ଲୋକପ୍ରିୟ ଟେଲି ଅଭିନେତାଙ୍କ ପରଲୋକ

ମୁମ୍ବାଇ,୧୧।୧୧: ଟେଲି ଇଣ୍ଡଷ୍ଟ୍ରିରୁ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବିର ସୁର୍ଯ୍ୟବଂଶୀଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବରରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଜିମ୍‌ରେ ଓ୍ବାର୍କ ଆଉଟ୍‌ କରୁଥିବା ସମୟରେ ଅଭିନେତା ହଠାତ୍‌ ଖସିପଡିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସିଦ୍ଧାନ୍ତ ପୂର୍ବରୁ ଆନନ୍ଦ ନାମରେ ପରିଚିତ ଥିଲେ। କିଛି ଦିନ ତଳେ ସେ ତାଙ୍କ ନାମ ଆନନ୍ଦରୁ ସିଦ୍ଧାନ୍ତକୁ ପରିବର୍ତ୍ତନ କରିଥିଲେ। ତାଙ୍କୁ କଣ୍ଟ୍ରୋଲ ରୁମ, ଜିଦିି ଦିଲ ମାନେ ନା, କୁସୁମ, ଏବଂ କ୍ୟୁ ରିସ୍ତୋ ମେଁ କଟ୍ଟି ବଟ୍ଟି ଭଳି ଟିଭି ଶୋ’ରେ ଦେଖିବାକୁ ମିଳିଥିଲା। ବ୍ୟକ୍ତିଗତ ଜୀବନ ବିଷୟରେ ଦେଖିବାକୁ ଗଲେ ଅଭିନେତାଙ୍କ ଦୁଇଟି ପିଲା ଅଛନ୍ତି। ତାଙ୍କର ପ୍ରଥମ ସ୍ତ୍ରୀ ଇରା ଚୌଧୁରୀଙ୍କ ଠାରୁ ଛାଡପତ୍ର ପରେ ସେ ସୁପର ମଡେଲ ଆଲିଶା ରାଉତଙ୍କୁ ବିବାହ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଔରଙ୍ଗାବାଦରେ ଲାଗିଲା ଲକଡାଉନ

ଔରଙ୍ଗାବାଦ,୧୩ ।୩: ମହାରାଷ୍ଟ୍ରରେ ବେଳକୁ ବେଳ ମାଡି ଚାଲିଛି କରୋନା ସଂକ୍ରମଣ । ଏହାକୁ ଦେଖି ସେଠାକାର ବିଭିନ୍ନ ଅଞ୍ଚଳରେ ଲକ୍‌ଡାଉନ ଜାରି କରାଗଲାଣି ।...

ଫେସ୍‌ବୁକ୍‌ ବୟଫ୍ରେଣ୍ଡ୍‌ଙ୍କ ଭେଟିବା ପାଇଁ ୧୪୦୦ କିମି ଯାତ୍ରା କରି ବେଙ୍ଗାଲୁରୁରୁ ଭୋପାଳରେ ପହଞ୍ଚିଲେ ୧୦ମ ଶ୍ରେଣୀ ଛାତ୍ରୀ

ଭୋପାଳ,୨୮।୮: ଫେସ୍‌ବୁକ୍‌ ପ୍ରେମ ପ୍ରେମରେ ଲୋକମାନେ ଅନ୍ଧ ହୋଇ ଯାଆନ୍ତି, ଏ ବିଷୟରେ ଆପଣମାନେ ଶୁଣିଥିଲେ। କିନ୍ତୁ ପ୍ରେମରେ ଅନ୍ଧ ହୋଇ ଜଣେ ୧୦ମ ଶ୍ରେଣୀର...

ବଳ ଦେଖାଇଲେ ଗେହଲଟ

ଜୟପୁର,୨୫ା୭: ରାଜସ୍ଥାନରେ କ୍ଷମତା ଯୁଦ୍ଧକୁ ନେଇ ଦୁଇ ସପ୍ତାହ ଧରି ବଢ଼ିଚାଲିଥିବା ଉଷ୍ମତା ଜାତୀୟ ରାଜନୀତିକୁ ସରଗରମ କରିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ଜୟପୁରସ୍ଥିତ...

ମୋଦି ସରକାରଙ୍କ ବିିରୋଧରେ କଂଗ୍ରେସର ଆନ୍ଦୋଳନ: ଗିରଫ ହେଲେ ୨୦୦ନେତା, ୫୦ଏମ୍‌ପି

ନୂଆଦିଲ୍ଲୀ,୫।୮: ଦରବୃଦ୍ଧି ଓ ବେରୋଜଗାରୀ ଓ ଜିଏସ୍‌ଟିକୁ ନେଇ ମୋଦି ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ଶୁକ୍ରବାର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି। ଏହି କ୍ରମରେ...

ଜିମେଲ୍‌ ସର୍ଭିସ ଡାଉନ୍‌

ନୂଆଦିଲ୍ଲୀ,୧୩।୧୦: ଗୁଗଲର ଜିମେଲ୍‌ ସର୍ଭିସ ମଙ୍ଗଳବାର ଡାଉନ ହେବା ଯୋଗୁ ଲୋକମାନେ ଲଗ୍‌ ଇନ୍‌ ଏବଂ ଇମେଲ୍‌ ଏରର ଭଳି ସମସ୍ୟା ସାମ୍ନା କରିଥିଲେ। ସମସ୍ୟାକୁ...

ଲକ୍‌ଡାଉନ ଖୋଲିଲେ କ’ଣ କରିବେ ଜରିନ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ମେ’ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ବଲିଉଡ୍‌ର ପ୍ରାୟ ସବୁ ସେଲିବ୍ରିଟି...

ମଣିପୁରରେ ଭାରତମାତାକୁ ହତ୍ୟା କରିଛି ଭାଜପା

ନୂଆଦିଲ୍ଲୀ,୧୦ା୮(ପି.ଟି.): ଭାଜପାର ରାଜନୀତି ମଣିପୁରରେ ଭାରତ ମାତାକୁ ହତ୍ୟା କରିଛି ବୋଲି ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ ଆଣିଛନ୍ତି। ଏଥିସହ ଶାସକ ଦଳର...

ତଳ କୋର୍ଟରେ ପଦବୀ ଖାଲି: ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦ା୭(ପି.ଟି.): ହାଇକୋର୍ଟଗୁଡ଼ିକରେ କେତେ ସଂଖ୍ୟକ ବିଚାରବିଭାଗୀୟ ଅଧିକାରୀ ପଦବୀ ଖାଲି ପଡ଼ିଛି ସେନେଇ ସୁପ୍ରିମକୋର୍ଟ ମଙ୍ଗଳବାର ରିପୋର୍ଟ ମାଗିଛନ୍ତି। ଏହାସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର...

Advertisement
Archives

Model This Week