ଜାତୀୟ

ତୁନିଶାଙ୍କ ଏକ୍ସ ବୟଫ୍ରେଣ୍ଡ ସିଜାନ ମହମ୍ମଦ ଗିରଫ

ମୁମ୍ବାଇ,୨୫ ।୧୨: ଟେଲିଭିଜନ ଦୁନିଆର ଜଣେ ପରିଚିତ କଳାକାର ତୁନିଶା ଶର୍ମାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଚମକାଇ ଦେଇଛି । ଶନିବାର ତୁନିଶାଙ୍କ ମୃତଦେହ ଶୁଟିଂ ସେଟରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । କୁହାଯାଉଛି କି ଡିପ୍ରେସନ କାରଣରୁ ତୁନିଶା ଆତ୍ମହତ୍ୟା…

ଖ୍ରୀଷ୍ଟମାସ ଅବସରରେ ଚଳିତ ବର୍ଷର ଶେଷ ‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୨୫ ।୧୨: ରବିବାର ୨୫ ଡିସେମ୍ବର ଖ୍ରୀଷ୍ଟମାସ ଅବସରରେ ଦେଶବାସୀଙ୍କୁ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହ କଥା ହେବେ ଏହି କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ମୋଦି ସମ୍ବୋଧନ କରିବେ । ଗତ ସପ୍ତାହରେ ମୋଦି…

କରୋନା ପ୍ରସ୍ତୁତି ମକ୍‌ ଡ୍ରିଲ୍‌ ଡିସେମ୍ବର ୨୭ରେ…

ନୂଆଦିଲ୍ଲୀ,୨୪।୧୨ : ଚାଇନା ସମେତ ବିଶ୍ୱର ୧୦ଟି ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଭାରତ କରୋନା ମୁକାବିଲା ପାଇଁ କେତେଦୂର ପ୍ରସ୍ତୁତ ତାହା ଜାଣିବା ପାଇଁ ଡିସେମ୍ବର ୨୭ରେ ବିଭିନ୍ନ ରାଜ୍ୟରେ ମକ୍‌ ଡ୍ରିଲ୍‌ କରାଯିବ। ଏନେଇ କେନ୍ଦ୍ର…

ପରୀକ୍ଷାରେ କପି କରୁଥିବା ଶିକ୍ଷାର୍ଥୀ ଦେଶ ଗଠନ କରିପାରିବେ ନାହିଁ, କଡ଼ା ଅନୁଶାସନ ଜରୁରୀ: ହାଇକୋର୍ଟ…

ନୂଆଦିଲ୍ଲୀ,୨୪।୧୨ : ପରୀକ୍ଷାରେ କପି କରୁଥିବା ଶିକ୍ଷାର୍ଥୀ କେବେ ମଧ୍ୟ ଦେଶ ଗଠନ କରିପାରିବେ ନାହିଁ। ଏଭଳି କାର୍ଯ୍ୟ ବିରୋଧରେ କଡ଼ା ଅନୁଶାସନ ଜରୁରୀ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ସତିଶ ଚନ୍ଦ୍ର ଶର୍ମା ଏବଂ ବିଚାରପତି ସୁବ୍ରମଣ୍ୟମ…

ନୂଆ ନିୟମ: ୧୦ ବର୍ଷ ପରେ ଆଧାର ତଥ୍ୟ ରେକର୍ଡକୁ ଅପଡେଟ କରିବାକୁ ହେବ…

ନୂଆଦିଲ୍ଲୀ,୨୪।୧୨ : ଆଧାର କାର୍ଡ ସହ ଜଡିତ ନିୟମରେ ସରକାର ଏକ ବଡ ପରିବର୍ତ୍ତନ କରିଛନ୍ତି। ସୂଚନା ଅନୁଯାୟୀ, ବର୍ତ୍ତମାନ ଆଧାର କାର୍ଡରେ ରଖାଯାଇଥିବା ଡକ୍ୟୁମେଣ୍ଟଗୁଡ଼ିକର ତଥ୍ୟ ରେକର୍ଡକୁ ୧୦ ବର୍ଷ ପରେ ଅପଡେଟ କରିବାକୁ ପଡିବ। ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି…

ସୀମା ପାର ଅସ୍ତ୍ରଶସ୍ତ୍ର ଯୋଗାଣ ଉଦ୍ୟମ ପଣ୍ଡ କଲେ ଭାରତୀୟ ସେନା…

ଶ୍ରୀନଗର,୨୪।୧୨ : ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ଏଲଓସିରେ ସୀମା ପାର ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ପାକିସ୍ତାନର ଏକ ବଡ଼ ପ୍ରୟାସକୁ ସୁରକ୍ଷା ବାହିନୀ ପଣ୍ଡ କରିଛନ୍ତି। ପୋଲିସ କହିଛି ଯେ ଆଠଟି ଏକେ ରାଇଫଲ ଏବଂ ୧୨ ଟି ପିସ୍ତଲ ବ୍ୟତୀତ…

