ଲଙ୍କା ଦହନ ପୂର୍ବରୁ ରାମଲୀଳା ମଞ୍ଚରେ ଭୟଙ୍କର ଅଗ୍ନିକାଣ୍ଡ
ଇଟାଓ୍ବା,୪।୧୦: ଉତ୍ତରପ୍ରଦେଶ ଇଟାଓ୍ବା ଜିଲା ଜନପଦର ଭର୍ଥାନାରେ ସୋମବାର ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ରାମଲୀଳା ମଞ୍ଚରେ ଅଗ୍ନିକାଣ୍ଡ ଘଟିବାରୁ ଭୟଭୀତ ହୋଇ ଲୋକମାନେ ଇତସ୍ତତ ହୋଇ ଦୌଡ଼ିବାକୁ ଲାଗିଥିଲେ। ଏହି ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳି…
ପାକିସ୍ତାନ ଗସ୍ତରେ ଯିବାକୁ ଚାହୁଁଛନ୍ତି ଆରଜେଡି ଏମ୍ପି, କେନ୍ଦ୍ରଠାରୁ ମିଳିଲାନି ଅନୁମତି
ନୂଆଦିଲ୍ଲୀ,୪।୧୦: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି)ର ରାଜ୍ୟ ସଭା ଏମ୍ପି ମନୋଜ ଝାଙ୍କ ପାକିସ୍ତାନ ଗସ୍ତକୁ କେନ୍ଦ୍ର ସରକାର ଅନୁମତି ଦେବାକୁ ମନା କରି ଦେଇଛନ୍ତି। ମନୋଜ ଚଳିତ ମାସରେ ଅଟାରୀ-ୱାଘା ସୀମା ଦେଇ ଲାହୋର ଯିବାକୁ ଚାହୁଁଥିଲେ। ସେଠାରେ ସେ…
ସ୍ଥିର ଅଛି ମୁଲାୟମଙ୍କ ସ୍ୱାସ୍ଥ୍ୟାବସ୍ଥା, ସିସିୟୁରେ ଚାଲିଛି ଚିକିତ୍ସା
ନୂଆଦିଲ୍ଲୀ,୪ ।୧୦: ସମାଜବାଦୀ ପାର୍ଟିର ସଂରକ୍ଷକ ମୁଲାୟମ ସିଂ ଯାଦବ ଏବେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେ ତାଙ୍କର ସ୍ୱାସ୍ଥାବସ୍ଥା ଗୁରୁତର ଥିବା ବେଳେ ଡାକ୍ତିରି ଟିମ ତାଙ୍କ ସ୍ୱାସ୍ଥୃ ଉପରେ ନଜର ରଖିଛନ୍ତି । ମୁଲାୟମଙ୍କ…
ପ୍ରଶାନ୍ତ କିଶୋରଙ୍କ ପଟକଥା ବୁଝିବାକୁ ହେଲେ କୌଣସି ରକେଟ ସାଇନ୍ସ ବୁଝିବା ଜରୁରୀ ନୁହେଁ: ମନୋଜ ଝା
ପାଟନା,୪ ।୧୦: ବିହାର ରାଜନୀତିରେ ଆଜିକାଲି କଥା କଟାକଟି ଯୋରସୋରରେ ଚାଲିଛି । ଶବ୍ଦର ଏହି ଯୁଦ୍ଧ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ ନେତା ମନୋଜ ଝା ବି ଏଣ୍ଟ୍ରି ମାରିଛନ୍ତି । ମନୋଜ ଝା ସୋମବାର ରାନୀତିର ଚାଣକ୍ୟ କୁହାଯାଉଥିବା…
ବର୍ଷା ପରେ ଦିଲ୍ଲୀରେ ୪ ଗୁଣା ବଢିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ଭାଙ୍ଗିଲା ୫ ବର୍ଷର ରେକର୍ଡ
ନୂଆଦିଲ୍ଲୀ,୪ ।୧୦: ଗତ ସପ୍ତାହରେ ଲଗାତାର ୪ ଦିନର ବର୍ଷା ପରେ ରାଜଧାନୀ ଦିଲ୍ଲୀରେ ବଢିଯାଇଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ଏଠାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୪ ଗୁଣା ବୃଦ୍ଧି ପାଇଛି ।…
ଜମ୍ମୁ-କଶ୍ମୀର ଡିଜି ଜେଲ ହେମନ୍ତ ଲୋହିୟାଙ୍କୁ ହତ୍ୟା, ବଢିଲା ସୁରକ୍ଷା ଏଜେନ୍ସିର ଚିନ୍ତା
ଜମ୍ମୁ,୪ ।୧୦: ଜମ୍ମୁ-କଶ୍ମୀରରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ବଡ ଘଟଣା ସାମ୍ନାକୁ ଆସିଛି । ଜମ୍ମୁ-କଶ୍ମୀର ପୋଲିସ ମହାନିର୍ଦ୍ଦେଶକ(ଜେଲ) ହେମନ୍ତ ଲୋହିୟାଙ୍କୁ ତାଙ୍କ ଘରେ କେହି ଗଳା ଚିପି ହତ୍ୟା କରିଥିବା ଜଣାପଡିଛି । ତାଙ୍କ ଚାକର ଉପରେ ପୋଲିସ…
‘କ୍ଷମା ମାଗୁ କଂଗ୍ରେସ’
ମାଣ୍ଡ୍ୟା,୩।୧୦: ‘କର୍ନାଟକ ପତାକା’ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫଟୋକୁ ନେଇ ଉତ୍ତେଜନା ଦେଖାଦେଇଛି। କନ୍ନଡ଼ ସପକ୍ଷବାଦୀ ଗୋଷ୍ଠୀ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏଥିପାଇଁ କଂଗ୍ରେସ ତୁରନ୍ତ କ୍ଷମା ମାଗୁ ବୋଲି ସେମାନେ ଦାବି କରିଛନ୍ତି। କଂଗ୍ରେସର…
୫କଂଗ୍ରେସ ନେତାଙ୍କୁ ଇଡିର ସମନ
ନୂଆଦିଲ୍ଲୀ,୩।୧୦: ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୋମବାର ୫ଜଣ କଂଗ୍ରେସ ନେତାଙ୍କୁ ସମନ ପଠାଇଛି। ସମନ ପଠାଯାଇଥିବା ନେତାଙ୍କ ମଧ୍ୟରେ ଅଞ୍ଜନ କୁମାର, ମହମ୍ମଦ ଅଲି ଶବୀର, ଗୀତା ରେଡ୍ଡୀ, ସୁଦର୍ଶନ ରେଡ୍ଡୀ ଏବଂ ଗଲି ଅନିଲ…
ଆସ୍ଥା ଭୋଟ ଜିତିଲେ ମାନ୍
ଚଣ୍ଡିଗଡ଼,୩।୧୦: ପଞ୍ଜାବ ବିଧାନସଭାରେ କଂଗ୍ରେସ ବିଧାୟକମାନଙ୍କ କକ୍ଷତ୍ୟାଗ ସତ୍ତ୍ୱେ ଆମ୍ ଆଦ୍ମୀ ପାର୍ଟି ସରକାର ସୋମବାର ଆସ୍ଥା ଭୋଟ ଜିତିଯାଇଛନ୍ତି। ରାଜ୍ୟରେ ଭାଜପାର ଅପରେଶନ ଲୋଟସ୍ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ଆସ୍ଥା ଭୋଟ ଜିତିବା ପରେ କହିଛନ୍ତି। ବିଧାନସଭାରେ…
ସିଡିଏସ୍ ଜେନେରାଲ ଅନୀଲ ଚୌହାନଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା
ନୂଆଦିଲ୍ଲୀ,୩।୧୦: ଦେଶର ନୂଆ ସିଡିଏସ୍ ଜେନେରାଲ ଅନୀଲ ଚୌହାନଙ୍କୁ ସୋମବାର ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି। ଏ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଦିଲ୍ଲୀ ପୋଲିସର ୩୩ ଜଣ ସଶସ୍ତ୍ର କର୍ମଚାରୀ ସୁରକ୍ଷା ବାସଭବନ ସମେତ ସବୁ…
ଟୁଇଟର, ଇନ୍ଷ୍ଟାଗ୍ରାମ୍ରେ ସିବିଆଇ
ନୂଆଦିଲ୍ଲୀ,୩।୧୦: ଇଣ୍ଟରପୋଲ୍ର ୯୦ତମ ସାଧାରଣ ସଭା ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟୁଇଟର ଏବଂ ଇନ୍ଷ୍ଟାଗ୍ରାମ୍ରେ ପ୍ରବେଶ କରିଛି। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ସୋସିଆଲ ମିଡିଆ ସହ ଯୋଡ଼ିହୋଇ ରହିଥିବା ବେଳେ ସିବିଆଇ…
୫ରୁ ବିଦେଶ ଗସ୍ତ କରିବେ ଜୟଶଙ୍କର
ନୂଆଦିଲ୍ଲୀ,୩।୧୦: ବର୍ହିବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଅକ୍ଟୋବର ୫ରୁ ୧୧ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତ କରିବେ। ବର୍ହିବ୍ୟାପାର ମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ପ୍ରଥମ ଗସ୍ତ ହୋଇଥିବା ବେଳେ ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତ ହେଉଛି ଦ୍ୱିତୀୟ। ଅକ୍ଟୋବର ୬ରେ ଅକଲାଣ୍ଡରେ…
Archives


