ଜାତୀୟ

ଔଷଧ ଯୋଗୁ ଦୂଷିତ ହେଉଛି ବିଶ୍ୱର ଅଧା ନଦୀ

ନୂଆଦିଲ୍ଲୀ,୨୬ ।୬: ବିଶ୍ୱର ପାଖାପାଖି ଅଧାରୁ ଅଧିକ ନଦୀ ଔଷଧ ଯୋଗୁ ପ୍ରଦୂଷିତ ହୋଇଥିବା ଜଣାପଡିଛି । ଏହି ପ୍ରଦୂଷଣ ଏବେ ବିଶ୍ୱକୁ ଡରାଇବାକୁ ଲାଗିଲାଣି । କାରଣ ଏହି ପ୍ରଦୂଷଣ ପରୋକ୍ଷ ଭାବେ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି ।…

ଆସନ୍ତାକାଲିଠାରୁ ବିଦେଶ ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ,୨୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ରବିବାରଠାରୁ ତିନିଦିନିଆ ବିଦେଶ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଜି-୭ ଶିଖର ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୨୬ ଓ ୨୭ରେ ଜି-୭ ଶିଖର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କାନାଡା, ଫ୍ରାନ୍ସ,…

ଜଗନ୍ନାଥଙ୍କୁ ଆସି ଦର୍ଶନ କରିବେ ରାହୁଲ

ରାୟପୁର/ପୁରୀ ଅଫିସ,୨୫ା୬: ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ରାହୁଲଙ୍କୁ ମିଳିଛି ନୂଆ ଜୀବନ। ୮୦ ଫୁଟ ଗଭୀର ବୋରଓ୍ବେଲରେ ଖସିପଡ଼ିଥିବା ରାହୁଲ ୩ ଦିନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ। ସେହି ମହାପ୍ରଭୁଙ୍କ ଦର୍ଶନରୁ ପୁଣି ଥରେ ରାହୁଲ ଆଗକୁ ବଢ଼ିବେ…

ଦ୍ରୌପଦୀଙ୍କୁ ସମର୍ଥନ କଲେ ମାୟାବତୀ

ଲକ୍ଷ୍ନୌ,୨୫ା୬: ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷା ମାୟାବତୀ ଶନିବାର ଲକ୍ଷ୍ମୌରେ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି, ଆଦିବାସୀ ସମାଜକୁ ଏକ ବିଶେଷ ଅଂଶ ଭାବରେ ବିବେଚନା କରି ରାଷ୍ଟ୍ରପତିଙ୍କ ପ୍ରାର୍ଥୀ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଆମର ଦଳ…

ଆମେ ରାଜନୀତି କରିବାକୁ ଆସିନୁ, ଆମକୁ ଥରେ ସୁଯୋଗ ଦିଆଯାଉ: କେଜରିୱାଲ

ନୂଆଦିଲ୍ଲୀ,୨୫ ।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ହିମାଚଳ ପ୍ରଦେଶର କୁଲ୍ଲୁରେ ରୋଡ ଶୋ’ କରିଛନ୍ତି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି କେଜରିୱାଲ ଏବେଠାରୁ ପ୍ରସ୍ତୁୂତି ଆରମ୍ଭ କରି ଦେଲେଣି । ଏହି ଅବସରେ ସେ ଜନତାଙ୍କୁ…

ମୁମ୍ବାଇରେ ୧୪୪ଧାରା ଲାଗୁ: ସୋସିଆଲ ମିଡିଆ ଉପରେ ନଜର

ମୁମ୍ବାଇ,୨୫।୬: ମହାରାଷ୍ଟରେ ରାଜନୈତିକ ସଙ୍କଟ ସାଙ୍ଗକୁ ଦେଖାଦେଇଥିବା ଉତ୍ତେଜନାକୁ ନେଇ ପ୍ରଶାସନ ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦ୍ରୋହ ବିଧାୟକଙ୍କୁ ନେଇ ମହାରାଷ୍ଟ୍ରରେ ଉତ୍ତେଜନା ଦେଖାଦେଇ ବେଳେ ମୁମ୍ବାଇରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଲାଗୁ କରାଯାଇଛି। ଏହି…

