Posted inଜାତୀୟ

‘ନୈତିକତା ଦୃଷ୍ଟିରୁ ଆମ ଦେଶ ନିକୃଷ୍ଟ’

ନୂଆଦିଲ୍ଲୀ, ୪।୧: ପାକିସ୍ତାନର ଅବସରପ୍ରାପ୍ତ ଆର୍ମି ଅଫିସର ଆଦିଲ ରାଜାଙ୍କ ମନ୍ତବ୍ୟକୁ ନେଇ ପାକ୍‌ ଅଭିନେତ୍ରୀ କଡ଼ା ନିନ୍ଦା କରିବା ଆରମ୍ଭ କରିଛନ୍ତି। ଏକ ୟୁଟ୍ୟୁବ୍‌ ଭିଡିଓରେ ଆଦିଲ କହିଛନ୍ତି, ପାକ୍‌ ମିଲିଟାରି କେତେଜଣ ଅଭିନେତ୍ରୀଙ୍କୁ ନେଇ ରାଜନେତାମାନଙ୍କୁ ହନିଟ୍ରାପ୍‌ ଜାଲରେ ଫସାଉଛନ୍ତି। ଆଦିଲଙ୍କ ଏ ପ୍ରକାର ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ପାକିସ୍ତାନ ଅଭିନେତ୍ରୀ ସାଜାଲ ଅଲ୍ଲୀ କହିଛନ୍ତି, ନୈତିକତା ଦୃଷ୍ଟିରୁ ଆମ ଦେଶ ନିକୃଷ୍ଟ ଏବଂ ବିକୃତ। କୌଣସି ବ୍ୟକ୍ତିଙ୍କ ଚରିତ୍ର ସଂହାର କରିବା ମାନବିକତାରୁ ସବୁଠାରୁ ଖରାପ ସ୍ଥିତି ଲେଖି ଟୁଇଟ୍‌ କରିଛନ୍ତି। ସେହିପରି ଆଉଜଣେ ପାକ୍‌ ନାୟିକା କୁବ୍ରା ଖାନ୍‌ ଏକ୍ସ-ମିଲିଟାରି ଅଫିସର ଆଦିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଇନ୍‌ଷ୍ଟା ଷ୍ଟୋରିରେ ଚେତାବନୀ ଦେଇଛନ୍ତି। ଭିଡିଓକୁ ସେ ମିଛ ବୋଲି ଭାବି କୌଣସି ପ୍ରତିକ୍ରିୟା ଦେଉ ନ ଥିଲେ। ତିନି ଦିନ ଭିତରେ ଅଭିଯୋଗର ପ୍ରମାଣ ପ୍ରକାଶ କରନ୍ତୁ ନଚେତ୍‌ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି କୁବ୍ରା କହିଛନ୍ତି। ଅନ୍ୟପକ୍ଷେ ଏ ପ୍ରକାର ମିଥ୍ୟ ଖବର ପ୍ରସାରଣ ତୁରନ୍ତ ରୋକାଯାଉ ବୋଲି ଅଭିନେତ୍ରୀ ମେହଓ୍ବିଶ୍‌ ହାୟାତ୍‌ ନିଜ ଇନ୍‌ଷ୍ଟା ପୋଷ୍ଟ୍‌ରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶବାଗାରରେ ମହିଳାଙ୍କ ମୃତଦେହ ମୂଷା ଖାଇଗଲେ

ଆଜମଗଡ଼, ୬।୫: ଉତ୍ତରପ୍ରଦେଶର ଆଜମଗଡ଼ ଜିଲାର ଏକ ହସ୍ପିଟାଲ ଶବାଗାରରେ ଜଣେ ମହିଳାଙ୍କ ମୃତଦେହ ୪ ଦିନ ପଡ଼ିରହିବା ଫଳରେ ଏହାକୁ ମୂଷା ଓ ପିମ୍ପୁଡ଼ି...

ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିକରି ଖସାଇଲେ ବିଏସ୍‌ଏଫ୍‌ ଯବାନ

ଶ୍ରୀନଗର,୨୧।୧୧: ଏଲ୍‌ଓସିରେ ପାକିସ୍ତାନ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ସାମ୍ବା ସେକ୍ଟରରେ ଏକ ପାକିସ୍ତାନ ଡ୍ରୋନ୍‌କୁ ବିଏସ୍‌ଏଫ୍‌ ଯବାନ ଗୁଳିକରି ଖସାଇ ଦେଇଛନ୍ତି। ଡ୍ରେନ୍‌ଟି ଭାରତୀୟ...

କୋଭୋଭ୍ୟାକ୍ସକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବାକୁ ଅନୁମତି ଲୋଡିଲା ସିରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୨୨।୧୨: ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (ଏସ୍‌ଆଇଆଇ) କୋଭିଡ ଟିକା କୋଭୋଭ୍ୟାକ୍ସକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବା ପାଇଁ ଡିସିିଜିଆଇର ଅନୁମତି ଲୋଡିଛି। ଏହି...

ପ୍ରଦୂଷଣର ସମାଧାନ ନୁହେଁ ଯୁଗ୍ମ-ଅଯୁଗ୍ମ ସୂତ୍ର; ସୁପ୍ରିମକୋର୍ଟ: ୪ ରାଜ୍ୟ ମୁଖ୍ୟ ସଚିବଙ୍କୁ ସମନ

ନୂଆଦିଲ୍ଲୀ,୧୬ା୧୧(ପି.ଟି.): ଦିଲ୍ଲୀ- ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ହ୍ରାସ କରିବା ଦିଗରେ କ’ଣ ପଦକ୍ଷେପ ନିଆଯାଇଛି, ଜଣାଇବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ପଞ୍ଜାବ,...

ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେଉଛି ଚାଇନା

ମୁମ୍ବାଇ/ନୂଆଦିଲ୍ଲୀ,୨୬।୧୧(ପି.ଟି.): ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀ ଓ ପରିଚାଳକମାନଙ୍କୁ ଦଣ୍ଡ ଦେବା ଲାଗି ଭାରତ ଉଦ୍ୟମ ଜାରି ରଖିଥିଲେ ହେଁ...

ଧନତେରସରେ ଘରକୁ ଆଣନ୍ତୁ ନାହିଁ ଏସବୁ ଜିନିଷ

ଧନତେରସରେ ବିଭିନ୍ନ ଜିନିଷ କିଣାକିଣି କଲେ ଘରକୁ ଲକ୍ଷ୍ମୀ ଆସିଥାଆନ୍ତି ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଲୋକେ ସୁନାରୂପା କିଣିବାର ବିଧି ରହିଛି। ହେଲେ ଏବେ...

ହ୍ୟାକ ହେଲା ‘ଆରୋଗ୍ୟ ସେତୁ’

ବେଙ୍ଗାଲୁରୁ,୧୪।୫: କୋଭିଡ-୧୯ର ମୁକାବିଲା କରିବାକୁ ଭାରତ ସରକାରଙ୍କ ଦ୍ୱାରା ଆସିଥିବା ଆରୋଗ୍ୟ ସେତୁ ଆପ୍‌ ଏବେ ହ୍ୟାକ୍‌ ହୋଇଥିବା ସୂଚନା ମିଳିଛି। ବେଙ୍ଗାଲୁରୁର ଜଣେ ସଫ୍ଟଓ୍ବେୟାର...

ଏହି ଜିଲାରେ ୩ ଦିନ ପରେ ପାଳିତ ହେବ ସ୍ବାଧୀନତା ଦିବସ…

କୋଲକାତା,୧୫।୮: ଭାରତ ସାରା ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଛି। ତେବେ ପଶ୍ଚିମବଙ୍ଗର ନଦିଆ ଜିଲାରେ ୩ ଦିନ ପରେ ଅଗଷ୍ଟ ୧୫ ବଦଳରେ ଅଗଷ୍ଟ...

Advertisement
Archives

Model This Week