ଜାତୀୟ

ବଦଳିବ ସଲାମ ଆଳତିର ନାମ, ହେବ ସନ୍ଧ୍ୟା ଆଳତି…

ବେଙ୍ଗାଲୁରୁ,୧୧।୧୨ : କର୍ନାଟକର ସମସ୍ତ ମନ୍ଦିରରେ ଥିବା ସଲାମ ଆଳତି ବର୍ତ୍ତମାନ ସନ୍ଧ୍ୟା ଆଳତି ଭାବରେ ପରିଚିତ ହେବ। ହିନ୍ଦୁ ମନ୍ଦିରଗୁଡିକର ତଦାରଖ କରୁଥିବା ସର୍ବୋଚ୍ଚ ସରକାରୀ ସଂସ୍ଥା ଏକ ୬ ମାସର ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିରେ, ଟିପୁ ସୁଲତାନଙ୍କ…

୫୬ କୋଟି ଭୋଟର ଆଧାର ଲିଙ୍କ୍‌ କରିଛନ୍ତି

ନୂଆଦିଲ୍ଲୀ,୧୧।୧୨: ଦେଶର ୯୫ କୋଟି ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ ପାଖାପାଖି ୫୬ କୋଟି ସେମାନଙ୍କ ଭୋଟର ପରିଚୟ ପତ୍ର ସହ ଆଧାର ଲିଙ୍କ୍‌ କରିଛନ୍ତି। ଭୋଟର ତାଲିକାରୁ ଜାଲ୍‌ ଭୋଟରଙ୍କୁ ହଟାଇବା ପାଇଁ ଏହାକୁ ଆଧାର ନମ୍ବର ସହ ସଂଯୋଗ କରିବା…

ମନ୍ତ୍ରୀଙ୍କ ଉପରେ କାଳି ପକାଇବା ଘଟଣା, ୧୦ ପୋଲିସ ନିଲମ୍ବିତ…

ମୁମ୍ବାଇ,୧୧।୧୨ : ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କ ଉପରେ କାଳି ପକାଇବା ମାମଲାରେ ପୁଣେ ଜିଲାର ପିମ୍ପିରିି ଚିଞ୍ଚୱାଡ ସହରରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାଟିଲଙ୍କ ସୁରକ୍ଷାରେ ଅବହେଳା ନେଇ ତିନିଜଣ ଅଧିକାରୀଙ୍କ ସମେତ ୧୦ ଜଣ ପୋଲିସଙ୍କୁ…

ଛାଡ଼ପତ୍ର ଆବେଦନ ପାଇଁ ବର୍ଷେ ଅଲଗା ରହିବା ଅସାମ୍ବିଧାନିକ ସର୍ତ୍ତ

ନୂଆଦିଲ୍ଲୀ,୧୦।୧୨: ବିବାହ ବିଚ୍ଛେଦ ଆଇନରେ ଆପୋସ ବୁଝାମଣାରେ ଛାଡ଼ପତ୍ର ଆବେଦନ କରିବା ଲାଗି ବର୍ଷେ କିମ୍ବା ତଦୂର୍ଦ୍ଧ୍ୱ ସମୟ ସ୍ବାମୀ ସ୍ତ୍ରୀ ଅଲଗା ରହିବା ଅସାମ୍ବିଧାନିକ ସର୍ତ୍ତ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଏହି ସର୍ତ୍ତ ମୌଳିକ ଅଧିକାରର ଉଲ୍ଲଂଘନ କରୁଥିବା…

ରୁଷିଆ ତୈଳ ଉପରେ ଜି-୭ର କଟକଣାକୁ ସମର୍ଥନ କରିବାକୁ ମନା କଲା ଭାରତ, ନିଷ୍ପତ୍ତିକୁ ସ୍ବାଗତ କଲା ରୁଷିଆ…

ନୂଆଦିଲ୍ଲୀ,୧୧।୧୨ : ଜି-୭ ଦେଶ ଏବଂ ସେମାନଙ୍କର ସହଯୋଗୀମାନଙ୍କ ପକ୍ଷରୁ ରୁଷିଆ ତୈଳ ଉପରେ ଲଗାଯାଇଥିବା କଟକଣାକୁ ଭାରତ ସମର୍ଥନ କରିବାକୁ ମନା କରିଛି। ରୁଷିଆର ତୈଳ ଉପରେ ପ୍ରାଇସ କ୍ୟାପ୍‌ ନ ଲଗାଇବାକୁ ଭାରତର ନିଷ୍ପତ୍ତିକୁ ରୁଷିଆ ସୱାଗତ କରିଛି।…

ଦିନ ୧୨ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁଖବିନ୍ଦର, ରାହୁଲ, ପ୍ରିୟଙ୍କା, ଖର୍ଗେ ରହିବେ ଉପସ୍ଥିତ!

ଶିମଲା,୧୧ ।୧୨: କଂଗ୍ରେସର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ସୁଖବିନ୍ଦର ସିଂ ସୁଖୁ ରବିବାର ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଏହି ଶପଥ ଗ୍ରହଣ ସମାରୋହ ଦିନ ୧୨ରେ ଅନୁଷ୍ଠିତ ହେବ । ଏହି…

ନଅ ବର୍ଷ ପରେ ବୈଷ୍ଣୋଦେବୀ ମନ୍ଦିର ପହଞ୍ଚିଲେ ସବୁଠାରୁ ଅଧିକ ଭକ୍ତ, ପ୍ରତିଦିନ ଆସୁଛନ୍ତି ପ୍ରାୟ ୧୩ ହଜାର ଶ୍ରଦ୍ଧାଳୁ

ଜମ୍ମୁ,୧୧ ।୧୨: ତ୍ରିକୁଟା ପାହାଡ଼ରେ ଅବସ୍ଥିତ ବୈଷ୍ଣୋଦେବୀ ମନ୍ଦିରରେ ଚଳିତ ବର୍ଷ ଏବେ ପର୍ଯ୍ୟନ୍ତ ୮୭ ଲକ୍ଷ ଲୋକ ଦେବୀ ମଆଙ୍କ ଦର୍ଶନ କରି ସାରିଲେଣି । ଶ୍ରଦ୍ଧାଳୁଙ୍କ ଏହି ସଂଖ୍ୟା ଗତ ୯ ବର୍ଷ ମଧ୍ୟରେ ସର୍ବାଧିକ । ୨୦୧୩ରେ…

ମହିଳାଙ୍କୁ ଥରେ ସରୋଗେସି ପାଇଁ ଅନୁମତି, ନିର୍ଦ୍ଦେଶ ଜାରି କଲେ ସରକାର…

କୋଲକାତା,୧୦।୧୨ : ପଶ୍ଚିମବଙ୍ଗରେ ମହିଳାଙ୍କୁ ମାତ୍ର ଥରେ ସରୋଗେସି ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦଶିକା ଜାରି କରାଯାଇଛି। ଏହା ଦ୍ୱାରା ବହୁ ଅନିୟମିତତା ଉପରେ ଅଙ୍କୁଶ ଲାଗିବ ବୋଲି ରାଜ୍ୟ ସରକାର କହିଛନ୍ତି। ଏହାଦ୍ୱାରା…

ସୀମା ବିବାଦ ନେଇ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ପ୍ରଧାନମନ୍ତ୍ରୀ: ଉଦ୍ଧବ ଠାକରେ…

ମୁମ୍ବାଇ,୧୦।୧୨ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଉଦ୍ଧବ କହିଛନ୍ତି ମହାରାଷ୍ଟ୍ର କର୍ନାଟକ ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ପ୍ରଧାନମନ୍ତ୍ରୀ ନାଗପୁର-ମୁମ୍ବାଇ ଏକ୍ସପ୍ରେସ ଓ୍ବେ ଲୋକାର୍ପିତ…

ଗୁଗଲ ଜିମେଲ୍‌ ସର୍ଭର ଡାଉନ…

ନୂଆଦିଲ୍ଲୀ,୧୦।୧୨ : ଗୁଗଲର ଇ-ମେଲ ସର୍ଭିସ୍‌ ଜିମେଲ୍‌ ସର୍ଭର ଶନିବାର ସନ୍ଧ୍ୟାପରେ ଡାଉନ ହୋଇଥିବା କୁହାଯାଉଛି। ଜିମେଲ ଆପ୍‌ ଏବଂ ଏହାର ଡେସ୍କଟପ୍‌ ଭର୍ସନ ଉଭୟ ଡାଉନ ରହିଛି। ଫଳରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସନ୍ଧ୍ୟାପରେ ଏଭଳି ସମସ୍ୟା ସୃଷ୍ଟି…

ଏନଜିଟି ଆଦେଶ ଉପରେ ସୁପ୍ରିମ୍‌କୋର୍ଟଙ୍କ ରୋକ…

ନୂଆଦିଲ୍ଲୀ,୧୦।୧୨ : ବିଏସ୍‌-୪ ଯୋଗ୍ୟତାରୁ କମ୍‌ ଥିବା ଗାଡ଼ିକୁ ୬ ମାସ ମଧ୍ୟରେ ହଟାଇବା ନେଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି)ଙ୍କର ଆଦେଶ ଉପରେ ସୁପ୍ରିମ୍‌କୋର୍ଟ ରୋକ ଲଗାଇଛନ୍ତି। ପର୍ଯ୍ୟାୟ କ୍ରମେ ଏସବୁ ଗାଡ଼ିକୁ ହଟାଯିବା ପାଇଁ ଏନଜିଟି ଆଦେଶ ଜାରି କରିଥିଲେ।…

ତେଲେଙ୍ଗାନାରେ ୨୪ ଉପାଧ୍ୟକ୍ଷ-୮୪ ମହାସଚିବ ନିଯୁକ୍ତି କଲା କଂଗ୍ରେସ…

ହାଇଦ୍ରାବାଦ,୧୦।୧୨ : କଂଗ୍ରେସ ହାଇକମାଣ୍ଡ ପକ୍ଷରୁ ତେଲେଙ୍ଗାନାରେ ୨୪ ଉପାଧ୍ୟକ୍ଷ ଏବଂ ୮୪ ମହାସଚିବ ନିଯୁକ୍ତି ପାଇଁ ନାମ ତାଲିକା ଘୋଷଣା କରାଯାଇଛି। ଏହା ସହିତ ରାଜ୍ୟର ୨୬ ଜିଲାରର ପଦାଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। କମିଟି ଅଧ୍ୟକ୍ଷ ତାଲିକାରେ ରଓ୍ବେନ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?