୫ବର୍ଷରେ ୨୦ଲକ୍ଷ ଲୋକଙ୍କୁ ଚାକିରି ଦେବୁ: ସିସୋଡିଆ
ନୂଆଦିଲ୍ଲୀ,୨୬।୩: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଶନିବାର ଦିଲ୍ଲୀ ବିଧାନ ସଭାରେ ବଜେଟ ଉପସ୍ଥାପନା କରିଛନ୍ତି। ଭବିଷ୍ୟତର ଦିଲ୍ଲୀର ଏକ ଚିତ୍ର ଏହି ବଜେଟରେ ଦେଖିବାକୁ ମିଳିଛି। ଦିଲ୍ଲୀ ଅର୍ଥମନ୍ତ୍ରଣାଳୟର ଦାୟିତ୍ୱ ମନୀଷଙ୍କ ନିକଟରେ ଥିବାରୁ ସେ ବଜେଟ ଉପସ୍ଥାପନା...
ପ୍ରଥମ କ୍ୟାବିନେଟ ବୈଠକରେ ଯୋଗୀଙ୍କ ବଡ଼ ନିଷ୍ପତ୍ତି: ୩ମାସ ଯାଏ ବଢ଼ିଲା ରାଶନ ଯୋଜନା
ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶରେ ପୁଣି ଥରେ ଶାସନ ଭାର ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନ ମୁଡରେ ଆସିଯାଇଛନ୍ତି। ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ଅର୍ଥାତ୍ ଶନିବାର ଯୋଗୀ ନିଜ ନୂଆ କ୍ୟାବିନେଟ ସହ ପ୍ରଥମ ବୈଠକ...
ଶ୍ରୀଲଙ୍କାକୁ ୪୦ ହଜାର ଟନ୍ ଡିଜେଲ ପଠାଇବ ଭାରତ
ନୂଆଦିଲ୍ଲୀ,୨୬।୩ : ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଏଭଳି ସ୍ଥତିରେ ସହଯୋଗର ହାତ ବଢାଇଛି ଭାରତ। ଶ୍ରୀଲଙ୍କାର ଅନୁରୋଧ କ୍ରମେ ଭାରତ ୪୦ ହଜାର ଟନ ଡିଜେଲ ପଠାଇବାକୁ ପ୍ରତିଶ୍ରୁତି ଦେଇଛି। ଭାରତୀୟ ତୈଳ ନିଗମ ଆଗମୀ...
ଉଲଗ୍ନ କରି ଯାଞ୍ଚ କରିବା ପଡ଼ିଲା ମହଙ୍ଗା
ଗୁଆହାଟୀ,୨୬।୩: ୮୦ ବର୍ଷୀୟା ମହିଳାଙ୍କୁ ଉଲଗ୍ନ ଯାଞ୍ଚ କରିବା ମହଙ୍ଗା ପଡିଛି। ଗୁଆହାଟୀ ବିମାନ ବନ୍ଦରରେ ନିଯୁକ୍ତ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍)ର ଜଣେ ମହିଳା କନ୍ଷ୍ଟେବଳଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସିଆଇଏସ୍ଏଫ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି।...
ମୋଦି ସରକାରଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ
ରାଞ୍ଚି,୨୬ ।୩: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କୋଲ ଇଣ୍ଡିଆ ଉପରେ ଝାରଖଣ୍ଡର ୧.୩୬ ଲକ୍ଷ କୋଟି ଟଙ୍କା ବାକି ରହିଛି । ଏହା ରାଜ୍ୟର ଅଧିକାର ଓ...
ସକାଳ ୧୦ଟାରେ ବସିବ ଯୋଗୀଙ୍କ ପ୍ରଥମ କ୍ୟାବିନେଟ ବୈଠକ
ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶପଥ ନେବା ପରେ ଆକ୍ସନ ମୁଡରେ ଆସିଯାଇଛନ୍ତି। ଯୋଗୀ ସରକାରଙ୍କ ୨.୦ର ପ୍ରଥମ କ୍ୟାବିନେଟ ବୈଠକ ଶନିବାର ସକାଳ ୧୦ଟାରେ ବସିବ। ଏହାପରେ ସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜଭବନରେ...
ପ୍ରବାସୀ ଭାରତୀୟଙ୍କୁ ଅନ୍ଲାଇନ ଭୋଟିଂ ଅଧିକାର ଦେଇ ପାରନ୍ତି ମୋଦି ସରକାର
ନୂଆଦିଲ୍ଲୀ,୨୬ ।୩: କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଲୋକ ସଭାର ପ୍ରଶ୍ନକାଳ ସମୟରେ ବିଦେଶରେ ରହୁଥିବା ଭାରତୀୟଙ୍କୁ ଅନଲାଇନ ମତଦାନ ଅଧିକାର ଦେବା ସମ୍ପର୍କରେ ବିଚାର ଚାଲିଥିବା କହିଛନ୍ତି । କଂଗ୍ରେସ ନେତା ମୁରଲିଧରଙ୍କ ଦ୍ୱାରା ଉଠା ଯାଇଥିବା...
ସୁପରଟେକ୍ ଦେବାଳିଆ ଘୋଷିତ
ନୂଆଦିଲ୍ଲୀ,୨୬।୩: ରିଅଲ ଇଷ୍ଟେଟ୍ କମ୍ପାନୀ ସୁପରଟେକ୍ ଡେଭେଲପର୍ସକୁ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ(ଏନ୍ସିଏଲ୍ଟି) ଶୁକ୍ରବାର ଦେବାଳିଆ ଘୋଷଣା କରିଛନ୍ତି। ଫଳରେ ପ୍ରାୟ ୨୫ ହଜାର ଗୃହ କେତ୍ରା ପ୍ରଭାବିତ ହୋଇପାରନ୍ତି ବୋଲି କୁହାଯାଉଛି। ଉକ୍ତ କମ୍ପାନୀ ବିରୋଧରେ ଦେବାଳିଆ ଅବସ୍ଥା...
ଓଡ଼ିଶାରେ ଆଦିବାସୀ ସଂଗ୍ରହାଳୟ ଲାଗି ସୁଜିତଙ୍କ ଦାବି
ନୂଆଦିଲ୍ଲୀ,୨୬।୩: ଆଦିବାସୀ ସଂଗ୍ରହାଳୟ ସ୍ଥାପନ ଲାଗି ଚୟନ କରାଯାଇଥିବା ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ନାହିଁ। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିରେ ବିଜେଡି ଏମ୍ପି ସୁଜିତ କୁମାର ଶୁକ୍ରବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲୋକଲୋଚନକୁ ଆସିପାରି ନ ଥିବା ଆଦିବାସୀ...
ରପ୍ତାନି ପ୍ରସ୍ତୁତି ସୂଚକାଙ୍କ: ୧୩ତମ ସ୍ଥାନକୁ ଖସିଲା ଓଡ଼ିଶା
ନୂଆଦିଲ୍ଲୀ,୨୬।୩: ରପ୍ତାନି ପ୍ରସ୍ତୁତି ସୂଚକାଙ୍କ (ଇପିଆଇ) ୨୦୨୧ରେ ଓଡ଼ିଶା ୧୩ତମ ସ୍ଥାନକୁ ଖସିଛି। ନୀତି ଆୟୋଗ ପକ୍ଷରୁ ଶୁକ୍ରବାର ଏହି ସୂଚକାଙ୍କ ପ୍ରକାଶ ପାଇଛି। ୨୦୨୦ ଇପିଆଇରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଥିଲା। ଉପକୂଳ ରାଜ୍ୟ ମଧ୍ୟରେ ଓଡ଼ିଶା ଷଷ୍ଠ...
ସିଭିଲ ସର୍ଭିସ୍ ପରୀକ୍ଷାରେ ଅତିରିକ୍ତ ସୁଯୋଗ ସମ୍ଭବ ନୁହେଁ
ନୂଆଦିଲ୍ଲୀ,୨୬।୩: କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଅଧିକ ଥର ଉଦ୍ୟମ ପାଇଁ ସୁଯୋଗ ଦେବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ୟୁପିଏସ୍ସି ୨୦୨୧ ପ୍ରିଲିମ୍ ପାସ୍ କରି କୋଭିଡ୍ ପଜିଟିଭ୍...
ଆକ୍ସନ ମୁଡରେ ଯୋଗୀ
ଲକ୍ଷ୍ନୌ,୨୬ ।୩: ଚଳିତ ବିଧାନସଭା ନିର୍ବାଚରେ ବହୁମାତ୍ରାରେ ଭୋଟ ପାଇ ବିଜୟ ଲାଭ କରିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟଥର ଲାଗି ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି । ଲକ୍ଷ୍ନୌର ଅଟଳ ବିହାରି ବାଜପେୟୀ...
Archives


