ଜାତୀୟ

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜଣଙ୍କ ଜୀବନ

ପାଟନା,୧୪।୧୨: ବିହାରର ଛପରା ଜିଲାରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଆହୁରି ୫ ଜଣ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ…

ଗୁଜରାଟ ପରାଜୟ ପରେ କଂଗ୍ରେସର ଘରକଳି ତେଜିଲା…

ଅହମଦାବାଦ,୧୪।୧୨ : ଗୁଜରାଟ ନିର୍ବାଚନ ଫଳାଫଳ ସହିତ ରାଜ୍ୟରେ କଂଗ୍ରେସରେ ଘରକଳି ଏବେ ପଦାକୁ ଆସିଛି। କଂଗ୍ରେସର ଗୁଜରାଟ ୟୁନିଟ ନେତା ତଥା ପୂର୍ବତନ ବିଧାୟକ ରଘୁ ଦେଶାଇ ବିଧାନସଭା ନିର୍ବାଚନରେ ଦଳର ପରାଜୟ ନେଇ ରାଜ୍ୟ ସଭାପତି ଜଗଦୀଶ ଠାକୁରଙ୍କୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ,୨୧ ଆହତ

ଲକ୍ଷ୍ନୌ,୧୪।୧୨: ଉତ୍ତରପ୍ରଦେଶର ଫିରୋଜାବାଦରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଥିବା ଜଣାପଡିଛି। । ତେବେ ଚିକିତ୍ସା ପାଇଁ…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଆରବିଆଇର ପୂର୍ବତନ ଗଭର୍ନର

ନୂଆଦିଲ୍ଲୀ,୧୪।୧୨: ରାଜସ୍ଥାନର ସୱାଇ ମାଧୋପୁରରୁ କଂଗ୍ରେସର ପଦ ଯାତ୍ରା ବୁଧବାର ଆରମ୍ଭ ହୋଇଛି। ଏହି ଯାତ୍ରାରେ ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ନର ରଘୁରାମ ରାଜନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି।…

ସନ୍ଦିପ୍‌ ପାଠକ ଏଏପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ,୧୪।୧୨(ପି.ଟି.): ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ସନ୍ଦିପ ପାଠକଙ୍କୁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏହାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ଭାବେ ନିଯୁକ୍ତି ଦେଇଛି। ପାଠକ ପଞ୍ଜାବ ଏବଂ ଗୁଜରାଟ ପାଇଁ ଏଏପିର ନିର୍ବାଚନ ପ୍ରଭାରୀ ଭାବେ…

୩ ବର୍ଷରେ ୧୬ ଲକ୍ଷ ସାଇବର ଅପରାଧ

ନୂଆଦିଲ୍ଲୀ,୧୪।୧୨(ପି.ଟି.): ୨୦୨୦ରୁ ଇତିମଧ୍ୟରେ ଦେଶରେ ୧୬ ଲକ୍ଷରୁ ଊର୍ଦ୍ଧ୍ୱ ସାଇବର ଅପରାଧ ଘଟିଥିବା ରିପୋର୍ଟ ହୋଇଛି। ସେଥିରୁ ୩୨,୦୦୦ରୁ ଅଧିକ ଘଟଣାରେ ଏତଲା ହୋଇଥିବା ମଙ୍ଗଳବାର ଲୋକ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି। ନ୍ୟାଶନାଲ ସାଇବର କ୍ରାଇମ୍‌…

ନଭଲଖାଙ୍କ ଗୃହବନ୍ଦୀ ମିଆଦ ବଢ଼ିଲା

ନୂଆଦିଲ୍ଲୀ,୧୪।୧୨: ଏଲ୍‌ଗାର ପରିଷଦ-ମାଓବାଦୀ ଲିଙ୍କ୍‌ ମାମଲାରେ ସାମାଜିକ କର୍ମୀ ଗୌତମ ନଭଲଖାଙ୍କ ଗୃହବନ୍ଦୀ ସମୟ ସୀମାକୁ ସୁପ୍ରିମକୋର୍ଟ ଜାନୁୟାରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମଙ୍ଗଳବାର ଜଷ୍ଟିସ୍‌ କେ.ଏମ୍‌. ଜୋସେଫ ଏବଂ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠ ଉପରୋକ୍ତ ରାୟ ଦେଇଛନ୍ତି।…

