Posted inଜାତୀୟ

ସେପ୍ଟମ୍ବର ୧୭ରେ ରକ୍ତଦାନ ଅମୃତ ମହୋତ୍ସବ…

ନୂଆଦିଲ୍ଲୀ, ୬।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରେ ରକ୍ତ ଦାନ ଅମୃତ ମହୋତ୍ସବ ଆରମ୍ଭ କରାଯିବ। ଏଥିପାଇଁ ଆରୋଗ୍ୟ ସେତୁ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହୋଇଛି । ସେପ୍ଟେମ୍ବର ୧୭ ରେ ସାରା ଦେଶରେ ଏକ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ କରିବାର ଯୋଜନା ଅଛି ।

ଏହି ଅଭିଯାନ ସମ୍ପର୍କରେ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରଣାଳୟ ଦ୍ୱାରା ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ଚିଠି ପଠାଯାଇଛି। କୁହାଯାଇଛି ଯେ ଏହି ଅଭିଯାନ ଜାତୀୟ ସ୍ବେଚ୍ଛାକୃତ ରକ୍ତ ଦାନ ଦିବସ ଅର୍ଥାତ୍‌ ଅକ୍ଟୋବର ୧ ପର୍ଯ୍ୟନ୍ତ ଜାରି ରହିବ।

ଗତ ସପ୍ତାହରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଦ୍ୱାରା ପଠାଯାଇଥିବା ଏହି ଚିଠିରେ କୁହାଯାଇଛି ଯେ ଏହି ଅଭିଯାନର ସ୍ଲୋଗାନ ହେବ ରକ୍ତ ଦାନ ଏକତାର କାର୍ଯ୍ୟ। ଏହି ପ୍ରୟାସରେ ଯୋଗ ଦିଅନ୍ତୁ ଏବଂ ଜୀବନ ରକ୍ଷା କରନ୍ତୁ। ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ଥାନୀୟ ତଥା ଆଞ୍ଚଳିକ ଭାଷାରେ ଅଭିଯାନ ଆୟୋଜନ କରିବାକୁ ଅନୁରୋଧ କରାଯାଇଛି।

ଏକ ଦକ୍ଷ ତଥା ପ୍ରଭାବଶାଳୀ ଜାତୀୟ ରକ୍ତ ବ୍ୟବସ୍ଥା ଏବଂ ଦେଶରେ ନିରାପଦ ରକ୍ତର ଠିକ ସମୟରେ ଉପଲବ୍ଧ ହେବା ବାଧ୍ୟତାମୂଳକ ହେବ ବୋଲି ଚିଠିରେ ଦର୍ଶାଯାଇଛି। ଏହାକୁ ସୁନିଶ୍ଚିତ କରିବା ପାଇଁ, ଲୋକମାନଙ୍କର ବ୍ୟାପକ ଏବଂ ସକ୍ରିୟ ଅଂଶଗ୍ରହଣ ସହିତ ସ୍ବେଚ୍ଛାକୃତ, ବିନା ଟଙ୍କାରେ, ନିୟମିତ ରକ୍ତଦାନର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କୁ ଭେଟିବେନି ବିରୋଧୀ ପ୍ରତିନିଧି

ନୂଆଦିଲ୍ଲୀ,୨୨।୨(ପି.ଟି.): କୌଣସି ବିରୋଧୀ ଦଳ ନେତା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଆନୁଷ୍ଠାନିକ ଭାବେ ଭେଟିବା କାର୍ଯ୍ୟକ୍ରମ ନାହିଁ। ଭାରତ ଗସ୍ତରେ ଆସୁଥିତ୍ବା କୌଣସି ରାଷ୍ଟ୍ରମୁଖ୍ୟଙ୍କୁ...

