ଜାତୀୟ

ମିଶନ ୨୦୨୪, ସୋନିଆ-ପିକେ ଭେଟ…

ନୂଆଦିଲ୍ଲୀ, ୧୬।୪ : ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସର ଭେଟେରାନଙ୍କ ସହ ଚାରି ଘଣ୍ଟିଆ ମାରାଥନ ବୈଠକରେ ପ୍ରଶାନ୍ତ କିଶୋର(ପିକେ) ୨୦୨୪ ଲୋକସଭା ନିର୍ବାଚନର ଉପସ୍ଥାପନା କରିଛନ୍ତି। ଦଳ ଭିତରେ ସଂସ୍କାର ଆଣିବା ପାଇଁ କଣ କରାଯିବା ଆବଶ୍ୟକ ତାହା...

ଦରମାକୁ ନେଇ ଏମ୍‌ପି ହରଭଜନଙ୍କ ବଡ଼ ଘୋଷଣା

ଅମୃତସର,୧୬।୪: କ୍ରିକେଟରୁ ରାଜନେତା ବନିଥିବା ଭାରତୀୟ ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂହ ନିକଟରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ରୁ ନିର୍ବାଚନ ଲଢ଼ି ପଞ୍ଜାବ ରାଜ୍ୟ ସଭା ଏମ୍‌ପି ହୋଇଛନ୍ତି। ଏହାକୁ ନେଇ ଶନିବାର ସେ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ...

ଉପନିର୍ବାଚନରେ ଭାଜପା ହାତ ଖାଲି…

ନୂଆଦିଲ୍ଲୀ, ୧୬।୪ : ଦେଶର ଗୋଟିଏ ଲୋକସଭା ଏବଂ ଚାରୋଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଚାରୋଟି ବିଧାନସଭା ଆସନ ହେଉଛି ପଶ୍ଚିମବଙ୍ଗର ବାଲିଗଞ୍ଜ, ଛତିଶଗଡର ଖୈରାଗଡ, ବିହାରର ବୋଚହାଁ ଏବଂ ମହାରାଷ୍ଟ୍ରର କୋହ୍ଲାପୁର। ଏଥି...

ଦୈନିକ ସଂକ୍ରମଣ ହଜାରେ ତଳେ, ମୃତ୍ୟୁ ସଂଖ୍ୟା ୪…

ନୂଆଦିଲ୍ଲୀ, ୧୬।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ହଜାରେ ତଳେ ରହିଛି। ଏହା ୯୭୫...

ମଣିପୁର କ୍ୟାବିନେଟର ସମ୍ପ୍ରସାରଣ

ଗୁଆହାଟୀ,୧୬।୪: ମଣିପୁରରେ କ୍ଷମତାକୁ ଫେରିବାର ମାତ୍ର ଏକ ମାସ ପରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି। ଶନିବାର ୬ଜଣ ନୂତନ ମନ୍ତ୍ରୀ ଏନ୍‌.ବିରେନ ସିଂଙ୍କ ସରକାରରେ ଯୋଗଦେଇଛନ୍ତି। ମଣିପୁର ରାଜ୍ୟପାଳ ଲା ଗଣେଶନ ଏହି...

ଜରୁରୀ ବୈଠକ ଡକାଇଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୬।୪: କଂଗ୍ରେସକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶନିବାର ମଧ୍ୟାହ୍ନରେ ଦଳର ଏକ ଜରୁରୀ ବୈଠକ ଡକାଇଥିଲେ। ଦିଲ୍ଲୀର ଜନପଥ ୧୦ ସ୍ଥିତ ସୋନିଆ ଗାନ୍ଧୀଙ୍କ ବାସଭବନରେ ଘରେ ମଧ୍ୟାହ୍ନ ୧୨ଟାରୁ...

ଦିଲ୍ଲୀରେ ପୁଣି ଡରାଇଲାଣି କରୋନା: ନୋଏଡାରେ ୧୪ଶିଶୁଙ୍କ ସମେତ ୭୦ପଜିଟିଭ୍‌

ନୂଆଦିଲ୍ଲୀ,୧୬।୪: ରାଜଧାନୀ ଦିଲ୍ଲୀ ଓ ଏନ୍‌ସିଆରରେ ପୁଣି ଥରେ କରୋନା ସଂକ୍ରମଣ ମୁଣ୍ଡ ଟେକିଲାଣି। ଦିଲ୍ଲୀ ନିକଟରେ ଥିବା ଗାଜିଆବାଦ ଓ ନୋଏଡାର ଅନେକ ସ୍କୁଲରେ କରୋନା ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ଏହାପରେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ସ୍କୁଲଗୁଡ଼ିକରେ...

୧୦୮ ଫୁଟ୍‌ ଉଚ୍ଚତାର ହନୁମାନ ମୂର୍ତ୍ତିର ଉଦ୍‌ଘାଟନ କଲେ ମୋଦି

ଗାନ୍ଧୀନଗର,୧୬।୪: ସାରାଦେଶରେ ଶନିବାର ହନୁମାନ ଜୟନ୍ତୀ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏଥିସହ ପବନପୁତ୍ରଙ୍କ ଆଶୀର୍ବାଦ ସର୍ବଦା ସମସ୍ତଙ୍କ ଉପରେ ରହିଥାଉ ବୋଲି ମୋଦି କହିଛନ୍ତି। ଅନ୍ୟପଟେ ଶନିବାର...

ଅଜଣା ରୋଗ ନେଲାଣି ୭ ଶିଶୁଙ୍କ ଜୀବନ

ଜୟପୁର,୧୬।୪: ରାଜସ୍ଥାନର ସିରୋହିରେ ୨ରୁ ୧୪ ବର୍ଷ ବୟସର ୭ ଜଣ ପିଲା ଅଜଣା ରୋଗରେ ପ୍ରାଣ ହରାଇଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ୭ ପିଲାଙ୍କ ମୃତ୍ୟୁ ଘଟିଛି। ଶିଶୁଙ୍କୁ ପ୍ରଥମେ ଜ୍ୱର ଏବଂ ବାନ୍ତି ଲକ୍ଷଣ ଦେଖିବାକୁ ମିଳିଥିଲା।...

ରାଜଧାନୀରେ ଉପରମୁହାଁ କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ବଢିଚାଲିଛି। ଗତ ୨୪ ଘଣ୍ଟାରେ ୩୬୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ହାର ୩.୯୫କୁ ପହଞ୍ଚିଛି। ଫେବୃୟାରୀ ୩ଠାରୁ ଏହି ସଂଖ୍ୟା ସର୍ବାଧିକ ରହିଛି। ସେହିପରି...

୫ଟି ଆସନରେ ଗଣନା: ପଶ୍ଚିମବଙ୍ଗରେ ବାବୁଲ ସୁପ୍ରିଓ ଆଗରେ, କୋହ୍ଲାପୁରରେ ଲିଡ୍‌ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୬।୪: ଦେଶର ଗୋଟିଏ ଲୋକ ସଭା ଓ ୪ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର ଭୋଟ ଗଣନା ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି। ଦିନ ଦ୍ୱିପ୍ରହର ସୁଦ୍ଧା ପ୍ରାର୍ଥୀଙ୍କ ବିଜୟ ଏବଂ ପରାଜୟର ଚିତ୍ର ସ୍ପଷ୍ଟ ହୋଇଯିବ।...

ଜୁଲାଇରୁ ୧ରୁ ୩୦୦ୟୁନିଟ୍‌ ଯାଏ ମାଗଣା ବିଦ୍ୟୁତ୍‌ ସେବା

ଚଣ୍ଡିଗଡ଼,୧୬।୪: ପଞ୍ଜାବରେ ଭଗଓ୍ବନ୍ତ ମାନ ସରକାର କ୍ଷମତାକୁ ଆସିବାର ମାସେ ପୁରିଯାଇଛି। ୩୦ଦିନର ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯାଇଥିବା ବେଳେ ଏଏପି ସରକାର ନିଜର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଏହି ଅବସରରେ ସୁବେର ସରକାର ସାଧାରଣ ଜନତାଙ୍କୁ ଆଶ୍ୱସ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri