ଜାତୀୟ

ଆମ୍‌ ଆଦମୀ ପାର୍ଟିକୁ ବଡ଼ ଝଟ୍‌କା

ଡେରାଡୁନ୍‌, ୧୮।୫: ଉତ୍ତରାଖଣ୍ଡ ଆମ୍‌ ଆଦମୀ ପାର୍ଟିକୁ ଏକ ବଡ଼ ଝଟ୍‌କା ଲାଗିଛି। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଏଏପି ମୁଖ୍ୟମନ୍ତ୍ରୀ ଚେହେରା ଥିବା କର୍ନଲ ଅଜୟ କୋଠିୟାଲ୍‌ ବୁଧବାର ପାର୍ଟିରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ପାର୍ଟି ସଂଯୋଜକ…

ଶ୍ରୀଲଙ୍କା ସହ ଭାରତର ତୁଳନା କଲେ ରାହୁଲ

ନୂଆଦିଲ୍ଲୀ,୧୮।୫: ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କା ସହ ଭାରତକୁ ତୁଳନା କର ଚର୍ଚ୍ଚାରେ ରାହୁଲ ଗାନ୍ଧୀ। ଭାରତର ଅର୍ଥନୀତିକୁ ସେ ସମାଲୋଚନା କରି ଗ୍ରାଫ ପୋଷ୍ଟ କରିଛନ୍ତି। ଏଥିରେ ଭାରତ ଓ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ବେକାରୀ, ତୈଳ…

କଂଗ୍ରେସ ଅଧ୍ୟକ୍ଷ ପାଇଁ କାର୍ଯ୍ୟକର୍ତ୍ତାଙ୍କ ପ୍ରଥମ ପସନ୍ଦ ରାହୁଲ ଗାନ୍ଧୀ

ଥିରୁଭାନନ୍ତପୁରମ୍‌,୧୮।୫: ନିକଟରେ କଂଗ୍ରେସ ଦଳର ଚିନ୍ତନ ଶିବିର ରାଜସ୍ଥାନରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଦଳରେ ଅନେକ ପରିବର୍ତ୍ତନ ଆଣିବା ପାଇଁ ସଂକଳ୍ପ ପାରିତ ହୋଇଥିଲା। ସେଥିମଧ୍ୟରେ ପାର୍ଟିରେ ୫୦ ପ୍ରତିଶତ ପଦବୀ ଯୁବକମାନଙ୍କୁ ଦିଆଯିବା ନେଇ ଏକ ପ୍ରସ୍ତାବ ମଧ୍ୟ…

ଇଣ୍ଡିଗୋର ନୂଆ ସିଇଓ ହେଲେ ପିଟର ଏଲବର୍ସ

ନୂଆଦିଲ୍ଲୀ,୧୮।୫: ଇଣ୍ଡିଗୋର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ପିଟର ଏଲବର୍ସଙ୍କୁ ନିଯୁକ୍ତି ମିଳିଛି। ଅନୁମୋଦନ ପରେ ଆସନ୍ତା ଅକ୍ଟୋବର ୧ କିମ୍ବା ପୂର୍ବରୁ ସେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ତେବେ ଏଲବର୍ସ ୨୦୧୪ରୁ କେଏଲ୍‌ଏମ୍‌ ରୟାଲ ଡଚ୍‌…

ଇସ୍ତଫା ଦେବା ପରେ ଭାଇରାଲ ହେଉଛି ହାର୍ଦ୍ଦିକଙ୍କ ପୁରୁଣା ଟୁଇଟ୍‌

ଗାନ୍ଧିନଗର,୧୮ ।୫: ଗୁଜରାଟରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି । ରାଜ୍ୟରେ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ହାର୍ଦ୍ଦିକ ପଟେଲ ବୁଧବାର ଇସ୍ତଫା ଦେଇଛନ୍ତି । ଏହି ଖବର ସେ ନିଜେ ଟୁଇଟ କରି ଜଣାଇଛନ୍ତି…

ଦିଲ୍ଲୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଅନୀଲ ବୈଜଲ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ବୁଧବାର ଇସ୍ତଫା ଦେଇଛନ୍ତି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି। ଡିସେମ୍ବର ୩୧, ୨୦୧୬ରେ ପୂର୍ବତନ ଆଇଏଏସ ଅଧିକାରୀ ବୈଜଲଙ୍କୁ ଉପରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ସେ…

