ଜାତୀୟ

ଆଶ୍ୱାସନା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ମୁଦ୍ରାସ୍ଫୀତିକୁ ନେଇ ଲୋକ ସଭାରେ ଆଶ୍ୱାସନା ଦେଇଛନ୍ତି। ମୁଦ୍ରାସ୍ଫୀତି ଆହୁରି ହ୍ରାସ କରିବାକୁ ସରକାର ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଲୋକ ସଭାରେ ମୁଦ୍ରାସ୍ଫୀତିକୁ ନେଇ ଆଲୋଚନା ବେଳେ ସୀତାରମଣ କହିଛନ୍ତି,…

‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେଲେ ହାସ୍ୟ ଅଭିନେତା କୁନାଲ କାମ୍‌ରା

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ରାଜସ୍ଥାନ ଦେଇ ଯାଉଛି। ବୁଧବାର ହାସ୍ୟ ଅଭିନେତା କୁନାଲ କାମ୍‌ରା ଏହି ଯାତ୍ରାରେ ଭାଗ ନେଇଥିଲେ। ସେ ରାହୁଲ ଗାନ୍ଧୀଙ୍କ ସହ ପଦଯାତ୍ରା କରିଥିଲେ। କଂଗ୍ରେସର ଏହି ପଦଯାତ୍ରା ୨୧ ଡିସେମ୍ବରରେ ହରିୟାଣାରେ…

‘ଚାଇନା ସହିତ ବାଣିଜ୍ୟ ବନ୍ଦ କରୁ ଭାରତ’

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଚାଇନା ସହ ଭାରତ ବାଣିଜ୍ୟ ବନ୍ଦ କରିବା ପାଇଁ ବୁଧବାର ଟୁଇଟ୍‌ କରି କହିଛନ୍ତି। ଅରୁଣାଚଳ ପ୍ରଦେଶର ଏଲଏ୍‌ସି ନିକଟସ୍ଥ ତଓ୍ବାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସେନା ସଂଘର୍ଷ ପରେ ଟୁଇଟ୍‌ କରି…

‘ଏଭଳି ପଶୁଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯିବା ଆବଶ୍ୟକ’

ନୂଆଦିଲ୍ଲୀ,୧୪।୧୨: ଦିଲ୍ଲୀର ଦ୍ୱାରକା ମେଟ୍ରୋ ଷ୍ଟେଶନ ନିକଟରେ ବୁଧବାର ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କ ଉପରେ ଏସିଡ ମାଡ ହୋଇଛି। ଏହି ଘଟଣାରେ ପୂର୍ବତନ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟି ଏମ୍‌ପି ଗୌତମ ଗମ୍ଭୀର ଅଭିଯୁକ୍ତଙ୍କୁ ସମସ୍ତଙ୍କ ସାମ୍ନାରେ ଫାଶୀ…

‘ଭୟଭୀତ ଅଛି ଭାଜପା, ଆମେ ଭିକ ମାଗିବାକୁ ଯିବୁନାହିଁ’

ଶ୍ରୀନଗର,୧୪।୧୨: ନ୍ୟାଶନାଲ କନ୍‌ଫରେନ୍ସ ଉପାଧ୍ୟକ୍ଷ ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କେନ୍ଦ୍ର ଭାଜପା ସରକାର ଉପରେ ବର୍ଷିଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ଓମାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି…

ଟ୍ରେନ୍‌ ଟିକେଟରେ ବରିଷ୍ଠ ନାଗରିକଙ୍କୁ ଦିଆଯାଇଥିବା ରିହାତି ଏବେ ହେବନି ଲାଗୁ

ନୂଆଦିଲ୍ଲୀ,୧୪।୧୨: ଟ୍ରେନ୍‌ ଟିକେଟରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ରିହାତି ଉଠାଇ ଦେବାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ସମ୍ମୁଖୀନ ହେଉଥିବା ସତ୍ତ୍ୱେ ରେଳ ବିଭାଗ ଏହି ରିହାତି ନିକଟରେ ପୁନଃଲାଗୁ କରିବାକୁ ଯାଉନାହିଁ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ବୁଧବାର ସୂଚନା…

ରାଜଧାନୀରେ ଛାତ୍ରୀଙ୍କ ଉପରକୁ ଏସିଡ୍‌ ମାଡ

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ଏଠାରେ ଜଣେ ଛାତ୍ରୀଙ୍କ ଉପରେ ବାଇକ୍‌ରେ ଯାଉଥିବା କିଛି ଯୁବକ ଏସିଡ ଫିଙ୍ଗିଛନ୍ତି। ପୀଡିତାଙ୍କୁ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ପୋଲିସ ଅଧିକାରୀ ମଧ୍ୟ ଡାକ୍ତରଖାନାରେ…

ସମଲିଙ୍ଗୀ ବିବାହକୁ ମାନ୍ୟତା: କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୨ : ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ କରିବାକୁ ଏକ ନୂତନ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ଥିବା ଏକ ଆବେଦନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବା…

ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ: ରାଜନୈତିକ ବିତର୍କ ଆରମ୍ଭ

ଚେନ୍ନାଇ,୧୪।୧୨: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ବିଧାୟକ ଉଦୟନିଧି ଷ୍ଟାଲିନ ବୁଧବାର ଚେନ୍ନାଇର ରାଜ ଭବନରେ ଯୁବ କଲ୍ୟାଣ ଏବଂ କ୍ରୀଡ଼ା ବିକାଶ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ…

ଆନ୍ଧ୍ରପ୍ରଦେଶ-ତେଲେଙ୍ଗାନାରେ ୪୬ ଲକ୍ଷ ଲୋକଙ୍କ ନାମ ଭୋଟର ତାଲିକାରେ ନାହିଁ: ନୋଟିସ ଜାରି କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୨ : ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଭୋଟର ତାଲିକାରୁ ୪୬ ଲକ୍ଷ ଲୋକଙ୍କ ନାମ ହଟାଇ ଦିଆଯାଇଛି। ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏହା…

ଇଭି-ଯାତ୍ରା ପୋର୍ଟାଲ ଉନ୍ମୋଚନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ବ୍ୟୁରୋ ଅଫ୍‌ ଏନର୍ଜି ଏଫିସିଏନ୍ସି (ବିଇଇ) ଦ୍ୱାରା ବିକଶିତ ଇଭି-ଯାତ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି। ଏହି ପ୍ଲାଟଫର୍ମ ଇଭି ବ୍ୟବହାରକାରୀଙ୍କୁ ଇଲେକ୍ଟ୍ରିକ ଭେଇକିଲ (ଇଭି) ଚାର୍ଜ କରିବା ପାଇଁ ନିକଟତମ ଇଭି ଚାଜର୍ର୍‌ ପାଖରେ…

ପିଲାଙ୍କ ମଧ୍ୟରେ ବଢୁଥିବା ନିଶାଭ୍ୟାସ ଅତ୍ୟନ୍ତ ସଙ୍କଟ ଜନକ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୨ : ଦେଶରେ ପିଲାମାନଙ୍କ ମଧ୍ୟରେ ବଢୁଥିବା ମଦ୍ୟପାନ ଏବଂ ନିଶା ସେବନ ଆଦି ନିଶାଭ୍ୟାସ ଉପରେ କରାଯାଇଥିବା ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଅତ୍ୟନ୍ତ ସଙ୍କଟ ଜନକ। ଏହା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?