Posted inଜାତୀୟ

ନୀଳଗାଈକୁ ଧକ୍କା ଦେଇ ଓଲଟିଲା କାର୍‌: ୩ ମୃତ, ୪ ଆହତ

ଲକ୍ଷ୍ନୌ,୧୭।୧୨: ଉତ୍ତରପ୍ରଦେଶର ବସ୍ତି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ନୀଳଗାଈ ସହିତ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। କାପ୍ଟାଙ୍ଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳର ଦୁଧୌରା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି।
କାର୍‌ରେ ୭ ଜଣ ଯାତ୍ରୀ ଥିବା ଜଣାପଡିଛି। କାର୍‌ଟି ଗୋରଖପୁରରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିବାବେଳେ ବସ୍ତି ଜିଲାରେ କାରଟି ନୀଳଗାଇ ସହିତ ଧକ୍କା ହୋଇଥିଲା। ଯାହା ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇ କାର୍‌ଟି ଓଲଟି ପଡ଼ିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଅଡ୍‌-ଇଭେନ ନିୟମ ଆରମ୍ଭ: ନଭେମ୍ବର ୧୫ ପର୍ଯ୍ୟନ୍ତ ଲାଗୁ

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସୋମବାରଠାରୁ ଏଠାରେ ଅଡ୍‌-ଇଭେନ ନିୟମ ଲାଗୁ ହୋଇଛି। ନିୟମ ଅନ୍ତର୍ଗତ...

ଗଙ୍ଗା ଆରତିରେ ଯୋଗ ଦେବେ ରାଷ୍ଟ୍ରପତି

ବାରାଣସୀ,୧୦।୩: ବାରାଣସୀର ବିଶ୍ୱପ୍ରସିଦ୍ଧ ଗଙ୍ଗା ଆରତୀରେ ଦେଶବିଦେଶର ଅନେକ ଅତିଥି ଯୋଗ ଦେଇଥାନ୍ତି। ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଙ୍ଗା ଆରତିରେ ଯୋଗଦେବାର କାର୍ଯ୍ୟକ୍ରମ ଅଛି।...

ଦେଶର ସୁରକ୍ଷା ସୁରକ୍ଷିତ ହାତରେ: ରାଜନାଥ…

ଚାମୋଲି,୫।୧୦ : ଦଶହରାର ଶୁଭ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଉତ୍ତରାଖଣ୍ଡର ଚାମୋଲିସ୍ଥିତ ଔଲି ମିଲିଟାରୀ ଷ୍ଟେଶନରେ ସେନା ମୁଖ୍ୟ ଜେନେରାଲ ମନୋଜ...

ମେ’ ମାସରେ ତାଣ୍ଡବ ରଚିଛି କରୋନା: ୨୧ ଦିନରେ ୮୩ ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୨୨।୫: ଭାରତରେ କରୋନା ମହାମାରୀ ଅଣାୟତ୍ତ ହେବାରେ ଲାଗିଛି। ମେ’ ମାସରେ ଦେଶରେ କରୋନା ତାଣ୍ଡବ ରଚି ରେକର୍ଡ କରିଛି। ମେ’ ୧ରୁ ୨୧ ମଧ୍ୟରେ...

ରାମଜନ୍ମଭୂମି ପରିସରରେ ରୁଦ୍ରାଭିଷେକ

ଅଯୋଧ୍ୟା, ୧୦।୬: ରାମଜନ୍ମଭୂମି ପରିସରରେ ବୁଧବାର ରୁଦ୍ରାଭିଷେକ କରାଯାଇଛି। କୁବେର ତିଲଠାରେ ଥିବା କୁବେରଶ୍ୱରଙ୍କର ଅଭିଷେକ ସମ୍ପନ୍ନ ହୋଇଛି। ଦୀର୍ଘ ୨୮ ବର୍ଷ ପରେ କୁବେରଶ୍ୱରଙ୍କର...

ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ ବୀରେନ ସିଂ

ଇମ୍ଫାଲ,୨୧।୩: ମଣିପୁରର ମୁଖ୍ୟମନ୍ତ୍ରୀ ଭାବରେ ସୋମବାର ଶପଥ ଗ୍ରହଣ କରିଛନ୍ତି ଏନ ବୀରେନ ସିଂ । ତାଙ୍କୁ ରାଜ୍ୟପାଳ ଏଲ ଗଣେଶନ ଶପଥ ପାଠ କରାଇଥିଲେ।...

ଦରଦାମ୍‌ ବୃଦ୍ଧି, ୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଆବାସ ଘେରାଉ କରିବ କଂଗ୍ରେସ…

ନୂଆଦିଲ୍ଲୀ, ୩୦।୭ : ଦରଦାମ୍‌ ବୃଦ୍ଧି ନେଇ କଂଗ୍ରେସ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆବାସ ଘେରାଉ କରିବ। ବ୍ୟାପକ ପ୍ରଦର୍ଶନ କରିବା ସହିତ...

ଗୋଟିଏ ଦିନ ଉପବାସ ରଖନ୍ତୁ ଦେଶବାସୀ: କେଜ୍‌ରିଓ୍ବାଲ୍‌

ଦୂଆଦିଲ୍ଲୀ,୧୩।୧୨: କୃଷକଙ୍କ ସମର୍ଥନରେ ଆସନ୍ତାକାଲି ଅର୍ଥାତ୍‌ ସୋମବାର ଦେଶବାସୀ ଗୋଟିଏ ଦିନ ଉପବାସ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ନିବେଦନ କରିଛନ୍ତି। ସେ କହିଛନ୍ତି...

Advertisement
Archives

Model This Week