ଜାତୀୟ

ଦେଶରେ ୩୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୫।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ନୂତନ ମାମଲା ଆସିବା…

ବିନା ଅନୁମତିରେ ବ୍ୟବହାର ହୋଇପାରିବନି ଅମିତାଭ ବଚ୍ଚନଙ୍କ ଫଟୋ, ସ୍ବର

ନୂଆଦିଲ୍ଲୀ,୨୫।୧୧: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ଫଟୋ, ସ୍ବର ବ୍ୟବହାର ହୋଇପାରିବନି। ନିକଟରେ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଅମିତାଭ…

ସଲମାନଙ୍କ ଭଳି ବଡି କରିବା ଚକ୍କରରେ ଯୁବକ ନେଲେ ଘୋଡା ଇଞ୍ଜେକ୍ସନ, ଆଉ ତା’ପରେ

ଇନ୍ଦୋର,୨୫।୧୧: ଆଜିର ଯୁବକମାନେ ସିକ୍ସ ପ୍ୟାକ ଆବ୍‌ସ ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାଁନ୍ତି। ଡାକ୍ତରୀ ପରାମର୍ଶ ବିନା ଔଷଧ ନେଉଛନ୍ତି। ଏହାର କ୍ଷତିକାରକ ପରିଣାମ ମଧ୍ୟ ସାମ୍ନାକୁ ଆସୁଛି। ଇନ୍ଦୋରରେ ମଧ୍ୟ ଏଭଳି ଏକ ଘଟିଛି। ଜଣେ…

ରାଣା କପୁରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୫।୧୧: ୟସ୍‌ ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ରାଣା କପୁରଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୪୬୬.୫୧ କୋଟି ଟଙ୍କା ଲଣ୍ଡରିଂ ମାମଲାରେ କପୁରଙ୍କୁ ୨୦୨୦ରେ ଇଡି ଗିରଫ କରିଥିଲା। ୟସ୍‌ ବ୍ୟାଙ୍କ ସହିତ ଜଡିତ ମନି…

ମୋଦିଙ୍କ ସୁରକ୍ଷାରେ ତ୍ରୁଟି, ଅହମଦାବାଦ ରାଲିରେ ନୋ ଫ୍ଲାଇଙ୍ଗ ଜୋନରେ ଉଡିଲା ଡ୍ରୋନ୍‌, ୩ ଗିରଫ

ଅହମଦାବାଦ,୨୫ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମଦାବାଦରେ ଏକ ଜନସଭା କରୁଥିଲେ । ଏହି ସମୟରେ ମୋଦିଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖାଦେଇଛି । ବାୱଲା ଜିଲାରେ ହେଉଥିବା ରାଲି ଭିତରେ ଡ୍ରୋନ କ୍ୟାମେରା ଜରିଆରେ…

ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଗିରଫକଲା ଏନ୍‌ଆଇଏ

ନୂଆଦିଲ୍ଲୀ,୨୫।୧୧(ପି.ଟି.): ଦେଶର ବିଭିନ୍ନ ଭାଗରେ ହିଂସାକାଣ୍ଡ ଏବଂ ସମ୍ବେଦନଶୀଳ ଅପରାଧ ଘଟାଇବା ଲାଗି ଆତଙ୍କବାଦୀ ସଂଗଠନ ଏବଂ ଅପରାଧ ସିଣ୍ଡିକେଟ୍‌ ସହ ଷଡ଼ଯନ୍ତ୍ର ଚଳାଇବା ମାମଲାରେ ପଞ୍ଜାବ ଜେଲ୍‌ରେ ଥିବା ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗୁରୁବାର ଗିରଫ…

ଆଇଆଇଟିଏଫ୍‌ରେ ଓଡ଼ିଶା ଦିବସ

ନୂଆଦିଲ୍ଲୀ,୨୫।୧୧: ନୂଆଦିଲ୍ଲୀରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍‌)ର ୪୧ତମ ସଂସ୍କରଣ ଅବସରରେ ଗୁରୁବାର ଓଡ଼ିଶା ଦିବସ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଓଡ଼ିଶାର ଗ୍ରାମାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଉତ୍ସବର ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ଓଡ଼ିଶୀ,…

