ଜାତୀୟ

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ୪ କୋଟିରୁ ଅଧିକ ନାଗରିକଙ୍କ ତଥ୍ୟ ସାମିଲ: ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୧୭।୧୨ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଶନିବାର କହିଛନ୍ତି ଯେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ୪ କୋଟି ଡିଜିଟାଲ ସଂଯୁକ୍ତ ସ୍ବାସ୍ଥ୍ୟ ରେକର୍ଡର ସୀମା ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏଭଳି ସ୍ବାସ୍ଥ୍ୟ ହବ ନିର୍ମାଣ…

କଲ୍ୟାଣକାରୀ ଯୋଜନାର ଆବଶ୍ୟକତା ପୂରଣ ପାଇଁ ଭାରତ ପାଖରେ ରହିଛି ପ୍ରର୍ଯ୍ୟାପ୍ତ ଖାଦ୍ୟ ଭଣ୍ଡାର…

ନୂଆଦିଲ୍ଲୀ,୧୭।୧୨ : ଦେଶର ଜନସାଧାରଣଙ୍କର ଆବଶ୍ୟକତା ପୂରଣ ପାଇଁ ଜାରି ରହିଥିବା କଲ୍ୟାଣକାରୀ ଯୋଜନା ଲାଗି ଭାରତ ପାଖରେ ପ୍ରର୍ଯ୍ୟାପ୍ତ ଖାଦ୍ୟ ଭଣ୍ଡାର ରହିଛି ରହିଛି । କେନ୍ଦ୍ର ସରକାର ଶନିବାର ଏଭଳି କହିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର…

ତଓ୍ବାଙ୍ଗ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ୭ ପ୍ରଶ୍ନ: କେବେ କରିବେ ମନ୍‌ କି ବାତ୍‌…

ନୂଆଦିଲ୍ଲୀ,୧୭।୧୨ : ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଚାଇନା ସୈନ୍ୟଙ୍କ ଅନୁପ୍ରବେଶ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଘେରିବା ଆରମ୍ଭ କରିଛି। କଂଗ୍ରେସ ପ୍ରବକ୍ତା ଜୟରାମ ରମେଶ ଶନିବାର ମୋଦିଙ୍କୁ ୭ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତର ମନ୍‌ କି ବାତ…

ନାଗରିକ ସ୍ବତନ୍ତ୍ରତାର ସଂରକ୍ଷକ ଭାବେ ଆମ ଉପରେ ଭରସା ରଖନ୍ତୁ: ସିଜେଆଇ…

ନୂଆଦିଲ୍ଲୀ,୧୭।୧୨ : ଦେଶର ନାଗରିକ ସ୍ବତନ୍ତ୍ରତାର ସଂରକ୍ଷକ ଭାବେ ଆମ ଉପରେ ସମସ୍ତ ଜନସାଧାରଣ ବିଶ୍ୱାସ ରଖିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ କହିଛନ୍ତି। ଶନିବାର ପୂର୍ବତନ ଆଡଭୋକେଟ ଜେନେରାଲ ସ୍ବର୍ଗୀୟ ଆଶୋକ ଦେଶାଇଙ୍କ ସ୍ମୃତିରେ ଅନୁଷ୍ଠିତ ହୋଇଥିବା ଏକ…

‘ଭାରତୀୟ ଯବାନମାନେ ବାହାର ଶତ୍ରୁମାନଙ୍କୁ ସମ୍ଭାଳନ୍ତୁ, ଦେଶ ଭିତରେ ଥିବା ଶତ୍ରୁଙ୍କ କଥା ଆମେ ବୁଝିବୁ’

ଚଣ୍ଡିଗଡ଼,୧୭।୧୨: ଭାରତୀୟ ଯବାନଙ୍କର ତାଓ୍ବାଙ୍ଗରେ ଚାଇନା ସୈନିକଙ୍କ ସହ ହୋଇଥିବା ସଂଘର୍ଷକୁ ନେଇ ବିରୋଧୀଦଳର ନେତାଙ୍କ ବୟାନକୁ ନେଇ ପାଲଟା ଆକ୍ରମଣ କରିଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ। ଘଟଣାକୁ ନେଇ ଏଯାବତ ଚାଇନା ପକ୍ଷରୁ ଗୋଟିଏ ବି ବୟାନ ଆସିନାହିଁ।…

‘ନୀତୀଶ ବିଳମ୍ବ କରନ୍ତୁ ନାହିଁ, ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ କରିଦିଅନ୍ତୁ’