ଆଣ୍ଟି-ଶିପ୍‌ ମିଜାଇଲର ସଫଳ ପରୀକ୍ଷଣ କଲା ନୌସେନା…

ନୂଆଦିଲ୍ଲୀ, ୧୮।୫ : ଭାରତୀୟ ନୌସେନା ପକ୍ଷରୁ ଏକ ଆଣ୍ଟି-ଶିପ୍‌ ମିଜାଇଲର ସଫଳ ପରୀକ୍ଷଣ କରାଯାଇଛି। ବୁଧବାର ନୌସେନା ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ନୌସେନା ଏକ ସେକିଂ ହେଲିକପ୍ଟରରୁ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ପ୍ରଥମ ଆଣ୍ଟି-ଶିପ୍‌ ମିଜାଇଲର ସଫଳ…

ତେଜ ପ୍ରତାପ ଖୋଲିବେ ‘ଲାଲୁ ପାଠଶାଳା’

ପାଟନା,୧୮ ।୫: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ବିଧାୟକ ତେଜ ପ୍ରତାପ ଯାଦବ ‘ଲାଲୁ ପାଠଶାଳା’ ଖୋଲିବାକୁ ଯାଉଛନ୍ତି । ନାଳନ୍ଦାର ସୋନୁଙ୍କ ସହ ମଙ୍ଗଳବାର କଥା ହେବା ପରେ ବୁଧବାର ସେ ଟୁଇଟ କରି…

ମେ’୨୦-୨୧ରେ ପଞ୍ଚତାରକା ହୋଟେଲରେ ଭାଜପାର ବୈଠକ…

ଜୟପୁର, ୧୮।୫ : ଚଳିତ ୨୦୨୨ ତଥା ଆସନ୍ତା ୨୦୨୩ ବର୍ଷରେ ଦେଶର ୧୧ ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିିରେ ରଖି କଂଗ୍ରେସ ପକ୍ଷରୁ ରାଜସ୍ଥାନର ଉଦୟପୁରରେ ୩ ଦିନିଆ ଚିନ୍ତନ ଶିବିର…

ଲୁଣ କାରଖାନାର କାନ୍ଥ ଧସିଲା, ୧୨ ଶ୍ରମିକ ମୃତ, ମୃତକ ପରିବାରଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ…

ଅହମଦାବାଦ, ୧୮।୫ : ଗୁଜରାଟର ମୋରବିର ହାଲଓ୍ବଦ ଅଞ୍ଚଳରେ ବୁଧବାର ଏକ ଲୁଣ କାରଖାନାର କାନ୍ଥ ଧସି ୧୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩୦ ଜଣରୁ ଅଧିକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। କୁହାଯାଉଛି ଯେ…

ସ୍ବପ୍ନ ଦେଖି କୋଟିଏ ମୂଲ୍ୟର ମୂର୍ତ୍ତି ଫେରାଇଦେଲେ ଚୋର

ଲକ୍ଷ୍ନୌ,୧୮।୫: ଚୋର ଲୁଟ୍‌ କରିଥିବା ଜିନିଷ ଫେରାଇବା କଥା ବିରଳ। ତା’ ପୁଣି ଚୋର ଯଦି ସ୍ବପ୍ନ ଦେଖି ଏପରି କରିଛି ତେବେ ଏହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ। ଖବରଟି ପଢ଼ିଲା ବେଳେକୁ ଅଜବ ଲାଗିଲେ ମଧ୍ୟ ଏହା ସତ। ଏଭଳି…

ଆରଏସ୍‌ଏସ୍‌ କାର୍ଯ୍ୟାଳୟ ବାହାରେ ରେକି କରୁଥିବା ଆତଙ୍କବାଦୀ ଗିରଫ

ନାଗପୁର,୧୮।୫: ନାଗପୁରର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ(ଆରଏସ୍‌ଏସ୍‌) କାର୍ଯ୍ୟାଳୟରେ ରେକି କରିଥିବା ଘଟଣାରେ ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ବାଡ(ଏଟିଏସ୍‌) ଜଣେ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ଅଓ୍ବନ୍ତିପୋରାରୁ ଗିରଫ କରିଛି। ଗିରଫ ହୋଇଥିବା ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ସଂଗଠନର ରଇସ ଅହମଦ ଅସଦୁଲ୍ଲାହ ଶେଖ୍‌ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri