ବନ୍ଧୁକର ଜବାବ ବନ୍ଧୁକରେ ଦିଆଯିବ: ପାକିସ୍ତାନକୁ ତାମିଲନାଡୁ ରାଜ୍ୟପାଳଙ୍କ ଚେତାବନୀ
କୋଚି,୧ ।୮: କେରଳର କୋଚିରେ ରବିବାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ତାବିଲନାଡୁ ରାଜ୍ୟପାଳ ଆରଏନ ରବି ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ବଡ ବୟାନ ଦେଇଛନ୍ତି । ସେ ହିଂସାକୁ ନେଇ ଜିରୋ ଟଲରାନ୍ସ କଥା କହିଛନ୍ତି…
ଭିଡ଼କୁ ଭୟ…
ନୂଆଦିଲ୍ଲୀ, ୧।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ପେନସିଲ ମାଗିଲେ ମା’ ମାରୁଛନ୍ତି: ୬ ବର୍ଷ ଶିଶୁର ମୋଦିଙ୍କୁ ପତ୍ର
କନ୍ନୌଜ.୧ ।୮: ପ୍ରଥମ ଶ୍ରେଣୀରେ ପଢୁଥିବା ଜଣେ ୬ ବର୍ଷର ଛାତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦରଦାମ ବୃଦ୍ଧି ଯୋଗୁ ଉପୁଜୁଥିବା ସମସ୍ୟାକୁ ନେଇ ଏକ ଭାବପୂର୍ଣ୍ଣ ଚିଠି ଲେଖିଛନ୍ତି । ଉତ୍ତର ପ୍ରଦେଶ କନ୍ନୌଜର ଛିବରାମଉ ନିବାସି କୃତି ଏହି…
ଆତଙ୍କବାଦୀ ଆକ୍ରମଣ ଇନପୁଟ୍, ପିଏମ୍ ସୁରକ୍ଷା ୟୁନିଟ୍ ଦାୟିତ୍ୱରେ ଲାଲ କିଲ୍ଲା…
ନୂଆଦିଲ୍ଲୀ,୧।୮ : ଆଗକୁ ସ୍ବାଧୀନତା ଦିବସ। ଦିଲ୍ଲୀ ପୋଲିସ ସମେତ ଦେଶର ସୁରକ୍ଷା ଏଜେନ୍ସିମାନେ ଦେଶର ସ୍ଥିତି ଏବଂ ଆତଙ୍କବାଦୀ ଆକ୍ରମଣର ଇନପୁଟ୍କୁ ଦୃଷ୍ଟିରେ ରଖି ଲାଲ କିଲ୍ଲା ସୁରକ୍ଷାକୁ ବହୁସ୍ତରୀୟ କରିଛନ୍ତି। କ୍ଷେତ୍ରରେ କୌଣସି ଅବହେଳା ଯେପରି ନହେବ ସେଥିପ୍ରତି…
୨୦୨୧ରେ ବିଭିନ୍ନ ରାଜ୍ୟର ବିଧାନସଭାରେ ହାରାହାରି ୨୧ ଦିନର କାର୍ଯ୍ୟ ଦିବସ, ୫୦୦ରୁ ଅଧିକ ବିଧେୟକ ହୋଇଛି ପାରିତ…
ନୂଆଦିଲ୍ଲୀ,୧।୮ : ଦେଶର ବିଭିନ୍ନ ରାଜ୍ୟର ବିଧାନସଭାରେ ୨୦୨୧ରେହାରାହାର କେବଳ ୨୧ ଦିନର କାର୍ଯ୍ୟ ଦିବସ ରହିଥିଲା। ଏହି ସମୟ ମଧ୍ୟରେ ୫୦୦ରୁ ଅଧିକ ବିଧେୟକ ପାରିତ ହୋଇଛି। ସେଥି ମଧ୍ୟରେ ଉଚ୍ଚଶିକ୍ଷାର ନିୟନ୍ତ୍ରଣ, ଅନଲାଇନ ଖେଳ, ଧାର୍ମିକ ରୂପାନ୍ତର, ଗୋ…
ଯାତ୍ରୀବାହୀ ଗାଡ଼ିରେ କରେଣ୍ଟ ଲାଗି ୧୦ ଜଣଙ୍କ ମୃତ୍ୟୁ…
କୋଲକାତା,୧।୮ : ପଶ୍ଚିମବଙ୍ଗର କୁଚବିହାରଠାରେ ଏକ ଯାତ୍ରୀବାହୀ ଗାଡ଼ି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ଜଲପାଇଗୁଡି ଡାକ୍ତରଖାନାକୁ ପଠାଯାଇଛି। ମାଥାଭଙ୍ଗା ଅତିରିକ୍ତ…
କମିଲା ଏଲପିଜି ସିଲିଣ୍ଡର ଦାମ
ନୂଆଦିଲ୍ଲୀ,୧ ।୮: ଏଲପିଜି ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । କମର୍ସିଆଲ(୧୯ କିଲୋଗ୍ରାମ) ଏଲପିଜିର ଦାମ କମ ହୋଇଛି । ଇଣ୍ଡିଆନ ଅଏଲ କର୍ପୋରେଶନ (ଆଇଓସି) କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ ୩୬ ଟଙ୍କା କମ କରିଛନ୍ତି । ଏହାଫଳରେ…
ସୁପ୍ରିମକୋର୍ଟରେ ଲଢ଼େଇ
ନୂଆଦିଲ୍ଲୀ,୧।୮(ପି.ଟି.): ମହାରାଷ୍ଟ୍ରରେ ଶିବସେନାର ବିଦ୍ରୋହୀ ଗୋଷ୍ଠୀ ଉଦ୍ଧବ ଠାକ୍ରେ ସରକାରଙ୍କୁ ହଟାଇ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ସରକାର ଗଢ଼ିବା ପରେ ପ୍ରକୃତ ଶିବସେନା କିଏ, ତାକୁ ନେଇ ବିବାଦ ଦେଖାଦେଇଛି। ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚତ୍ଥିବାବେଳେ ଉଦ୍ଧବ ଠାକ୍ରେ ଗୋଷ୍ଠୀର ସମସ୍ତ…
ଭୁଲ୍ରେ ଗିରଫ ବ୍ୟକ୍ତିଙ୍କୁ ମିଳିବ ୫ ଲକ୍ଷ କ୍ଷତିପୂରଣ
ବେଙ୍ଗାଲୁରୁ,୧।୮: କର୍ନାଟକ ପୋଲିସ ଏକ ଆପରାଧିକ ମାମଲାରେ ଗିରଫ କରିଥିବା ୫୬ ବର୍ଷୀୟ ନିଙ୍ଗାରାଜୁ ଏନ୍ଙ୍କୁ ୫ ଲକ୍ଷ କ୍ଷତିପୂରଣ ଦିଆଯିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜୁ ଏନ୍ଜିଏନ୍ ନାମକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଭୁଲବଶତଃ…
ଡିଜେ ଜେନେରେଟରରୁ ଲାଗିଲା କରେଣ୍ଟ: ୧୦ କାଉଡିଆ ମୃତ
କୋଲକାତା,୧ ।୮: ପଶ୍ଚିମବଙ୍ଗର କୁଚବିହାରରେ ରବିବାର ବିଳମ୍ବିତ ରାତିରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଜଳଲାଗି କରିବାକୁ ଯାଉଥିବା ୧୦ ଶିବଭକ୍ତ(କାଉଡିଆ)ଙ୍କର କରେଣ୍ଟ ଲାଗିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଶ୍ରାବଣ ସୋମବାରରେ ଶିବଙ୍କୁ ଜଳଲାଗି…
ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖ: ମୋଦି
ନୂଆଦିଲ୍ଲୀ,୧।୮: ଆଗକୁ ସ୍ବାଧୀନତା ଦିବସ ଥିବାବେଳେ ଦେଶବାସୀ ଅଗଷ୍ଟ ୨ରୁ ୧୫ ମଧ୍ୟରେ ସେମାନଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରେ ଜାତୀୟ ପତାକା ତ୍ରିରଙ୍ଗାକୁ ଡିସ୍ପ୍ଲେ ପିକ୍ଚର ଭାବେ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି। ରବିବାର ମାସିକ…
ପ୍ରତି ନାଗରିକ ସମ୍ବିଧାନ ଜାଣିବା ଜରୁରୀ
ନୂଆଦିଲ୍ଲୀ, ୧ା୮: ସମ୍ବିଧାନ ସମସ୍ତଙ୍କ ପାଇଁ। ଏକ ସାମ୍ବିଧାନିକ ଗଣତନ୍ତ୍ର ସେତେବେଳେ ଅଗ୍ରଗତି କରିପାରିବ ଯେତେବେଳେ ନାଗରିକମାନେ ସେମାନଙ୍କ ସମ୍ବିଧାନ ପ୍ରଦତ୍ତ ଅଧିକାର ଏବଂ କର୍ତ୍ତବ୍ୟ ବାବଦରେ ଅବଗତ ହେବେ। କିନ୍ତୁ ଦୁଃଖର କଥା ଦେଶରେ ଅଧିକାଂଶ ଲୋକଙ୍କ ନିକଟରେ ସମ୍ବିଧାନ…
Archives


