ଜାତୀୟ

ଗୋଡ଼ରେ କଲେ ମତଦାନ

ଅହମ୍ମଦାବାଦ,୫।୧୨: ଗୁଜରାଟ ବିଧାୟନସଭା ନିର୍ବାଚନ ପାଇଁ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି।୧୪ଟି ଜିଲାରେ ୯୩ ବିଧାନସଭା ଆସନରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଭୋଟିଂ ପ୍ରକ୍ରିୟା ଜାରି ରହିଥିଲା। ସକାଳୁ ଲମ୍ବାଲାଇନ୍‌ରେ ଆସି ଲୋକମାନେ ନିଜର…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୩ଟା ସୁଦ୍ଧା ୫୧ ପ୍ରତିଶତ ମତଦାନ

ଅହମ୍ମଦାବାଦ,୫।୧୨: ଗୁଜୁରାଟର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସୋମବାର ଶେଷ ହୋଇଛି। ଯେଉଁମାନେ ଭୋଟିଂ ଲାଇନରେ ଅଛନ୍ତି ସେମାନେ ସନ୍ଧ୍ୟା ୫ଟା ପରେ ମଧ୍ୟ ଭୋଟ ଦେଇପାରିବେ। ତେବେ ୩ଟା ସୁଦ୍ଧା ୫୧ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ଗୁଜୁରାଟ ନିର୍ବାଚନ ଦ୍ୱିତୀୟ…

ଶ୍ରଦ୍ଧାଙ୍କୁ ତାଙ୍କ ପ୍ରେମିକ ୩୫ ଖଣ୍ଡ କରିଥିଲେ, ମୁଁ ତୁମକୁ ୭୦ ଖଣ୍ଡ କରିଦେବି

ମୁମ୍ବାଇ,୫ା୧୨: ଦିଲ୍ଲୀରେ ଶ୍ରଦ୍ଧା ଓ୍ବାକରଙ୍କୁ ତାଙ୍କ ପ୍ରେମିକ ୩୫ ଖଣ୍ଡ କରି କାଟି ଫିଙ୍ଗିଦେବା ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ମହାରାଷ୍ଟରେ ଆଉ ଜଣେ ଲିଭ୍‌ ଇନ୍‌ରେ ରହୁଥିବା ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଧମକ ଦେଇଛନ୍ତି। ସେ…

ମୋଦିଙ୍କୁ ଟାର୍ଗେଟ କଲେ ମମତା, କହିଲେ ମତଦାନ ଦିନ ରୋଡ ଶୋ’ କରିବାକୁ ନାହିଁ ଅନୁମତି

ଅହମ୍ମଦାବାଦ,୫।୧୨: ସୋମବାର ଗୁଜୁରାଟର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମତଦାନ ଦିନ ରୋଡ ଶୋ’ ଅନୁମତିପ୍ରାପ୍ତ ନୁହେଁ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଏବଂ…

ଦ୍ୱିପ୍ରହର ୧ଟା ପର୍ଯ୍ୟନ୍ତ ୩୪.୭୪% ଭୋଟିଂ: ୧୦୦ ବର୍ଷୀୟ ହୀରାବେନ ମଧ୍ୟ କଲେ ମତଦାନ

ଅହମ୍ମଦାବାଦ,୫।୧୨: ଗୁଜରାଟ ବିଧାୟନସଭା ନିର୍ବାଚନ ପାଇଁ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି।୧୪ଟି ଜିଲାରେ ୯୩ ବିଧାନସଭା ଆସନରେ ସକାଳ ୮ଟାରୁ ଭୋଟିଂ ଜାରି ରହିଥିବା ବେଳେ ସକାଳୁ ମତଦାତାମାନେ ଲମ୍ବା ଲାଇନ୍‌ରେ ଆସି ନିଜର ମତଦାନ ସାବ୍ୟସ୍ତ କରିଥିଲେ।…

ପୁଣିଥରେ ନ୍ୟାଶନାଲ କଫ୍ରେନ୍ସର ଅଧ୍ୟକ୍ଷ ହେଲେ ଫାରୁକ ଅବଦୁଲ୍ଲା

ଶୀନଗର,୫ ।୧୨: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଫାରୁକ ଅବଦୁଲ୍ଲା ପୁଣିଥରେ ନ୍ୟାଶନଲ କଫ୍ରେନ୍ସର(ଏନସି)ର ଅଧ୍ୟକ୍ଷ ହୋଇଛନ୍ତି । ଅଧ୍ୟକ୍ଷ ପଦ ପାଇଁ ଆଉ କେହି ପ୍ରାର୍ଥିପତ୍ର ଦାଖଲ କରି ନ ଥିଲେ । କେବଳ ଫାରୁକ ଅବଦୁଲ୍ଲା…

