ଜାତୀୟ

ଚାଇନାରୁ ଫେରିଥିବା ଯୁବକ କରୋନା ଚିହ୍ନଟ: ଘରେ ପହଞ୍ଚିଲେ ସ୍ବାସ୍ଥ୍ୟ ବିଭାଗ ଟିମ

ଆଗ୍ରା,୨୫।୧୨: ଆଗ୍ରାରେ ଚାଇନାରୁ ଫେରିଥିବା ଜଣେ ଯୁବକ କରୋନା ଚିହ୍ନଟ ହୋଇଛନ୍ତି। ଦୁଇ ଦିନ ପୂର୍ବରୁ ସେ ଚାଇନାରୁ ଫେରିଥିଲେ। ଏକ ଘରୋଇ ଲ୍ୟାବରେ କରୋନା ପରୀକ୍ଷା କରାଯାଇଥିଲା। କରୋନା ରିପୋର୍ଟ ପଜିଟିଭ୍‌ ହେବା ପରେ ସ୍ବାସ୍ଥ୍ୟ ବିଭାଗ ଟିମ ଯୁବକଙ୍କ…

ସତର୍କ-ସୁରକ୍ଷିତ-ସାବଧାନ ରୁହନ୍ତୁ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୫।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ନେଇ ରବିବାର ଦେଶବାସୀଙ୍କୁ ସତର୍କ-ସୁରକ୍ଷିତ-ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସମୟରେ ଅନେକ ଲୋକ ଛୁଟିରେ ଅଛନ୍ତି।…

ମୋଦିଙ୍କୁ ଜାତିର ପିତା କହିବା ତାଙ୍କ ପ୍ରତି ଅପମାନ ଜନକ: ସଞ୍ଜୟ ରାଉତ…

ମୁମ୍ବାଇ,୨୫।୧୨ : ମହାରାଷ୍ଟ୍ରର ଉପମୁଖ୍ୟ ଦେବେନ୍ଦ୍ର ଫଡନାଭିସଙ୍କ ସ୍ତ୍ରୀ ଅମୃତା ଫଡନାଭିସସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆ ଭାରତର ଜାତିର ପିତା ବୋଲି କହିବା ପ୍ରସଙ୍ଗ ନେଇ ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଶିବସେନା ନେତା ତଥା ରାଜ୍ୟ…

କୃତ୍ରିମ ହାର୍ଟ ବିକଶିତ କଲା ଆଇଆଇଟି କାନପୁର…

କାନପୁର,୨୫।୧୨ : ପରିବର୍ତ୍ତିତ ଜୀବନଶୈଳୀ ଏବଂ କରୋନା ପରି ସଂକ୍ରାମକ ରୋଗ ପରେ ହାର୍ଟ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ହଠାତ ହାର୍ଟ ଆଟାକ୍‌ ଯୋଗୁ ଲୋକଙ୍କର ମୃତ୍ୟୁ ଘଟୁଛି। ତେବେ ଏକ୍ଷେତ୍ରରେ ଆଇଆଇଟି କାନପୁରର ବୈଜ୍ଞାନିକ ଏବଂ ହୃଦରୋଗ ବିଶେଷଜ୍ଞମାନେ…

କେରଳରେ ବାର୍ଡ ଫ୍ଲୁ: ୬ ହଜାରରୁ ଅଧିକ ପକ୍ଷୀ ମୃତ…

ଥିରୁଭାନନ୍ତପୁରମ୍‌,୨୫।୧୨ : ଦେଶରେ ଥଣ୍ଡାର ପ୍ରକୋପ ବଢ଼ିବା ସହିତ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି। କେରଳର କୋଟ୍ଟାୟାମ ଜିଲାର ତିନୋଟି ଭିନ୍ନ ପଞ୍ଚାୟତରେ ଏହା ଯୋଗୁ ଇତିମଧ୍ୟରେ ୬ ହଜାରରୁ ଅଧିକ ପକ୍ଷୀଙ୍କର ମୃତ୍ୟୁ ଘଟିଛି। ଶନିବାର ଜିଲାର ଭେଚୁର, ନନ୍ଦୁର…

