୩ ବର୍ଷରେ ୯ କଶ୍ମୀରୀ ପଣ୍ଡିତଙ୍କୁ କରାଯାଇଛି ହତ୍ୟା…
ନୂଆଦିଲ୍ଲୀ,୧୪।୧୨ : କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟ ସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୦ ରୁ ୨୦୨୨ ଗତ ତିନିବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରେ ୯ ଜଣ କଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରାଯାଇଛି।…
୯୫ ପ୍ରତିଶତ ଭାରତୀୟ ଶ୍ରମିକଙ୍କର ନାହିଁ ଡିଜିଟାଲ ଦକ୍ଷତା…
ନୂଆଦିଲ୍ଲୀ,୧୪।୧୨ : ଏକ ସର୍ଭେ ଅନୁଯାୟୀ, ଦେଶରେ କରୋନା ମହାମାରୀ ପରେ ଚାକିରିରେ ପରିବର୍ତ୍ତନ ଯୋଗୁ ୯୫ ପ୍ରତିଶତ ଭାରତୀୟ ଶ୍ରମିକଙ୍କର ଡିଜିଟାଲ ଦକ୍ଷତା ଶିଖିବାର ଆବଶ୍ୟକତା ରହିଛି। କନସଲ୍ଟିଂ ଫାର୍ମ ଆଲଫାବେଟାର ଏକ ସର୍ଭେରେ ଏହା ଜଣାପଡିଛି ଯେ ୨୦୨୩…
ପାଇକାରୀ ମୁଦ୍ରାସ୍ଫୀତି ୨୧ ମାସର ସର୍ବନିମ୍ନ ସ୍ତରରେ…
ନୂଆଦିଲ୍ଲୀ,୧୪।୧୨ : ଡିସେମ୍ବର ୧୪ ରେ ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତର ପାଇକାରୀ ମୁଦ୍ରାସ୍ଫୀତି ନଭେମ୍ବରରେ ୨୧ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହା ୫.୮୫ ପ୍ରତିଶତକୁ ହ୍ରାସ ପାଇଛି। ସର୍ବଶେଷ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ)…
୪ ବିଧାୟକ ଭାଜପାରେ ସାମିଲ
ଶିଲଂ,୧୪।୧୨: ମେଘାଳୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଏବଂ ଏନପିପିକୁ ଏକ ବଡ଼ ଝଟ୍କା ଲାଗିଛି। ଉଭୟ ଦଳର ମୋଟ ତିନିଜଣ ବିଧାୟକ ଭାଜପାରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ଜଣେ ସ୍ବାଧୀନ ବିଧାୟକ ମଧ୍ୟ ଭାଜପାରେ ଯୋଗ…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୧୪।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ଶହ ତଳେ ରହିଛି।…
ବୈବାହିକ ବଳାତ୍କାର ମାମଲାର ଶୁଣାଣି ନୂଆବର୍ଷରେ…
ନୂଆଦିଲ୍ଲୀ,୧୪।୧୨: ସୁପ୍ରିମକୋର୍ଟ କହିଛନ୍ତି ଯେ ବୈବାହିକ ବଳାତ୍କାରକୁ ଆଇନଗତ କରୁଥିବା ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୫ ଅନୁଯାୟୀ ପ୍ରଦାନ କରାଯାଇଥିବା ବ୍ୟତିକ୍ରମର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିବା ସହ କର୍ନାଟକ ହାଇକୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ଏହା…
କିଣା ୨୫ ବିକା ୧୦୦ରୁ ଅଧିକ…
ନୂଆଦିଲ୍ଲୀ,୧୪।୧୨ : ଭାରତରେ ବଢ଼ିଥିବା ପେଟ୍ରୋଲ ଡିଜେଲ ଦାମ କମିବାର ନା ଧରୁନି। ସରକାର ରୁଷିଆଠାରୁ ବ୍ୟାରେଲ ପିଛା ୪୯ ଡଲାରରେ ଅଶୋଧିତ ତୈଳ କିଣୁଛନ୍ତି। ଏକ ବ୍ୟାରେଲରେ ୧୫୯ ଲିଟର ଅଶୋଧିତ ତୈଳ ରହିଥାଏ। ଏକ ହିସାବ ଅନୁସାରେ ଭାରତ…
ବ୍ୟାରେଲ ପିଛା ୪୯ ଡଲାରରେ ଭାରତକୁ ତୈଳ ଯୋଗାଣ ଜାରି ରଖିବ ରୁଷିଆ…
ନୂଆଦିଲ୍ଲୀ,୧୪।୧୨ : ପାଶ୍ଚାତ୍ୟ ଦେଶଗୁଡିକ ରୁଷିଆର ଅଶୋଧିତ ତୈଳ ଉପରେ ବ୍ୟାରେଲ ପିଛା ଅତି କମରେ ୬୦ଡଲାରର ପ୍ରାଇସ୍ କ୍ୟାପ୍ ଲଗାଇଛନ୍ତି। ଏହା ପରେ ମଧ୍ୟ ଭାରତ ବହୁତ କମ୍ରେ ତୈଳ ପାଇବା ଜାରି ରଖିବ। ଏହି ପ୍ରତିବନ୍ଧକ ପରେ ମଧ୍ୟ…
ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜଣଙ୍କ ଜୀବନ
ପାଟନା,୧୪।୧୨: ବିହାରର ଛପରା ଜିଲାରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଆହୁରି ୫ ଜଣ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ…
ଗୁଜରାଟ ପରାଜୟ ପରେ କଂଗ୍ରେସର ଘରକଳି ତେଜିଲା…
ଅହମଦାବାଦ,୧୪।୧୨ : ଗୁଜରାଟ ନିର୍ବାଚନ ଫଳାଫଳ ସହିତ ରାଜ୍ୟରେ କଂଗ୍ରେସରେ ଘରକଳି ଏବେ ପଦାକୁ ଆସିଛି। କଂଗ୍ରେସର ଗୁଜରାଟ ୟୁନିଟ ନେତା ତଥା ପୂର୍ବତନ ବିଧାୟକ ରଘୁ ଦେଶାଇ ବିଧାନସଭା ନିର୍ବାଚନରେ ଦଳର ପରାଜୟ ନେଇ ରାଜ୍ୟ ସଭାପତି ଜଗଦୀଶ ଠାକୁରଙ୍କୁ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ,୨୧ ଆହତ
ଲକ୍ଷ୍ନୌ,୧୪।୧୨: ଉତ୍ତରପ୍ରଦେଶର ଫିରୋଜାବାଦରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଥିବା ଜଣାପଡିଛି। । ତେବେ ଚିକିତ୍ସା ପାଇଁ…
ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଆରବିଆଇର ପୂର୍ବତନ ଗଭର୍ନର
ନୂଆଦିଲ୍ଲୀ,୧୪।୧୨: ରାଜସ୍ଥାନର ସୱାଇ ମାଧୋପୁରରୁ କଂଗ୍ରେସର ପଦ ଯାତ୍ରା ବୁଧବାର ଆରମ୍ଭ ହୋଇଛି। ଏହି ଯାତ୍ରାରେ ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ନର ରଘୁରାମ ରାଜନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି।…
Archives