ନୂଆଦିଲ୍ଲୀ,୧୭।୧୨: ୨୦୨୫ ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ନାହିଁ। ବିହାରରେ ଯେଉଁ ଗଠବନ୍ଧନ ଅଛି ସେଥିରେ ଆର୍‌ଜେଡି ହେଉଛି ସବୁଠାରୁ ବଡ଼ ଦଳ। ଏଣୁ ନୀତୀଶ କୁମାର ତେଜସ୍ବୀ ଯାଦବଙ୍କୁ ଏବେଠାରୁ ମୁଖ୍ୟମନ୍ତ୍ରୀ କରିଦେବା ଉଚିତ। ଫଳରେ ତେଜସ୍ବୀଙ୍କ ପାଖରେ ୩…

ବିଦେଶ ଗସ୍ତ ସଫଳ ରହିଛି, ବହୁ ଦେଶଙ୍କ ସହିତ ହୋଇଛି ଦ୍ୱିପାକ୍ଷିକ ବୈଠକ: ଜୟଶଙ୍କର…

ନୂଆଦିଲ୍ଲୀ,୧୭।୧୨ : ଶନିବାର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ତାଙ୍କର ନ୍ୟୁୟର୍କ ଗସ୍ତ ଫଳପ୍ରଦ ହୋଇଛି। ସେ ଟୁଇଟ କରି କହିଛନ୍ତି, ଆତଙ୍କବାଦ ମୁକାବିଲା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ମନ୍ତ୍ରୀସ୍ତରୀୟ ବୈଠକରେ ବେଶ୍‌ ସଫଳ ରହିଛି।…

ଦେଶ ପାଇଁ ସବୁଠାରୁ ବଡ ବିପଦ ଚାଇନା ସୀମାରେ: ସିଡିଏସ ଅନୀଲ ଚୌହ୍ବାନ…

ନୂଆଦିଲ୍ଲୀ,୧୭।୧୨ : ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦ ନେଇ ସିଡିଏସ ଜେନେରାଲ ଅନୀଲ ଚୌହ୍ବାନ କହିଛନ୍ତି ଯେ ଦେଶ ପାଇଁ ସବୁଠାରୁ ବଡ ବିପଦ ଚାଇନା ସୀମାରେ ରହିଛି। ଲିପୁଲେଖ, ବାଦାହୋତି ଏବଂ ଅରୁଣାଚଳ ପ୍ରଦେଶରେ ଚାଇନା ସହିତ…

ରାହୁଲ ଚାଇନା-ପାକିସ୍ତାନକୁ କରୁଛନ୍ତି ସମର୍ଥନ: ନଡ୍ଡା…

ନୂଆଦିଲ୍ଲୀ,୧୭।୧୨ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ଚାଇନା ଏବଂ ପାକିସ୍ତାନର ଭାଷା କହୁଛନ୍ତି। ଏହା ଚାଇନା ପାକିସ୍ତାନକୁ ସମର୍ଥନ କରିବା ଭଳି ମନେ…

ଅନୀଲ ଦେଶମୁଖ ଜାମିନ ମାମଲା, ସୁପ୍ରିମ୍‌କୋର୍ଟରେ ସିବିଆଇ…

ନୂଆଦିଲ୍ଲୀ,୧୭।୧୨ : ଦୁର୍ନୀତି ମାମଲାରେ ଅଭିଯୁକ୍ତ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିବାକୁ ବମ୍ବେ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ସିବିଆଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଡିସେମ୍ବର ୧୨ରେ ବମ୍ବେ ହାଇକୋର୍ଟ ୭୩ ବର୍ଷିୟ…

ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ…

ନୂଆଦିଲ୍ଲୀ, ୧୭।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ଶହ ତଳେ ରହିଛି।…

ବିଲକିସ ବାନୋଙ୍କର ଗୋଟିଏ ଆବେଦନ ଖାରଜ…

ନୂଆଦିଲ୍ଲୀ,୧୭।୧୨ : ବିଲକିସ ବାନୋଙ୍କ ଦୁଇଟି ଆବେଦନ ମଧ୍ୟରୁ ଗୋଟିଏକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନରେ ବିଲକିସ ବାନୋ ୨୦୦୨ ଗୁଜରାଟ ସାମ୍ପ୍ରଦାୟିକ ହିଂସା ସମୟରେ ତାଙ୍କୁ ଗଣ ବଳାତ୍କାର କରିଥିବା ଏବଂ ତାଙ୍କ ପରିବାରର ଅନେକ ସଦସ୍ୟଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?