ବଢ଼ିଲା ସୁରକ୍ଷା: ୫ନେତାଙ୍କ ସମେତ ୬ଜଣଙ୍କୁ ମିଳିଲା ବୁଲେଟ ପ୍ରୁଫ୍ ଜ୍ୟାକେଟ
ଚଣ୍ଡିଗଡ଼,୭।୧୧: ପଞ୍ଜାବ ଅମୃତସରରେ କିଛି ଦିନ ତଳେ ଦିନ ଦ୍ୱିପ୍ରହରରେ ଶିବସେନା ନେତା ସୁଧୀର ସୁରୀଙ୍କୁ ହତ୍ୟା କରାଯିବା ପରେ ପଞ୍ଜାବ ସରକାର ହିନ୍ଦୁ ନେତାଙ୍କ ସୁରକ୍ଷା ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଲୁଧିଆନାର ୫ଜଣ ହିନ୍ଦୁ ନେତାଙ୍କ ସମେତ ଗୁରୁସିମରନ…
ପଳାତକ ସଞ୍ଜୟ ଭଣ୍ଡାରୀଙ୍କୁ ଭାରତ ଆଣିବାକୁ ଫିଟିଲା ବାଟ: ବ୍ରିଟେନ ଦେଲା ଅନୁମତି
ଲଣ୍ଡନ/ନୂଆଦିଲ୍ଲୀ,୭।୧୧: ଅସ୍ତ୍ରଶସ୍ତ୍ର ଡିଲର ତଥା ପଳାତକ ସଞ୍ଜୟ ଭଣ୍ଡାରୀଙ୍କ ପ୍ରତ୍ୟର୍ପଣ କ୍ଷେତ୍ରରେ ଭାରତକୁ ଏକ ସଫଳତା ମିଳିଛି। ବ୍ରିଟେନର ଓ୍ବେଷ୍ଟମିନ୍ଷ୍ଟର କୋର୍ଟ ସଞ୍ଜୟଙ୍କ ଭାରତ ପ୍ରତ୍ୟର୍ପଣ ନେଇ ସୋମବାର ମଞ୍ଜୁରି ପ୍ରଦାନ କରିଛନ୍ତି। ଖୁବ୍ଶୀଘ୍ର ତାଙ୍କୁ ଭାରତ ଅଣାଯିବ। ସଞ୍ଜୟଙ୍କ ବିରୋଧରେ…
ନଭେମ୍ବର ୯ରେ ଖୋଲିବ ସରକାରୀ ସ୍କୁଲ
ନୂଆଦିଲ୍ଲୀ,୭ ।୧୧: ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ନଭେମ୍ବର ୯ ବୁଧବାରଠାରୁ ପ୍ରାଇମେରୀ ସ୍କୁଲ ଖୋଲି ଦିଆଯିବ । ଏହାସହ ଏହାର ଉପର ଶ୍ରେଣୀର ଓପନ ଆକ୍ଟିଭିଟି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯିବ । ହେଲେ ପାଇଭେଟ…
ହୀରା ବ୍ୟବସାୟୀଙ୍କ ଉଦାରତା: ୧୦୦୦ କର୍ମଚାରୀଙ୍କୁ ମାଗଣାରେ ବୁଲାଇନେଲେ ଉତ୍ତରାଖଣ୍ଡ
ସୁରଟ,୭ା୧୧: ପ୍ରତିବର୍ଷ ଦୀପାବଳି ଅବସରରେ କମ୍ପାନୀ ଏବଂ ଶିଳ୍ପପତିମାନେ ସେମାନଙ୍କ କର୍ମଚାରୀମାନଙ୍କୁ ଉପହାର ପ୍ରଦାନ କରିଥାନ୍ତି। ସବୁବେଳେ ଶୁଣିବାକୁ ମିଳେ, କମ୍ପାନୀର ମାଲିକ କର୍ମଚାରୀମାନଙ୍କୁ ଉପହାର ସ୍ବରୂପ ଏକ କାର୍, ସୁନା କିମ୍ବା ଫ୍ଲାଟ୍ ଦେଇଥାନ୍ତି। କିନ୍ତୁ ଏଥର ଉପହାର ଟିକେ…
ସୁଧୀର ସୁରୀ ହତ୍ୟାକାଣ୍ଡର ତଦନ୍ତ କରିବ ୫ ଜଣିଆ ଏସ୍ଆଇଟି ଟିମ୍
ଅମୃତସର,୭।୧୧: ଅମୃତସରରେ ଶିବସେନା ନେତା ସୁଧୀର ସୁରୀଙ୍କ ହତ୍ୟା ଘଟଣାର ଯାଞ୍ଚ ପାଇଁ ପଞ୍ଜାବ ପୋଲିସର ଏକ ୫ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରାଯାଇଛି। ଡେପୁଟି କମିଶନର ପୋଲିସ (ଡିଟେକ୍ଟିଭ) ଜଗ୍ଜିତ୍ ସିଂ ୱାଲିଆଙ୍କ ନେତୃତ୍ୱରେ ଏହି…
ବଳାତ୍କାର ମାମଲାରେ ମୃତ୍ୟୁ ଦଣ୍ଡାଦେଶ ହୋଇଥିବା ୩ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୭।୧୧ : ଦିଲ୍ଲୀର ଚାୱଲା ଅଞ୍ଚଳରେ ୨୦୧୨ ମସିହାରେ ୧୯ ବର୍ଷର ଯୁବତୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୩ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୧୦ ବର୍ଷ ପୁରୁଣା ଏହି ବଳାତ୍କାର…
ଆସାମ-ମେଘାଳୟ ମିଳିତ ଭାବେ ଉମିୟମ ହ୍ରଦର କରିବେ ବିଶ୍ୱସ୍ତରୀୟ ବିକାଶ…
