ଜାତୀୟ

ଆଜି ହିମାଚଳ ପ୍ରଦେଶରେ ପ୍ରବେଶ କରିବ ଭାରତ ଯୋଡୋ ଯାତ୍ରା

ସିକିମ,୧୮।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବୁଧବାର ହିମାଚଳ ପ୍ରଦେଶରେ ପ୍ରବେଶ କରିବ। ଏହାପୂର୍ବରୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ମଙ୍ଗଳବାର ଇନ୍ଦୋରା ନିକଟସ୍ଥ ମାନସେର ଟୋଲ ପ୍ଲାଜାରେ ବ୍ୟବସ୍ଥାର ସମୀକ୍ଷା କରିଥିବା ସରକାରୀ…

ପ୍ରତ୍ୟେକ ଚଳଚ୍ଚିତ୍ର ଉପରେ ବିବୃତ୍ତି ଦେବାର କ’ଣ ଆବଶ୍ୟକ: ମୋଦି

ନୂଆଦିଲ୍ଲୀ,୧୮।୧: ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ମଙ୍ଗଳବାର ଶେଷ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲ୍ମ ଉପରେ ବିବୃତ୍ତି ନ ଦେବାକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜଣେ ନେତା ଅଛନ୍ତି ଯିଏ ଚଳଚ୍ଚିତ୍ର ଉପରେ ବିବୃତ୍ତି ଜାରି ରଖିଛନ୍ତି,…

ତେଜସ୍ବୀ ସୂର୍ଯ୍ୟା ବିମାନ ଏମର୍ଜେନ୍ସି ଡୋର୍‌ ଖୋଲିଥିବା ଅଭିଯୋଗ

ନୂଆଦିଲ୍ଲୀ,୧୮ା୧: ଭାଜପା ନେତା ତେଜସ୍ବୀ ସୂର୍ଯ୍ୟା ଚେନ୍ନାଇ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ପ୍ରସ୍ଥାନ ଦ୍ୱାର ଖୋଲିଦେଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ବିମାନ ଉଡ଼ାଣ ଦୁଇଘଣ୍ଟା ବିଳମ୍ବ ହେବା ସହ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଗତ ଡିସେମ୍ବର…

ଆମେ ବିନା କାରଣରେ ଲୋକଙ୍କୁ ଜେଲରେ ରଖିବାକୁ ଚାହୁଁନା: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୭।୧ : ମଙ୍ଗଳବାର ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଜଷ୍ଟିସ ଏସ.କେ କୌଲ, ଜଷ୍ଟିସ ଏସ ଓକା ଏବଂ ଜେ.ବି ପାରଦୀୱାଲାଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି, ଅନାବଶ୍ୟକ ଭାବେ ଲୋକଙ୍କୁ ଜେଲରେ ରଖିବାରେ…

ଚଳିତ ବର୍ଷ ଭାରତୀୟଙ୍କ ଦରମାରେ ସର୍ବାଧିକ ବୃଦ୍ଧି ହେବ…

ନୂଆଦିଲ୍ଲୀ,୧୭।୧ : ନିକଟରେ ହୋଇଥିବା ଏକ ଆକଳନରୁ ଜଣାପଡିଛି ଯେ ଚଳିତ ବର୍ଷ ଭାରତରେ କର୍ମଚାରୀଙ୍କ ଦରମା ୯.୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ସମସ୍ତ ଏସୀୟ ଦେଶ ତୁଳନାରେ ଏହି ବୃଦ୍ଧି ଭାରତରେ ସର୍ବାଧିକ । ତଥାପି, ବଢୁଥିବା ମୁଦ୍ରାସ୍ଫୀତିକୁ…

ସବୁ ଧର୍ମର ଲୋକଙ୍କ ସହିତ ମିଳାମିଶା କର,ବିଶ୍ୱବିଦ୍ୟାଳୟ-ଚର୍ଚ୍ଚ ଯାଅ: କାର୍ଯ୍ୟକାରିଣୀରେ ମୋଦିଙ୍କ ମନ୍ତ୍ରୀ…

ନୂଆଦିଲ୍ଲୀ,୧୭।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ଭାଜପା ନେତା ଓ କର୍ମୀଙ୍କୁ ଆସନ୍ତା ବର୍ଷ ହେବାକୁଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି। ନିର୍ବାଚନ ଆଉ ୪୦୦ ଦିନ ଥିବାବେଳେ ପ୍ରଧାନମନ୍ତ୍ରୀ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତିି। ସବୁ…