ନିର୍ବାଚନରେ ଗଡବଡର ଅଭିଯୋଗ ଆଣିଲା ସମାଜବାଦୀ ପାର୍ଟି

ଲକ୍ଷ୍ନୌ,୫ ।୧୨: ଉତ୍ତର ପ୍ରଦେଶର ରାମପୁର ସଦର, ଖତୌଲି ଓ ମେନପୁରୀ ଲୋକ ସଭା ଆସନରେ ସୋମବାର ହେଉଥିବା ନିର୍ବାଚନରେ ଗଡବଡ ହୋଇଥିବା ଅଭିଯୋଗ କରିଛି ସମାଜବାଦୀ ପାର୍ଟି । ଏପରି ଅଭିଯୋଗ ଦଳ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଆଣିଛି…

ଭେଣ୍ଟିଲେଟର ବନ୍ଦ ହୋଇଯିବାରୁ ୪ ନବଜାତ ଶିଶୁ ମୃତ: ହସ୍ପିଟାଲରେ ଉତ୍ତେଜନା

ରାୟପୁର,୫।୧୨: ଛତିଶଗଡ଼ ଅମ୍ବିକାପୁର ମେଡିକାଲ କଲେଜରୁ ଆସିଛି ଏକ ଦୁଃଖଦ ଖବର ଆସିଛି। ଭେଣ୍ଟିଲେଟର ବନ୍ଦ ହୋଇଯିବାରୁ ୪ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଅବହେଳା ଯୋଗୁ ଏଭଳି…

ଭୋଟ୍‌ ଦେବାକୁ ଗଲେ ମୃତ ବ୍ୟକ୍ତି!

ନୂଆଦିଲ୍ଲୀ,୫ା୧୨: ଦିଲ୍ଲୀରେ ବହୁ ଚର୍ଚ୍ଚିତ ଏମ୍‌ସିଡି ନିର୍ବାଚନ ରବିବାର ଶେଷ ହୋଇଛି। କିନ୍ତୁ ଏହି ନିର୍ବାଚନରେ ମତଦାନ କରିବା ପାଇଁ ବୁଥ୍‌କୁ ଯାଇଥିବା ଜଣେ ଲୋକଙ୍କୁ ଦେଖି ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ୬୭ ବର୍ଷୀୟ ଜୟପାଲ ସେମାନଙ୍କ ମଧ୍ୟରୁ ଜଣେ। ଡିସେମ୍ବର…

ସଫଳ ହେଲା ଲାଲୁ ଯାଦବଙ୍କ କିଡନୀ ପ୍ରତିରୋପଣ

ପାଟନା,୫।୧୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସୋମବାର ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଛି। ଲାଲୁଙ୍କ ସାନ ଝିଅ ରୋହିଣୀ ତାଙ୍କୁ କିଡନୀ ଦାନ କରିଛନ୍ତି। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର ଟୁଇଟ୍‌ କରି ଏହି ସୂଚନା…

ଦିଲ୍ଲୀରେ ବନ୍ଦ ହେଲା ନିର୍ମାଣ, ଉଚ୍ଛେଦ କାର୍ଯ୍ୟ

ନୂଆଦିଲ୍ଲୀ,୫।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ବୃଦ୍ଧି ପାଇଛି। ସ୍ଥିତିକୁ ନିୟନ୍ତ୍ରଣରେ କରିବା ଲାଗି ଦିଲ୍ଲୀ କର୍ତ୍ତୃପକ୍ଷ କଟକଣା ଜାରି କରିଛନ୍ତି। ରାଜଧାନୀରେ ସମସ୍ତ ନିର୍ମାଣ ଓ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ଅତି ଜରୁରୀ ନ ଥିବା ନିର୍ମାଣ କାର୍ଯ୍ୟ…

ରାଜନୈତିକ ଦଳଗୁଡ଼ିକର ରାଲିକୁ କରାଯାଉ ନିଷେଧ : ହାଇକୋର୍ଟ…

ପ୍ରୟାଗରାଜ,୫।୧୨ : ଆହ୍ଲାବାଦ ହାଇକୋର୍ଟଙ୍କର ଲକ୍ଷ୍ନୌବେଞ୍ଚ ରାଜନୈତିକ ଦଳର ରାଲିକୁ ସବୁଦିନ ପାଇଁ ନିଷିଦ୍ଧ କରିବାକୁ କହିଛି। ଜାତି ଭିତ୍ତିକ ସମାବେଶକୁ କାହିଁକି ସମ୍ପୂର୍ଣ୍ଣ ନିଷେଧ କରାଯିବା ଉଚିତ ନୁହେଁ ବୋଲି ହାଇକୋର୍ଟ ପ୍ରଶ୍ନ କରି ଚାରି ପକ୍ଷଙ୍କୁ ନୋଟିସ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?