ନମାଜ ପାଇଁ ଆସ, ଡେଟିଂ ମନା

ନୂଆଦିଲ୍ଲୀ,୨୫।୧୧:ଜାମା ମସ୍‌ଜିଦ ଉପାସନାର ସ୍ଥାନ ଏବଂ ଏଥିପାଇଁ ଲୋକଙ୍କୁ ସ୍ବାଗତ କରାଯାଉଛି। କିନ୍ତୁ ଯୁବତୀ/ମହିଳା ଏକୁଟିଆ ଆସି ଡେଟିଂ ପାଇଁ ଅପେକ୍ଷା କରିବାର ସ୍ଥାନ ଏହା ନୁହେଁ ବୋଲି ଶାହି ଇମାମ ସୟେଦ ଅହମଦ ବୁଖାରି କହିବା ସହ ଜାମା ମସ୍‌ଜିଦ୍‌କୁ…

ଫାଇଲ ଦେଖିଲେ ପୀଠ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୫ା୧୧:ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ରୁ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ନେବା ମାତ୍ରେ ନିର୍ବାଚନ କମିଶନର (ଇସି) ଭାବେ ଅବସ୍ଥାପିତ ହୋଇଥିବା ପୂର୍ବତନ କେନ୍ଦ୍ର ସଚିବ ଅରୁଣ ଗୋଏଲଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଗୁରୁବାର ଦ୍ୱିତୀୟ ଦିନ ଶୁଣାଣି ହୋଇଛି। ଜଷ୍ଟିସ୍‌ କେ.ଏମ୍‌.…

ଚାନ୍ଦିନି ଚୌକର ଥୋକ ବଜାରରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ୩୦ ଗାଡି ନିୟୋଜିତ

ନୂଆଦିଲ୍ଲୀ,୨୫ ।୧୧: ଦିଲ୍ଲୀର ଚାନ୍ଦନି ଚୌକ ସ୍ଥିତ ଭାଗିରଥ ପ୍ୟାଲେସ ମାର୍କେଟରେ ଥିବା ଦୋକାନରେ ଭିଷଣ ଅଗ୍ନିକାଣ୍ଡ ହୋଇଛି । ଗୁରୁବାର ରାତି ପ୍ରାୟ ୯ଟା ୧୯ରେ ନିଆଁ ଲାଗିଥିବା ସୂଚନା ମିଳିଥିଲା । ଏହାପରେ ୧୭ରୁ ଅଧିକ ଦମକଳ ଗାଡି…

କେଜରିୱାଲଙ୍କୁ ହତ୍ୟା କରିପାରେ ଭାଜପା: ସିସୋଡିଆ

ନୂଆଦିଲ୍ଲୀ,୨୫ ।୧୧: ଦିଲ୍ଲୀର ଏମସିଡି ନିର୍ବାଚନ ମଧ୍ୟରେ ଆମ ଆଦମୀ (ଏଏପି) ଭାରୀତୟ ଜନତା ପାର୍ଟି(ଭାଜପା) ଉପରେ ବଡ ଅଭିଯୋଗ ଆଣିଛି । ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ କହିଛନ୍ତି, ଗୁଜରାଟ ଓ ଏମସିଡିରେ ଭାଜପା ହାରିବା ଅନୁଭବ କରୁଥିବାରୁ ଦଳ ମୁଖ୍ୟମନ୍ତ୍ରୀ…

ଏମ୍ସରେ ସାଇବର ଆଟାକ୍‌: ୧୨ ଘଣ୍ଟା ବନ୍ଦ ରହିଥିଲା ସର୍ଭର

ନୂଆଦିଲ୍ଲୀ,୨୪।୧୧: ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ସାଇବର ଆଟାକ୍‌ ହୋଇଥିବା ଜଣାପଡ଼ିଛି। ଏହି ମାମଲାରେ ଦିଲ୍ଲୀ ପୋଲିସର ଆଇଏଫ୍‌ଏସ୍‌ଓ ୟୁନିଟ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ବୁଧବାର ପୂର୍ବାହ୍ନ ୧୧ରୁ ୧୨ ଘଣ୍ଟା ଧରି ସର୍ଭର ଡାଉନ୍‌ ରହିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?