ଚାଇନାରେ ଉତ୍ପନ୍ନ ହେବ କରୋନାର ନୂଆ ଭାରିଏଣ୍ଟ, ସତର୍କ ରୁହନ୍ତୁ ଭୟ କରିବାର ଆବଶ୍ୟକତା ନାହିଁ: ବିଶେଷଜ୍ଞ

ବେଙ୍ଗାଲୁରୁ,୨୪ ।୧୨: ଚାଇନାରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି । ରିପୋର୍ଟ ଅନୁଯାୟୀ, ପ୍ରତିଦିନ ଏଠାରେ ଲକ୍ଷ ଲକ୍ଷ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଏପଟେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଇତିମଧ୍ୟରେ ଟାଟା…

ଥଣ୍ଡା ଲାଗୁଛି କି ନାହିଁ ପ୍ରଥମେ କୃଷକ-ଶ୍ରମିକଙ୍କୁ ପଚାର: ରାହୁଲଙ୍କ ଜବାବ…

ନୂଆଦିଲ୍ଲୀ,୨୪।୧୨ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଦିଲ୍ଲୀରେ ପ୍ରବେଶ କରିଛି। ଏହି ସମୟରେ ସେ ଲାଲ କିଲ୍ଲାରେ ଶ୍ରମିକ ଏବଂ ଲୋକଙ୍କୁ ସମ୍ବୋଧିତ କରିଥିଲେ। ମୁଦ୍ରାସ୍ଫୀତି ଏବଂ ଦାରିଦ୍ର୍ୟ ପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କୁ ଘେରି…

ନୂଆବର୍ଷରେ ତୃତୀୟ ବ୍ୟାଚ ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଭାରତକୁ ହସ୍ତାନ୍ତର କରିବ ରୁଷିଆ…

ନୂଆଦିଲ୍ଲୀ/ମସ୍କୋ,୨୪।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସତ୍ତ୍ୱେ ରୁଷିଆ ଭାରତକୁ ନୂଆବର୍ଷ ଅର୍ଥାତ୍‌ ଆସନ୍ତା ୨୦୨୩ ବର୍ଷ ଜାନୁଆରୀ-ଫେବୃଆରୀରୁ ତୃତୀୟ ବ୍ୟାଚ ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ହସ୍ତାନ୍ତର କରିବା ଆରମ୍ଭ କରିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ…

ଓବିସିଙ୍କ ପାଇଁ ଜାତି ଭିତ୍ତିକ ଜନଗଣନା: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ଜବାବ ତଲବ…

ନୂଆଦିଲ୍ଲୀ,୨୪।୧୨ : ଆଗାମୀ ଜନଗଣନାରେ ଅନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ଜାତି ଭିତ୍ତିକ ଜନଗଣନା ଲାଗି ନିର୍ଦ୍ଦେଶ ଲୋଡିଥିବା ଆଦେବନରେ ସୁପ୍ରିମକୋର୍ଟ କେନ୍ଦ୍ର ତଥା ଅନ୍ୟ ପକ୍ଷକାରମାନଙ୍କୁ ଜବାବ ତଲବ କରିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦଚୂଡ଼ ଏବଂ ବିଚାରପତି…

ଲାହୋର-କରାଚି ବିନା ଭାରତ ଅସମ୍ପୂର୍ଣ୍ଣ: ଆରଏସଏସ ନେତା…

ନୂଆଦିଲ୍ଲୀ,୨୪।୧୨ : ମୁସଲିମ ରାଷ୍ଟ୍ରିୟ ମଞ୍ଚ ଠିକ ୨୦ବର୍ଷ ପୂର୍ବେ ୨୪ ଡିସେମ୍ବର ୨୦୦୨ ରେ ଗଠିତ ହୋଇଥିଲା। ଯେଉଁମାନେ ଏହାକୁ ଆରମ୍ଭ କରିଥିଲେ ସେମାନଙ୍କ ମଧ୍ୟରେ ପୂର୍ବତନ ଆରଏସଏସ ସଂଘ ପ୍ରମୁଖ କେସି ସୁଦର୍ଶନ, ସଂଗଠନର ବରିଷ୍ଠ ନେତା ଇନ୍ଦ୍ରେଶ…

ଭାରତ ଯୋଡୋ ଯାତ୍ରାରେ କମଲ ହାସନ…

ନୂଆଦିଲ୍ଲୀ,୨୪।୧୨ : କୋଭିଡ ପ୍ରୋଟୋକଲ ପାଳନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆବେଦନ ମଧ୍ୟରେ ଶନିବାର ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ସହ ହଜାର ହଜାର ଲୋକ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଯୋଗ ଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ସହ ଅଭିନେତା-ରାଜନେତା କମଲ ହାସନ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?