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ଘାଟିରେ ଆତଙ୍କବାଦୀ ଆକ୍ରମଣ ମଧ୍ୟ କମ୍ ହୋଇଥିବା ଦେଖାଯାଇଛି । ହେଲେ ପାକିସ୍ତାନ ପୁଣିଥରେ ଘାଟିକୁ ଟାର୍ଗେଟ କରୁଥିବା...

ଭାଜପାକୁ ସମର୍ଥନ ଜଣାଇଲେ ୬ ଜେଡିୟୁ ବିଧାୟକ

ନୂଆଦିଲ୍ଲୀ,୧୨।୩: ମଣିପୁର ବିଧାନସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଥିବାବେଳେ ଶନିବାର ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ୬ ବିଧାୟକ ଏହାକୁ ସମର୍ଥନ ଜଣାଇଛନ୍ତି। ମଣିପୁର ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଭାଜପା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri