ଜାତୀୟ

ଯବାନଙ୍କୁ କ୍ଷମା ମାଗନ୍ତୁ ରାହୁଲ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୭ ।୧୨: ଅରୁଣାଚଳ ପ୍ରଦେଶର ତୱାଂଗ ସେକ୍ଟରରେ ଭାରତ ଓ ଚାଇନା ସେନାଙ୍କ ମଧ୍ୟରେ ଉପୁଜିଥିବା ଉତ୍ତେଜନା ପରିସ୍ଥିତିକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି । ଏହି ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରି…

ଡିସେମ୍ବର ୨୨ରେ ଆଫ୍‌ତାବଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୭।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଆଫ୍‌ତାବ ଅମିନ ପୁନାୱାଲାଙ୍କ ଜାମିନ ଆବେଦନ ଉପରେ ସାକେତ କୋର୍ଟ ଶନିବାର ଶୁଣାଣି କରିଛନ୍ତି। ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଏଥିସହ ଡିସେମ୍ବର ୨୨ରେ ପରବର୍ତ୍ତୀ ଶୁଣାଣି…

ଶାହାଙ୍କ ଉପସ୍ଥିତିରେ ମମତା ବାନାର୍ଜୀ, ବିଏସଏଫ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି, ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ

କୋଲକାତା,୧୭ ।୧୨: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଇଷ୍ଟର୍ନ ଜୋନାଲ କାଉନସିଲ ବୈଠକ ଚାଲିଛି । ବୈଠକର ଅଧ୍ୟକ୍ଷତା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୁଛନ୍ତି । ଏହି ବୈଠକରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ସିକ୍କିମର ମୁଖ୍ୟମନ୍ତ୍ରୀ ଅଥବା ସେମାନଙ୍କ…

ତୱାଙ୍ଗରେ ଚାଇନା ସହ ଉତ୍ତେଜନା ମଧ୍ୟରେ ଉତ୍ତର-ପୂର୍ବ ଗସ୍ତ କରିବେ ମୋଦି: ଶାହା ବି ହେବେ ସାମିଲ

ନୂଆଦିଲ୍ଲୀ,୧୭।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର-ପୂର୍ବ ଗସ୍ତ କରିବାକୁ ଯାଉଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ମୋଦି ମେଘାଳୟର ଶିଲଂକୁ ଗସ୍ତ କରିବେ। ଶିଲଂରେ ଆୟୋଜିତ ହୋଇଥିବା ଏକ…

୨୦୨୪ ପୂର୍ବରୁ ଭାରତର ସଡ଼କ ଆମେରିକା ଭଳି ଚମକିବ: ଗଡକରୀ

ନୂଆଦିଲ୍ଲୀ, ୨୦୨୪ ଶେଷ ପୂର୍ବରୁ ଭାରତର ସଡ଼କ ଭିତ୍ତିଭୂମି ଆମେରିକା ଭଳି ଚମକିବ। ୯୫ତମ ଏଫ୍‌ଆଇସିସିଆଇ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହା କହିଛନ୍ତି। ସେ କହିଛନ୍ତି, ଦେଶରେ ୱାଲର୍‌ଡ…

ଫିଲ୍ମ ଦେଖୁ ଦେଖୁ ହୃଦଘାତରେ ଚାଲିଗଲା ଜୀବନ

ଅମରାବତୀ,୧୭।୧୨: ଆନ୍ଧ୍ରପ୍ରଦେଶର କାକିନଡା ଜିଲାର ପେଡ୍ଡାପୁରମ ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଅବତାର-୨’ ଦେଖିବା ସମୟରେ ଜଣେ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ସେ ହେଲେ ଲକ୍ଷ୍ମୀରେଡ୍ଡୀ ଶ୍ରୀନୁ। ସୂଚନାଯୋଗ୍ୟ, ଶ୍ରୀନୁ ‘ଅବତାର-୨’…

ନୀଳଗାଈକୁ ଧକ୍କା ଦେଇ ଓଲଟିଲା କାର୍‌: ୩ ମୃତ, ୪ ଆହତ

ଲକ୍ଷ୍ନୌ,୧୭।୧୨: ଉତ୍ତରପ୍ରଦେଶର ବସ୍ତି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ନୀଳଗାଈ ସହିତ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। କାପ୍ଟାଙ୍ଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳର…

ଚାଇନା ଉପରେ କେବେ ହେବ ଚର୍ଚ୍ଚା? ମୋଦିଙ୍କୁ ପ୍ରଶ୍ନ କଲେ ଖାର୍ଗେ

ନୂଆଦିଲ୍ଲୀ,୧୭।୧୨: ଚାଇନା ବିବାଦକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର ଖାଗେର୍ର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତିି ଯେ, ଡୋକଲାମରୁ ଜାମଫେରୀ ରିଜ ପର୍ଯ୍ୟନ୍ତ ଚାଇନା ନିଜର ନିର୍ମାଣ କାର୍ଯ୍ୟ…

ବିହାରରେ ଥମୁନି ବିଷାକ୍ତ ମଦ ପ୍ରକୋପ: ମୃତ୍ୟୁସଂଖ୍ୟା ୭୦କୁ ବୃଦ୍ଧି

ପାଟନା,୧୭।୧୨: ବିହାରରେ ବିଷାକ୍ତ ମଦର ପ୍ରକୋପ ଥମିବାର ନା ନେଉନି। ଛପରା ଜିଲାରେ ବିଷାକ୍ତ ମଦ ପିଇ ମୃତ୍ୟୁସଂଖ୍ୟା ଏବେ ୭୦କୁ ବୃଦ୍ଧି ପାଇଛି। ଛପରା ବ୍ୟତୀତ ସାରନ, ସିଓ୍ବାନ ଏବଂ ବେଗୁସରାୟରେ ମଧ୍ୟ ମଦ ପିଇ ଅନେକ ଲୋକଙ୍କ ମୃତ୍ୟୁ…

ଆଜି ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ: ଅଧ୍ୟକ୍ଷତା କରିବେ ଶାହା

କୋଲକାତା,୧୭।୧୨: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ପୂର୍ବାଞ୍ଚଳ ଜୋନାଲ ପରିଷଦରେ ଆସୁଥିବା ପଶ୍ଚିମବଙ୍ଗ, ବିହାର,ଝାଡଖଣ୍ଡ, ଓଡିଶା ଏବଂ ସିକିମ ମୁଖ୍ୟମନ୍ତ୍ରୀଙ୍କ ଏକ ବୈଠକ କରିବେ। ବୈଠକଟି ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଆୟୋଜନ କରାଯାଉଛି। ତେବେ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା…

ଭୟଙ୍କର ଅଗ୍ନିକାଣ୍ଡ: ୬ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୧୭।୧୨: ତେଲେଙ୍ଗାନାର ମଞ୍ଚରିଆଲା ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପରିବାରର ୬ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ହେଲେ ଘରର ମାଲିକ, ଘରେ ରହୁଥିବା ଶିବୟା (୫୦), ତାଙ୍କ ସ୍ତ୍ରୀ ପଦ୍ମା…

ନିର୍ଭୟା ପାଣ୍ଠିର ଅଧା ବିନିଯୋଗ ହୋଇଛି

ନୂଆଦିଲ୍ଲୀ ,୧୭।୧୨: ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାକୁ ୧୦ ବର୍ଷ ବିତିଛି। ହେଲେ ରାଜଧାନୀର ମହିଳାମାନଙ୍କ ପାଇଁ କିଛି ବଦଳି ନ ଥିବା ନିର୍ଭୟାର ମାଆବାପା କହିଛନ୍ତି। ଏଠାରେ ଅନେକ ମହିଳା ଯୌନ ଉତ୍ପୀଡ଼ନର ଶିକାର ହେଉଥିବା ନିର୍ଭୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?