ସକ୍ରିୟ ମାମଲା କମୁଛି,ଦୈନିକ ସଂକ୍ରମଣ ବଢୁଛି…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଦେଶରେ ଗତ ଦୁଇଦିନ ଧରି ଲଗାତାର ସକ୍ରିୟ ମାମଲା କମୁଥିବାବେଳେ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଗତ…

୨୦୨୨ରେ ଦେଶ ଗତିଶୀଳ ହୋଇ ରଚିଲା ଇତିହାସ: ବର୍ଷର ଶେଷ ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୫।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷର ଶେଷ ତଥା ୯୬ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମକୁ ସମ୍ବୋଧିତ କର କହିଛନ୍ତି ଯେ, ୨୦୨୨ରେ ଦେଶ ଗତିଶୀଳ ହୋଇଛି। ଦେଶର ବହୁ ଲୋକ ଇତିହାସ ରଚିଛନ୍ତି। ଭାରତର ଅଗ୍ରଗତି ହେବା ସହିତ…

ଭାଜପା ବିଧାୟକଙ୍କ ସମେତ ୧୦ ନେତାଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ…

ଭୋପାଳ,୨୫।୧୨ : ମଧ୍ୟପ୍ରଦେଶର ଖଣ୍ଡୱା ଚର୍ଚ୍ଚିତ ମୁହଁରେ କଳା ବୋଳିବା ମାମଲାରେ ସ୍ବତନ୍ତ୍ର କୋର୍ଟ ଭାଜପା ବିଧାୟକ ରାମ ଡାଙ୍ଗୋରଙ୍କ ସମେତ ୧୦ ଜଣ ନେତାଙ୍କୁ ବର୍ଷେ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଅପରାଧୀମାନେ ଛାତ୍ର ସଂଗଠନ ଏବିଭିପିରେ ଥିବାବେଳେ ୧୧…

ଅଟଳ ବିହାରୀଙ୍କୁ ଶ୍ରଦ୍ଧାଞ୍ଜଳି…

ନୂଆଦିଲ୍ଲୀ,୨୫।୧୨ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳେ ତାଙ୍କ ସମାଧିସ୍ଥଳରେ ପହଞ୍ଚିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ଭାଜପାର ମୂଳଦୁଆ ପକାଇଥିବା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟରେ…

ବଡ଼ଦିନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୫।୧୨ : ବଡ଼ଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଏହି ଦିନ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କରୁଣା ଏବଂ ବଳିଦାନର ବାର୍ତ୍ତା…

ଏଲଟିଟିଇକୁ ପୁଣି ସକ୍ରିୟ କରିବାକୁ ଆଇଏସଆଇ ରଚିଛି ଷଡ଼ଯନ୍ତ୍ର…

ଚେନ୍ନାଇ,୨୫।୧୨ : ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ତାମିଲନାଡୁର ଲିବରେଶନ ଟାଇଗର୍ସ ଅଫ ତାମିଲ ଇଲମ (ଏଲଟିଟିଇ) କୁ ପୁଣି ସକ୍ରିୟ କରିବାକୁ ଷଡ଼ଯନ୍ତ୍ର ରଚିଛି। ଦ ଆଇଲାଣ୍ଡ ଅନଲାଇନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ପ୍ରକାଶ ପାଇଛି।…

ଗାଁ, ଗରିବ, କୃଷକଙ୍କ ପାଇଁ ଥିଲା ଅଟଳଙ୍କ ଭିନ୍ନ ଭଲପାଇବା

ନୂଆଦିଲ୍ଲୀ,୨୫ ।୧୨: ଥରେ ଯେତେବେଳେ ପୈତୃକ ଗାଁ ଆଗ୍ରାର ବଟେଶ୍ୱରକୁ ନେଇ ଲୋକେ ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ ସେ ବଡ ସହଜ ଓ ସାଧାରଣ ଭାବେ ଉତ୍ତର ଦେଇଥିଲେ ସାରା ଦେଶ ହେଉଛି ମୋର ଗାଁ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?