ଷ୍ଟାନ୍‌ ସ୍ବାମୀଙ୍କ କମ୍ପ୍ୟୁଟରରେ ପ୍ରମାଣ ଖଞ୍ଜାଯାଇଥିଲା

ନୂଆଦିଲ୍ଲୀ,୧୪।୧୨: ୨୦୨୦ରେ ମାଓବାଦୀଙ୍କ ସହ ସମ୍ପୃକ୍ତ ମାମଲାରେ ଗିରଫ ହୋଇ ଗତବର୍ଷ ଜେଲରେ ପ୍ରାଣ ହରାଇଥିବା ୮୩ ବର୍ଷୀୟ ସାମାଜିକ କର୍ମୀ ତଥା କାଥୋଲିକ୍‌ ଧର୍ମଗୁରୁ ଫାଦର ଷ୍ଟାନ୍‌ ସ୍ବାମୀଙ୍କ କମ୍ପ୍ୟୁଟରରେ ଅନେକ ଆପରାଧିକ ଦସ୍ତାବିଜ୍‌ ଖଞ୍ଜାଯାଇଥିଲା। ଆମେରିକାର ଏକ ଫୋରେନ୍‌ସିକ୍‌…

୫ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ସୁପାରିସ

ନୂଆଦିଲ୍ଲୀ,୧୪।୧୨: ସୁପ୍ରିମକୋର୍ଟ କଲେଜିୟମ୍‌ ବୈଠକ ମଙ୍ଗଳବାର ବସି ୫ ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବା ପାଇଁ ସୁପାରିସ କରାଯାଇଛି। ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ପଙ୍କଜ ମିଥାଲ, ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ସଞ୍ଜୟ କାରୋଲ…

ସତ ଲୁଚାଉଛନ୍ତି ସରକାର: କଂଗ୍ରେସ

ନୂଆଦିଲ୍ଲୀ,୧୪ା୧୨: ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଭାରତ-ଚାଇନା ସୈନ୍ୟ ସଂଘର୍ଷକୁ ନେଇ ମୋଦି ସରକାର ସତ ଲୁଚାଉଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ସାଂଘାତିକ ଅଭିଯୋଗ ଆଣିଛନ୍ତି। ଗତ ଶୁକ୍ରବାର ସଂଘର୍ଷ ଘଟିଥିବାବେଳେ ସରକାର ଏନେଇ ଦେଶବାସୀଙ୍କୁ ଅବଗତ କରାଇ ନ ଥିଲେ।…

୨୪୬ ମହିଳା ସେନା ଅଧିକାରୀଙ୍କ ପଦୋନ୍ନତି ପାଇଁ ସ୍ବତନ୍ତ୍ର ଚୟନ ବୋର୍ଡ ଗଠିତ: କେନ୍ଦ୍ରର ଜବାବ…

ନୂଆଦିଲ୍ଲୀ,୧୩।୧୨ : କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ୨୪୬ ମହିଳା ସେନା ଅଧିକାରୀଙ୍କ ପଦୋନ୍ନତି ପାଇଁ ଏକ ସ୍ବତନ୍ତ୍ର ଚୟନ ବୋର୍ଡ ଗଠନ କରାଯାଇଛି। ବୋର୍ଡ ଜାନୁଆରୀ ୯ ରେ ଏହି ପ୍ରସଙ୍ଗ ଉପରେ ବିଚାର କରିବ। ବାବିତା…

ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣା ଗ୍ରସ୍ତ: ୧୩ ମୃତ-୨୦ ଆହତ…

କାଠମାଣ୍ଡୁ,୧୩।୧୨ : ଭାରତ ପଡ଼ୋଶୀ ଦେଶ ମ୍ୟାନ୍‌ମାରର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୩ ଜଣକ ମୃତ୍ୟ ଘଟିଥିବାବେଳେ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?