‘ଦ କେରଲା ଷ୍ଟୋରି’କୁ ଲଗାତାର କରାଯାଉଛି ବିରୋଧ, ତାମିଲନାଡୁ ଥିଏଟର୍ସରେ ସ୍କ୍ରିନିଂ ବନ୍ଦ

ମୁମ୍ବାଇ,୭।୫: ବଲିଉଡ ମୁଭି ‘ଦ କେରଲା ଷ୍ଟୋରି’କୁ ବିରୋଧ କରିବାର ଘଟଣା ଥମିବାର ନାଁ ନେଉନି। ଫିଲ୍ମକୁ କିଛି ରାଜ୍ୟରେ ଭଲ ସମର୍ଥନ ମିଳିଛି, ହେଲେ...

୨୦୨୩ରେ ସୁପ୍ରିମ୍‌କୋର୍ଟରେ ୯୬ ପ୍ରତିଶତ ମାମଲାର ସମାଧାନ…

ନୂଆଦିଲ୍ଲୀ,୧୬।୯ : ନ୍ୟାଶନାଲ ଜୁଡିସିଆଲ ଡାଟା ଗ୍ରୀଡ (ଏନଜେଡିଜି) ପ୍ରତିଷ୍ଠା ହେବାର ଆଠ ବର୍ଷ ପରେ ସୁପ୍ରିମକୋର୍ଟ ଗୁରୁବାର ଏହି ପ୍ଲାଟଫର୍ମରେ ଯୋଗ ଦେଇଛନ୍ତି। ଏନଜେଡିଜି...

ତରୁଣ କପୁର ହେଲେ ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା

ନୂଆଦିଲ୍ଲୀ,୩।୫: ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ କପୁରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପଦେଷ୍ଟା ଭାବେ ସୋମବାର ନିଯୁକ୍ତି ପ୍ରଦାନ କରାଯାଇଛି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି...

ଟିଏମ୍‌ସି ଟୁଇଟର ହ୍ୟାଣ୍ଡେଲକୁ ଅନ୍‌ଫଲୋ କଲୋ ମହୁଆ

କୋଲକାତା,୬।୭: ପଶ୍ଚିମବଙ୍ଗର କୃଷ୍ଣନଗରର ଏମ୍‌ପି ମହୁଆ ମୋଇତ୍ରା ନିଜ ଦଳ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଟୁଇଟର ହ୍ୟାଣ୍ଡେଲକୁ ଅନ୍‌ଫଲୋ କରିଛନ୍ତି। ସୂଚନାଯୋଗ୍ୟ, ମହୁଆ ମା’ କାଳୀଙ୍କ ଉପରେ...

ଚନ୍ଦ୍ରୟାନ-୩ର ଚତୁର୍ଥ କକ୍ଷ ଉତ୍ଥାନ ସଫଳ

ବେଙ୍ଗାଲୁରୁ, ୨୧ା୭:ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ଚନ୍ଦ୍ରୟାନ-୩ର ଚତୁର୍ଥ କକ୍ଷ ଉତ୍ଥାନ ସଫଳତାର ସହ ସମ୍ପନ୍ନ କରିଛି। ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ୍‌...

ପୁଣି ଅଧ୍ୟକ୍ଷ ପଦ ସମ୍ଭାଳିବେ ରାହୁଲ: ମନମୋହନଙ୍କ ପରେ ଶଶି ଥରୁର୍‌ ଦେଲେ ସଙ୍କେତ

ନୂଆଦିଲ୍ଲୀ,୧୫।୧୨: କଂଗ୍ରେସ ଅଧ୍ୟକ୍ଷ ପଦ ପୁଣି ରାହୁଲ ଗାନ୍ଧୀ ସମ୍ଭାଳିବେ ବୋଲି ସଙ୍କେତ ମିଳିଛି। ଭାରତ ବଚାଓ ରାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏନେଇ...

କେଜରିଓ୍ବାଲ ଜଣେ ସଚ୍ଚୋଟ ମୁଖ୍ୟମନ୍ତ୍ରୀ: ଶରଦ ପାଓ୍ବାର…

ମୁମ୍ବାଇ,୨୬।୪ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସରକାରୀ ବଙ୍ଗଳାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବଡ ବିବୃତ୍ତି ସାମ୍ନାକୁ...

Advertisement
Archives

Model This Week