ମିଡ଼ିଆ ରିପୋର୍ଟକୁ ଖଣ୍ଡନ କଲେ ସରକାର: କରୋନା ଟିକାର ଖରାପ ପ୍ରଭାବ ନାହିଁ…

ନୂଆଦିଲ୍ଲୀ,୧୭।୧ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଗଣମାଧ୍ୟମର ରିପୋର୍ଟକୁ ଖଣ୍ଡନ କରିଛି। ଯେଉଁଥିରେ କୁହାଯାଇଛି ଯେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌) ଏବଂ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସସିଓ) ର ଅଧିକାରୀମାନେ କୋଭିଡ -୧୯…

ବ୍ୟବସାୟୀଙ୍କୁ ଆଶ୍ୱସ୍ତି: ତାଜମହଲର ଅଧା କିଲୋମିଟର ପରିସର ମଧ୍ୟରୁ ହଟିବନି ୫୦୦ ଦୋକାନ…

ନୂଆଦିଲ୍ଲୀ,୧୭।୧: ତାଜମହଲର ଅଧା କିଲୋମିଟର ପରିସର ମଧ୍ୟରୁ ୫୦୦ ଦେକାନ ହଟିବନି। ଏଭଳି ନିର୍ଦ୍ଦେଶ ପ୍ରଦାନ କରି ବ୍ୟବସାୟିକ କାର୍ଯ୍ୟକଳାପକୁ ବନ୍ଦ କରିବା ମାମଲାରେ ସୁପ୍ରିମକୋର୍ଟର ବ୍ୟବସାୟୀଙ୍କୁ ଦିଆଯାଇଥିବା ଆଶ୍ୱସ୍ତି କାଏମ ରଖିଛନ୍ତି। ସୁପ୍ରିମକୋର୍ଟରେ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ନେତୃତ୍ୱରେ…

ହିମାଚଳ ପ୍ରଦେଶରେ ପରାଜୟ ସତ୍ତ୍ୱେ ନଡ୍ଡା କାହିଁକି ହେଲେ ଭାଜପା ଅଧ୍ୟକ୍ଷ? ଚଳିତ ବର୍ଷ ତାଙ୍କ ଲାଗି ‘ଅଗ୍ନିପଥ’

ନୂଆଦିଲ୍ଲୀ,୧୭।୧: ଭାଜପା କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଜେ.ପି. ନଡ୍ଡାଙ୍କୁ ପୁଣିଥରେ ଅଧ୍ୟକ୍ଷ କରାଯାଇଛି। ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳକୁ ଜୁନ୍‌ ୨୦୨୪ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ରାଜନାଥ ସିଂହ, ଲାଲକୃଷ୍ଣ ଆଡଭାଣୀ ଦୁଇ କିମ୍ବା…

ଅଞ୍ଜଳି ହିଟ୍‌ ଆଣ୍ଡ ରନ୍‌ ମାମଲା: ଏବେ ଅଭିଯୁକ୍ତଙ୍କ ଉପରେ ଚାଲିବ ହତ୍ୟା ମାମଲା

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀର ଅଞ୍ଜଳି ହିଟ୍‌ ଆଣ୍ଡ ରନ୍‌ ମାମଲାରେ ୧୭ ଦିନ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ଏବେ ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍‌ଆଇଆର୍‌ରେ ଆଇପିସିର ୩୦୨ ଅର୍ଥାତ ହତ୍ୟା ଧାରା ଯୋଡ଼ିଛି।…

ମୁସଲମାନ ସମ୍ପ୍ରଦାୟ ବିଷୟରେ ଭୁଲ ବୟାନବାଜୀ କର ନାହିଁ: ମୋଦି

ନୂଆଦିଲ୍ଲୀ,୧୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି(ଭାଜପା)ର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି। ମୁସଲମାନ ସମ୍ପ୍ରଦାୟ ବିଷୟରେ ଖରାପ ବୟାନବାଜୀ କରନାହିଁ। ପସମାନନ୍ଦ ଏବଂ ବୋରା ସମାଜକୁ ଭେଟିବା ଉଚିତ। କାର୍ଯ୍ୟକର୍ତ୍ତାମାନଙ୍କ ସହ ଯୋଗାଯୋଗ…

ସାପ୍ତାହିକ ସଂକ୍ରମଣ-ସକ୍ରିୟ ମାମଲାରେ ବ୍ରେକ୍‌…

ନୂଆଦିଲ୍ଲୀ, ୧୭।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି।ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା କମିଛି। ଲଗାତାର ଦୁଇ ଦିନ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?