Advertisement
Posted inଜାତୀୟ

ଲୋକସଭା ନିର୍ବାଚନକୁ ନେଇ ଅଖିଳେଶଙ୍କ ବଡ ଘୋଷଣା

ଲକ୍ଷ୍ନୌ,୨୪ ।୧୧: ଆସନ୍ତା ୨୦୨୪ ମସିହାରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ ବଡ ଘୋଷଣା କରଛନ୍ତି । ସେ କହିଛନ୍ତି ୨୦୨୪ ଲୋକ ସଭା ନିର୍ବାଚନରେ ସେ କନ୍ନୌଜ ଆସନରୁ ଲଢିବେ । ସୂଚନାଯୋଗ୍ୟ, କନ୍ନୌଜରେ ଏକ କାର୍ଯ୍ୟକ୍ରମରେ ପ୍ରଶ୍ନ ଉତ୍ତର ସମୟରେ ସେ ଏହା କହିଛନ୍ତି ।
ସେ କହିଥିଲେ ଖାଲି ବସିଛି କ’ଣ କରିବା ନିର୍ବାଚନ ଲଢିବି । ଆମର କାମ ହେଲା ନିର୍ବାଚନ ଲଢିବା ତେଣୁ ପ୍ରଥମେ ଯେଉଁ ଆସନରୁ ନିର୍ବାଚନ ଲଢିଥିଲି ଏବେ ସେହି ଆସନରୁ ଲଢିବି । ହେଲେ ଦଳ ରହିଛି ସ୍ଥିର କରିବ ନିର୍ବାଚନରେ କ’ଣ କରିବାକୁ ପଡିବ । ଆମର ନିର୍ବାଚନ ରଣନୀତି ଦଳର ସହମତି ଆଧାରରେ ପ୍ରସ୍ତୁତ ହୋଇଥାଏ ।

ସୂଚନାଯୋଗ୍ୟ, ଏକ ଘରୋଇ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ କନ୍ନୌଜ ପହଞ୍ଚିଥିବା ବେଳେ ସେଠାରେ ସେ ଲୋକ ସଭା ନିର୍ବାଚନ ଲଢିବା କଥା କହିଛନ୍ତି । ସେ କହିଥିଲେ କନ୍ନୌଜରେ ସେ ବିକାଶ କାର୍ଯ୍ୟ କରିଛନ୍ତି ତେଣୁ ସେହିଠାରୁ ସେ ନିର୍ବାଚନ ଲଢିବେ । ଗୁରୁବାର କନ୍ନୌଜ ନଗର ପାଳିକାର ପୂର୍ବତନ ଚେୟାରମ୍ୟାନ ସୁନିଲ କୁମାର ଗୁପ୍ତା ଓରଫ ମୁନ୍ନାଙ୍କ୍ ପୁଅ ୟଶ ଚନ୍ଦ୍ରଗୁପ୍ତଙ୍କ ତିଲକ ସମାରୋହ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନେତାଙ୍କୁ ଅନୁସରଣ କରି ସୋସିଆଲ ମିଡିଆ ଛାଡିବେ ଅମୃତା

ମୁମ୍ବାଇ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସୋସିଆଲ ମିଡିଆ ଫେସବୁକ, ଟୁଇଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ଛାଡିବା କଥା ଚିନ୍ତା କରୁଥିବା କହିବାର କିଛି ସମୟ...

ଦିଲ୍ଲୀରେ ଫେରୁଛି ଶାନ୍ତି: ରେଖା ଶର୍ମା

ନୂଆଦିଲ୍ଲୀ,୨୮।୨: ପ୍ରାୟ ୫ ଦିନ ପରେ ଦିଲ୍ଲୀରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି ବୋଲି କୁହାଯାଉଛି। ଶୁକ୍ରବାର ସକାଳେ ନ୍ୟାଶନାଲ କମିଶନ ଫର୍‌ ଓମେନ୍‌(ଏନ୍‌ସିଡବ୍ଲୁ)ର...

ଲଞ୍ଚ ହେଲା ପିଏମ୍‌ଙ୍କ ବାୟୋପିକ୍‌ର ପୋଷ୍ଟର: ଲେଖାଅଛି ‘ପୁଣିଥରେ ମୋଦି ଏବେ କେହି ଅଟକାଇ ପାରିବେ ନାହିଁ’

ମୁମ୍ବାଇ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ପୋଷ୍ଟର ସୋମବାର ଲଞ୍ଚ କରାଯାଇଛି। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ ଅଭିନେତା ବିବେକ ଓବରଏ ମହାରାଷ୍ଟ୍ରର ନାଗପୁରରେ ଏହି...

ଚାଇନା ଆପ୍‌ ବ୍ୟାନ୍‌: ଟିକ୍‌ଟକ୍‌ ଖୋଲିଲେ ଆସୁଛି ଏଭଳି ନୋଟିସ୍‌

ନୂଆଦିଲ୍ଲୀ,୩୦।୬: ଭାରତ ସରକାର ଟିକ୍‌ଟକ୍‌ ସମେତ ଚାଇନାର ୫୯ଟି ଆପ୍‌କୁ ନିଷିଦ୍ଧ କରିବାକୁ ଘୋଷଣା କରିଛନ୍ତି। ଏପରିସ୍ଥଳେ ମଙ୍ଗଳବାର ସକାଳୁ ଗୁଗୁଲ୍‌ ପ୍ଲେ ଷ୍ଟୋରରୁ ଏହି...

ମୋଦିଙ୍କ ନକଲ କରିବାରୁ ଏତଲା

ନୂଆଦିଲ୍ଲୀ, ୨୧ା୨: ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଯୋଗୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନକଲ କରିବା ହାସ୍ୟ ଅଭିନେତା...

ଅର୍ଥନୀତି ନେଇ ମୁହଁ ଖୋଲିଲେ ମନମୋହନ ସିଂହ: ତ୍ରୁଟିପୂର୍ଣ୍ଣ ପରିଚାଳନାରୁ ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨ା୯: ଦେଶର ଅର୍ଥନୀତି ଏବେ ଚିନ୍ତାଜନକ ସ୍ଥିତିରେ ରହିଛି। ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ ଅର୍ଥନୀତି ମାନ୍ଦାବସ୍ଥାର ବୁଢ଼ିଆଣି ଜାଲରେ ଛନ୍ଦି ହୋଇଯାଇଛି ବୋଲି...

ମହିଳାଙ୍କର ଯୌନ ସାଥୀ ଅଧିକ

ନୂଆଦିଲ୍ଳୀ,୨୦ା୮: ଦେଶର ୧୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୁରୁଷଙ୍କ ତୁଳନାରେ ମହିଳାଙ୍କର ଅଧିକ ଯୌନ ସାଥୀ ରହିଛନ୍ତି। ଶୁକ୍ରବାର ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ...

ମାଡ଼ି ଆସିଲା ବିପଦ: ବ୍ଲାକ୍‌-ହ୍ବାଇଟ୍‌ ପରେ ଏବେ ୟେଲୋ ଫଙ୍ଗସ୍‌ ଆତଙ୍କ..

ଗାଜିଆବାଦ୍‌,୨୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। କରୋନା ଭୂତାଣୁ ସହିତ ବ୍ଲାକ୍‌ ଏବଂ ହ୍ବାଇଟ୍‌ ଫଙ୍ଗସ୍‌ ନେଇ ଦେଶରେ ସଙ୍କଟ...

Advertisement
Archives

Model This Week