ଗୁଆହାଟି/ଶିଲଂ,୭।୧୧ : ଆସାମ ଏବଂ ମେଘାଳୟ ମିଳିତ ଭାବେ ଉମିୟମ ହ୍ରଦକୁ ଜଳ କ୍ରୀଡା ପାଇଁ ବିଶ୍ୱସ୍ତରୀୟରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମେଘାଳୟର ଉମିୟମ ହ୍ରଦରେ ରାଇଜିଂ ସନ ଫେଷ୍ଟିଭାଲ ୨୦୨୨ର ସମାରୋହରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା…
ଝୁଲାପୋଲ ଦୁର୍ଘଟଣା ମାମଲାରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ…
ଅହମଦାବାଦ,୭।୧୧ : ଗୁଜରାଟ ହାଇକୋର୍ଟ ମୋରବି ଝୁଳାପୋଲ ଦୁର୍ଘଟଣା ନେଇ ସ୍ବତଃପ୍ରବୃତ୍ତ ଭାବେ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ମାମଲାରେ ଗୁଜରାଟ ସରକାରଙ୍କ ଅଧିକାରୀମାନଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ଯେଉଁ ବିଭାଗର ଅଧିକାରୀଙ୍କଠାରୁ ଉତ୍ତର ଲୋଡା ଯାଇଛି ସେଥି ମଧ୍ୟରେ…
ମୋରବି ପୋଲ ଭାଙ୍ଗିବା ଘଟଣାରେ ୫୫ ଶିଶୁଙ୍କ ସମେତ ୧୩୫ ମୃତ, ମୃତକଙ୍କ ମଧ୍ୟରେ ୧୮ ମାସର ଶିଶୁ
ମୋରବି,୭ ।୧୧: ଗୁଜରାଟ ମୋରବି ପୋଲ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟାକୁ ନେଇ ଅଫିସିଆଲ ଡାଟା ଜାରି କରାଯାଇଛି । ଏହି ଡାଟା ଅନୁଯାୟୀ, ମୋରବି ସହରରେ ପୋଲ ଭାଙ୍ଗିବା ଘଟଣାରେ ମୋଟ ୧୩୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୫୫…
ଭାଜପାକୁ ଭୋଟ ଦିଅନ୍ତ, ଏଏପିକୁ ନୁହେଁ, କଂଗ୍ରେସ ନେତାଙ୍କ ଅନୁରୋଧ…
ଅହମଦାବାଦ,୭।୧୧ : ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିର ନେତାମାନେ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ସେମାନଙ୍କ ବିଜୟର ଦାବି ମଧ୍ୟରେ ସମସ୍ତ ନେତା…
ବିହାରରେ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା, ବିରୋଧରେ ଚକାଜାମ
କଟିହାର,୭ ।୧୧: ବିହାରର କଟିହାର ଜିଲାରେ ସୋମବାର ସ୍ଥାନୀୟ ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସଞ୍ଜିବ ମିଶ୍ରାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହାକୁ ବିରୋଧ କରି ଲୋକେ ଚକାଜାମ କରି ଦେଇଛନ୍ତି । ଉତ୍ତେଜନାପୂର୍ଣ୍ଣ ସ୍ଥାନରେ ପୋଲିସ ମୁତୟନ…
ପୁଣି ଫେରିବେକି ଗୁଲାମ ନବୀ ? କଂଗ୍ରେସ ସପକ୍ଷରେ ଦେଲେ ମନ୍ତବ୍ୟ…
ନୂଆଦିଲ୍ଲୀ,୭।୧୧ : କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପୁଣି ଥରେ କଂଗ୍ରେସକୁ ଫେରିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଗଲାମ ନବୀ ଦେଇଥିବା ମନ୍ତବ୍ୟ ନେଇ ଏଭଳି ଚର୍ଚ୍ଚା ହେଉଛି। ସେ କହିଛନ୍ତି ଯେ, ଭାଜପାକୁ କେବଳ…
Archives