ରାହୁଲଙ୍କ କାର୍ଯାଳୟ ଭଙ୍ଗାରୁଜା ଘଟଣାର ହେବ ଉଚ୍ଚସ୍ତରୀୟ ଯାଞ୍ଚ: କଲପେଟ୍ଟା ସବ୍‌-ଇନ୍‌ସପେକ୍ଟର ନିଲମ୍ବିତ

ଓ୍ବାୟନାଡ,୨୫।୬: କେରଳର ୱାୟନାଡରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟକୁ ଷ୍ଟୁଡେଣ୍ଟସ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ସଦସ୍ୟମାନେ ଭଙ୍ଗାରୁଜା କରିଥିଲେ। ଶୁକ୍ରବାର ଶତାଧିକ ସଦସ୍ୟ ଏକ ଶୋଭାଯାତ୍ରାରେ ଆସି ରାହୁଲଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ସହ ସେଠାରେ ଥିବା ଆସବାବପତ୍ର…

‘ରାଜ୍ୟରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ’

ମୁମ୍ବାଇ,୨୫।୬: ମହାରାଷ୍ଟ୍ରର ରାଜନୀତି ବର୍ତ୍ତମାନ ସରଗରମ ରହିଥିବା ବେଳେ ଦିନକୁ ଦିନ ଅସ୍ଥିରତା ବୃଦ୍ଧି ପାଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରଙ୍କ ସମେତ ଦଳକୁ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶିବସେନା କର୍ମକର୍ତ୍ତାଙ୍କ ଅସନ୍ତୋଷ ବଢ଼ିବାରେ…

ନୂଆ ଦଳ ଗଢ଼ିବେ ଏକନାଥ: ରଖିବେ ଏହି ନାମ

ମୁମ୍ବାଇ,୨୫।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ବର୍ତ୍ତମାନ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ନିଜର ନୂଆ ଦଳ ଗଠନ କରିବାକୁ ଉଦ୍ୟମ ଚଳାଇଛନ୍ତି। କୁହାଯାଉଛି, ଶିବସେନା ବାଲାସାହେବ ଠାକରେଙ୍କ ନାମରେ ସିନ୍ଦେ ତାଙ୍କ ନୂଆ ଦଳ ଗଠନ କରିବେ। ସମସ୍ତ…

ଦିନେ ବଢ଼ିଲେ ଦିନେ କମୁଛି: ସକ୍ରିୟ ସଂକ୍ରମଣ ସଂଖ୍ୟା ଲକ୍ଷେ ମୁହାଁ

ନୂଆଦିଲ୍ଲୀ,୨୫।୬: କରୋନା ମହାମାରୀ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଅନେକ ଦେଶ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଗତ କିଛି ଦିନରୁ ଭାରତରେ ମଧ୍ୟ କରୋନା ମାମଲା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଗତ ୨୪ଘଣ୍ଟାରେ ଦେଶରେ ୧୫,୯୪୦ ନୂଆ…

‘ଯଦି ଦ୍ରୌପଦୀ ରାଷ୍ଟ୍ରପତି, ତା’ହେଲେ ପାଣ୍ଡବ କିଏ’

ହାଇଦ୍ରାବାଦ,୨୫।୬: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ଟୁଇଟ୍‌କୁ ନେଇ ଚର୍ଚ୍ଚାରେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା। ସେ ଟୁଇଟ୍‌ରେ ଲେଖିଛନ୍ତି,‘ଯଦି ଦ୍ରୌପଦୀ ରାଷ୍ଟ୍ରପତି, ତା’ହେଲେ ପାଣ୍ଡବମାନେ କିଏ ? ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା କୌରବମାନେ କିଏ…

ମୁଲାୟମ୍‌ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୫।୬: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଅସୁସ୍ଥ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ୮୨ବର୍ଷୀୟ ମୁଲାୟମ ସିଂ ଯାଦବ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଗୁରୁଗ୍ରାମର ମେଦାନ୍ତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri