ସରପଞ୍ଚଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ
ଶ୍ରୀନଗର,୧୫।୪: ଜମ୍ମୁ-କଶ୍ମୀର ବାରମୁଳାରେ ଆତଙ୍କବାଦୀମାନେ ପୁଣି ଥରେ ସରପଞ୍ଚମାନଙ୍କୁ ଟାର୍ଗେଟ କରୁଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଜଣେ ଭାଜପା ସମର୍ଥକ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ମୃତ ଜଣକ ହେଲେ ମଞ୍ଜୁର ଅହମ୍ମଦ ବାଙ୍ଗରୁ। ଚିକିତ୍ସାଧୀନ ଅବସ୍ଥାରେ...
ବିଦ୍ୟାସାଗର ସୋନକର କିଏ? ଯାହାଙ୍କୁ ନେଇ ୟୁପି ରାଜନୀତିରେ ବଢ଼ୁଛି ଚର୍ଚ୍ଚା…
ଲକ୍ଷ୍ନୌ,୧୫।୪: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଏବଂ ବିଧାନ ପରିଷଦ ନିର୍ବାଚନରେ ଐତିହାସକ ବିଜୟ ହାସଲ କରିଛି ଭାଜପା। ଏବେ ଦଳର ନଜର ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ଉପରେ। ସ୍ବତନ୍ତ୍ରଦେବ ସିଂହ ମନ୍ତ୍ରୀ ହୋଇଯିବା ପରେ ଭାଜପା...
ଏୟାର ଇଣ୍ଡିଆ କର୍ମଚାରୀଙ୍କ ପାଇଁ ଖୁସି ଖବର
ନୂଆଦିଲ୍ଲୀ,୧୫।୪: ଏୟାର ଇଣ୍ଡିଆର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। କରୋନା ସଙ୍କଟ ସମୟରେ କର୍ମଚାରୀଙ୍କ ବେତନରେ ଦିଆଯାଇଥିବା ରିହାତିକୁ ଆଂଶିକ ଭାବେ ପ୍ରତ୍ୟାହାର କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଦରମାକୁ ଆଂଶିକ ରୂପେ ପୁନଃସ୍ଥାପିତ କରିବାର...
ଖର୍ଚ୍ଚ ୩୯.୩ କୋଟି, ହେଲାନି ବିବାଦର ସମାଧାନ
ନୂଆଦିଲ୍ଲୀ,୧୫।୪: ବଂଶଧାରା ନଦୀଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ୨୦୨୧ ଡିସେମ୍ବର ସୁଦ୍ଧା ଏହି ଟ୍ରିବ୍ୟୁନାଲ ବାବଦରେ ୩୯.୩ କୋଟି...
ହାର୍ଦ୍ଦିକଙ୍କୁ ଖୋଲା ନିମନ୍ତ୍ରଣ: ସମୟ ନଷ୍ଟ ନ କରି ‘ଆପ୍’ରେ ଯୋଗ ଦିଅନ୍ତୁ
ଗାନ୍ଧିନଗର,୧୫।୪: ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ। ମିଶନ୍ ପଞ୍ଜାବ ପରେ ଏବେ ଏହି ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି(ଆପ୍) ସଂକ୍ରିୟ ଅଂଶଗ୍ରହଣ କରିବାକୁ ଯାଉଛି। ତେଣୁ ଆପ୍ ଲାଗି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି...
ହଂସଖାଲିରେ ଭାଜପାର ପ୍ରତିନିଧି ଦଳ
କୋଲକାତା,୧୫।୪: ପଶ୍ଚିମବଙ୍ଗ ନଦିଆ ଜିଲାର ହଂସଖାଲି ନାବାଳିକା ଗଣବଳାତ୍କାର ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି (ସିବିଆଇ) ତଦନ୍ତ ଆରମ୍ଭ କରିଛି। ହେଲେ ଭାଜପାର ଏକ ୫ ଜଣିଆ ପ୍ରତିନିଧି ଦଳ ହଂସଖାଲିରେ ଶୁକ୍ରବାର ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। କିମିଟିରେ...
ସମଲିଙ୍ଗୀ ବିବାହ ସ୍ବୀକୃତି ଆବେଦନ ଖାରଜ
ଆଲ୍ଲାହାବାଦ,୧୫।୪: ଉତ୍ତରପ୍ରଦେଶର ଦୁଇ ମହିଳା ସେମାନଙ୍କ ବିବାହକୁ ସ୍ବୀକୃତି ଦେବା ଲାଗି ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହିନ୍ଦୁ ବିବାହ ଆଇନ ସେମାନଙ୍କ ବିବାହକୁ ବିରୋଧ କରି ନ ଥିବା ସେମାନେ ଯୁକ୍ତି ଦର୍ଶାଇଥିଲେ। ତେବେ ହାଇକୋର୍ଟ ସେମାନଙ୍କ ଆବେଦନକୁ...
ବିମାନ ଯାତ୍ରୀଙ୍କ ମୋବାଇଲରେ ଲାଗିଲା ନିଆଁ
ନୂଆଦିଲ୍ଲୀ,୧୫ା୪: ଇଣ୍ଡିଗୋ ବିମାନ ଯାତ୍ରୀଙ୍କ ମୋବାଇଲରେ ନିଆଁ ଲାଗିଯାଇଥିଲା। ଏନେଇ ତୁରନ୍ତ କ୍ରୁ ମେମ୍ବରଙ୍କୁ ସୂଚନା ଦିଆଯାଇଥିଲା। ପରେ କ୍ରୁ ସଦସ୍ୟମାନେ ନିଆଁକୁ ଆୟତ୍ତ କରିଥିଲେ। ଡିଜିସିଏର ବରିଷ୍ଠ ଅଧିକାରୀ କହିଛନ୍ତି, ଏ-୩୨୦ ନିୟୋ ବିମାନ ଭିଟି-ଆଇଜେଭି କିପ୍ ବିମାନ...
ଜେଏନ୍ୟୁ ମୁଖ୍ୟ ଫାଟକରେ ସାଫ୍ରନ୍ ପତାକା
ନୂଆଦିଲ୍ଲୀ,୧୫।୪:ରାମ ନବମୀରେ ନନ୍ଭେଜ ଖାଇବାକୁ ନେଇ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ମାମଲା ସମାଧାନ ହୋଇପାରି ନ ଥିବାବେଳେ ଶୁକ୍ରବାର ସକାଳେ ଅନ୍ୟ ଏକ ପ୍ରସଙ୍ଗ ସାମ୍ନାକୁ ଆସିଛି। ହିନ୍ଦୁ ସେନା ନାମକ ଏକ ସଂଗଠନ ପକ୍ଷରୁ...
ଅଗଷ୍ଟ ୨୮ରେ ଜେଇଇ ଆଡଭାନ୍ସଡ୍
ନୂଆଦିଲ୍ଲୀ,୧୫।୪: ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସଡ୍ ୨୦୨୨ର ପରୀକ୍ଷା ପାଇଁ ନୂଆ ତାରିଖ ଧାର୍ଯ୍ୟ ହୋଇଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ବମ୍ବେ ଅଗଷ୍ଟ ୨୮ରେ ଜେଇଇ ଆଡଭାନ୍ସଡ୍ ୨୦୨୨ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛି।...
ସଂକ୍ରମଣ କମୁଛି
ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୪୯ ଜଣ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୬ ଜଣଙ୍କ ମୃତ୍ୟୁ ଘଟିଛି। ନୂତନ...
ଚାଇନାର ଚାଲାକି, ପାକିସ୍ତାନରେ ପ୍ରସ୍ତୁତ ହେଉଛି କରୋନାର ନୂଆ ଷ୍ଟ୍ରେନ୍!
ନୂଆଦିଲ୍ଲୀ/ଇସଲାମାବାଦ,୧୫ ।୪: କରୋନା ଭାଇରସର ଉତ୍ପତି ସ୍ଥଳ ଚାଇନା । ଏବେ ଏହି ସନ୍ଦେହ ଦୂର ହୋଇ ନ ଥିବା ବେଳେ ପୁଣି ଏକ ବିପଦ ମୁଣ୍ଡ ଟେକିଲାଣି । ଅଷ୍ଟ୍ରେଲିଆ ପୋର୍ଟାଲ ଦ କ୍ଲେସଂନରେ ଏନ୍ଥନି କ୍ଲେନଙ୍କ ଏକ...
Archives


